Latest Odisha News

BREAKING NEWS

Browsing Category

ଫିଚର

ଆପ୍ ପାଇଁ କାହିଁକି ଖଡ଼ଗେ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ କ୍ରମାଗତ ଭାବରେ ଅଶାନ୍ତ ହୋଇପଡିଛି ଏବଂ ଅଦ୍ୟାବଧି ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିପାରି ନାହିଁ। ଆସନ୍ତା ସପ୍ତାହରେ ଦିଲ୍ଲୀ ସହ ଜଡିତ ଅର୍ଡିନାନ୍ସ ବଦଳରେ ସଂସଦରେ ଆଣିବାକୁ ଥିବା ବିଲ୍ ସହ ଜଡିତ ଥିବାରୁ ଆସନ୍ତା ସପ୍ତାହରେ ଗୃହର ପ୍ରକ୍ରିୟା ଉପରେ…

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ଶିକ୍ଷକ ପଦବୀ, ନିନ୍ଦା କଲା ଅଭିଭାବକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଛି ଅଭିଭାବକ ସଂଘ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଅଧ୍ୟାପକ ଖାଲି ପଡିବାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଖୋଦ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ…

ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, କାହାକୁ ସମର୍ଥନ କରିବେ ନବୀନ?

ଭୁବନେଶ୍ୱର: ସଂସଦରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ। ଏନଡିଏ ସରକାର ଲୋକସଭାରେ ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଥିଲେ ମଧ୍ୟ ରାଜ୍ୟସଭା ମାଧ୍ୟମରେ ଦିଲ୍ଲୀ ବିଲ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହାରି ଭିତରେ ଆନ୍ଧ୍ରପ୍ରଦେଶର ଶାସକ ଦଳ…

ପାରିବାରିକ କଳହର କରୁଣ ପରିଣତି, ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ

ଯାଜପୁର: ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର ତୀରରେ ବଡ଼ ଭାଇ ହତ୍ୟାର ଶିକାର ହୋଇଛି। ଶନିବାର କାଳିଆପାଣି ଥାନା ଅନ୍ତର୍ଗତ ଅଶୋକଝର ଗ୍ରାମର 30 ବର୍ଷୀୟ ବୁଲୁ ପ୍ରଧାନଙ୍କ ସହ ତାଙ୍କ ସାନ ଭାଇ ଦୁର୍ଲଭ ପ୍ରଧାନଙ୍କ ମଧ୍ୟରେ ଦିନ ଦ୍ୱିପ୍ରହରରେ କୌଣସି ପାରିବାରିକ କଥାକୁ ନେଇ ବଚସା…

ସେକ୍ସ ପ୍ରତି ବିବାହିତ ଯୋଡିଙ୍କ କମୁଛି ଆଗ୍ରହ

ପ୍ରେମ ପାଇଁ ମନ ଦରକାର । ଏହା ପରେ ବିବାହ । ଖାଲି ପ୍ରେମକୁ ନେଇ ଆମେ ଏକ ବିବାହିତ ଯୋଡିଙ୍କୁ ସଫଳ ବୋଲି କହିପାରିବା ନାହିଁ । ସୁସ୍ଥ ବୈବାହିତ ଜୀବନରେ ସେକ୍ସ ଜରୁରୀ । ତେବେ ଏକ ଷ୍ଟଡି ଅନୁସାରେ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି । ବିବାହ ବିଚ୍ଛେଦ ଏହାର ପ୍ରମୁଖ କାରଣ…

ସିଗାରେଟ୍ ବାବାଙ୍କ ନିକଟରେ ଭିଡ଼: ଗୋଟେ ସିଗାରେଟ୍ ଦେଲେ ପୂରଣ ହୁଏ ମନସ୍କାମନା

ଲକ୍ଷେ୍ନା÷: ଅନେକ ପ୍ରେମ କାହାଣୀ ବିଷୟରେ ଆପଣ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ହେଲେ ଏବେ ନିଜ ପ୍ରେମକୁ ପାଇବାକୁ ପ୍ରେମୀ ଯୁଗଳଙ୍କଠାରୁ ଆରମ୍ଭ କରି ବିବାହିତମାନେ ଲକ୍ଷେ୍ନା÷ରେ ଥିବା ଏକ ସମାଧିସ୍ଥଳରେ ଭିଡ଼ ଜମାଉଛନ୍ତି । ଏହାର…

କଫି ଦୋକାନ ତଳୁ ମିଳିଲା ଅଦ୍ଭୁତ ଜୀବ: ଯାହାର ରହିଛି ୫୦୦ ଗୋଡ଼ , ବୈଜ୍ଞାନିକମାନେ ଦେଖି ଆଶ୍ଚର୍ଯ୍ୟ

ଲସ୍ ଆଞ୍ଜେଲ୍ସ: ଦୁନିଆରେ ଅନେକ ପ୍ରକାରର ଜୀବ ବାସ କରନ୍ତି । ସାଧାରଣତଃ ବୈଜ୍ଞାନିକମାନେ ଏହି ଜୀବମାନଙ୍କର ପ୍ରଜାତି ଏବଂ ସେମାନଙ୍କର ଗୁଣ ଉପରେ ନଜର ରଖିଥାନ୍ତି । କିନ୍ତୁ ଏହା ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୀବବିଜ୍ଞାନୀମାନେ ନୂତନ ପ୍ରଜାତିର ଜୀବ ସନ୍ଧାନ କରିବାରେ ନିୟୋଜିତ…

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ

ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ…

୩୨ ଲକ୍ଷ ଟଙ୍କାର ଚକୋଲେଟ ଚୋରି କରି ନେଲେ ମହିଳା, ଭୋଗିଲେ ୧୮ ମାସ ଜେଲ

ଲଣ୍ଡନ: ସାଧାରଣତଃ ଛୋଟପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଅଧିକାଂଶ ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି । ସେଥିଲାଗି ଯେତେ ଦାମ୍ ହେଲେ ବି ସେମାନେ ଚକୋଲେଟ୍ ଖାଇବା ଛାଡ଼ନ୍ତି ନାହିଁ । ସେହିପରି ଚକୋଲେଟ୍‌କୁ ଏତେ ଭଲ ପାଉଥିବା ଜଣେ ମହିଳା ଏମିତି କିଛି କରି ବସିଛନ୍ତି, ଯାହାକୁ ନେଇ…

କାହା ପ୍ରେମରେ ପଡିଛନ୍ତି ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ଏବେ ପ୍ରେମରେ ପଡିଛନ୍ତି । ଏବେ ସେ ତାଙ୍କ ବୟଫ୍ରେଣ୍ଡ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଅବଶ୍ୟ ସ୍ମୃତି ନିଜ ଆଡୁ ଏ ସମ୍ପର୍କରେ କିଛି କହି ନ ଥିଲେ ସୋସିଆଲ ମିଡିଆରେ ଏ ନେଇ ଖବର ପ୍ରକାଶ ପାଇଛି । ତାଙ୍କ…