Latest Odisha News

BREAKING NEWS

Browsing Category

ଫିଚର

କେଶ ଝଡ଼ିବାକୁ ନେଇ ଚିନ୍ତିତ କି ? ଥରେ ଲଗାନ୍ତୁ ଏହି ତେଲ

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜିକାଲି ଅନେକ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା…

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ

ଚଣ୍ଡିଗଡ: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି…

ଓଡ଼ିଶାର ରହସ୍ୟମୟ ମନ୍ଦିର : ଖରାଦିନରେ ବି ମନ୍ଦିର ଭିତରେ ଲାଗେ ଥଣ୍ଡା

ବଲାଙ୍ଗୀର: ଭାରତରେ ବହୁ ରହସ୍ୟମୟ ମନ୍ଦିର ରହିଛି। ସେହି ସବୁ ମନ୍ଦିରରେ ଏମିତି କିଛି ରହସ୍ୟ ଲୁଚି ରହିଥାଏ ଯେ, ବୈଜ୍ଞାନିକମାନେ ମଧ୍ୟ ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ମଧ୍ୟ ରହିଛି ଅନେକ ରହସ୍ୟମୟ ମନ୍ଦିର l ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା…

ଏହି ଜିଲ୍ଲାରେ ପ୍ରବଳ ବର୍ଷା: ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ଘୋଷଣା

ଭୁବନେଶ୍ଵର: ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ…

PMFBY ନେଇ ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟ ମଧ୍ୟରେ ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ

ଭୁବନେଶ୍ଵର: ଫସଲ ବୀମା ପଞ୍ଜୀକରଣ ନେଇ ସମୀକ୍ଷା ବୈଠକ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ…

ଦୋକାନୀଙ୍କ କଥାରେ ରାଗିଗଲେ ଗ୍ରାହକ: ୧୦ ହଜାର ଟଙ୍କାର ନୁଡୁଲ୍ସ ପ୍ୟାକେଟ କିଣି ନଷ୍ଟ କରିଦେଲେ

ଚୀନ୍‌: ନିତିଦିନିଆ ଜୀବନରେ ବେଳେବେଳେ ଏପରି ଘଟଣା ଘଟେ ଯାହା ଆଦୌ କେହି ବି ଆଶା କରି ନ ଥାନ୍ତି । ଆଉ ସେହି ଘଟଣା ଅନେକ ସମୟରେ ଆବଶ୍ୟକହୀନ ମନେ ହୁଏ । ସିଧା ଭାବରେ କହିଲେ ଅନ୍ୟର କଥାକୁ ଚାଲେଞ୍ଜ କରି ଜଣେ ଜଣେ ବ୍ୟକ୍ତି ଏମିତି କିଛି କରି ବସନ୍ତି ଯାହା ଅନେକଙ୍କ ପାଇଁ ଅନୁଚିତ୍ ମନେ…

ଏନ୍ଆଇଟି ରାଉରକେଲାର ନିଖୋଜ କର୍ମଚାରୀଙ୍କ ମୃତଦେହ ଝରଣା ନିକଟରୁ ଠାବ

ରାଉରକେଲା: ନିଖୋଜର ୨ ଦିନ ପରେ ଏନଆଇଟି ରାଉରକେଲାର କର୍ମଚାରୀଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳର ଝରଣା ନିକଟରୁ ମୃତଦେହ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଛି । ଝରଣାରେ ଖସି ପଡ଼ିବା ପରେ ୨ ଦିନ ହେଲା ନିଖୋଜ ଥିଲେ କର୍ମଚାରୀ ଜଣଙ୍କ । ଓଡ୍ରାଫ୍, ଅଗ୍ନିଶମ…

ଜୟଦେବ ଉନାଡକଟ ରଚିଲେ କୀର୍ତିମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଜୟଦେବ ଉନାଡକଟ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଦୀର୍ଘଦିନ ବ୍ୟବଧାନରେ ଜାତୀୟ ଦଳକୁ ଫେରିଛନ୍ତି । ଜୟଦେବ ୩୫୩୯ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।…

ଆଉ ମାସ ମାସ ନୁହେଁ, କିଛି ଦିନରେ ନିର୍ମାଣ ହେବ ଘର

ମାଡ୍ରାସ:  ଆଜିକାଲି ଘର ଖଣ୍ଡିଏ ନିର୍ମାଣ କରିବା କଷ୍ଟକର ହୋଇପଡ଼ିଛି । ସବୁ ସୁବିଧା ଥିଲେ ମଧ୍ୟ ଗୋଟେ ଘର ତିଆରି କରିବାକୁ ମାସ ମାସ ସମୟ ଲାଗିଯାଏ । ଆଜିର ବ୍ୟସ୍ତବହୁଳ ଜୀବନରେ ଘର ଖଣ୍ଡିଏ ନିର୍ମାଣ କରିବାକୁ କାହା ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ । ଶ୍ରମିକ ଏବଂ ମିସ୍ତ୍ରୀଙ୍କ ପଛରେ…

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତ୍ତନର କାରଣ: ସିଇସି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତକାଲି ହୋଇଥିବା ଝଡ଼ବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି । ଗତକାଲି ଏହି ଝଡବାତ୍ୟା…