Latest Odisha News

BREAKING NEWS

Browsing Category

ଫିଚର

ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି, ଉତରକୋରିଆ ଶରଣରେ ପୁତିନ !

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ ରୁଷିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ୟୁରୋପୀୟ ଦେଶର ସାହାଯ୍ୟରେ ୟୁକ୍ରେନ ଯୁଦ୍ଧରେ ତିଷ୍ଠି ରହିଥିବା ବେଳେ ରୁଷର କିନ୍ତୁ ଅସ୍ତ୍ରଶସ୍ତ୍ର ଶେଷ ହେବାରେ ଲାଗିଛି । ରିପୋର୍ଟ ମୁତାବକ ରୁଷ ଏହି ଅଭାବ ପୂରଣ ପାଇଁ ଉତରକୋରିଆକୁ ସାହାଯ୍ୟ ମାଗିଛି । ଏକଚ୍ଛତ୍ରବାଦ…

ଏମିତି ପଞ୍ଚାୟତ: ଯେଉଁଠି ୨୫ ବର୍ଷ ଧରି ଥାନାରେ ହୋଇନି ମାମଲା

ରାଜସ୍ଥାନ: ଆଜିକାଲି ଆମ ଦେଶରେ ହତ୍ୟା,ଲୁଟ୍‌,ଡ଼କାୟତି,ରାହାଜାନୀ ଆଦି ଦିନକୁ ଦିନ ବୃଦ୍ଧି ପାଉଛି । ପୋଲିସ ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବି ଅପରାଧୀମାନେ ସେମାନଙ୍କ କାର୍ଯ୍ୟକଳାପରୁ ଦୂରେଇ ରହୁନାହାନ୍ତି । ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟବଡ଼ ଅପରାଧିକ ଘଟଣା ଘଟୁଥିବା ସାମ୍ନାକୁ…

ଓଡିଶାର ପ୍ରଥମ ଆଥଲେଟ ଭାବେ ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ

ଭୁବନେଶ୍ୱର: ଭାରତର ଷ୍ଟାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ପାରା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରମୋଦ ଓଡିଶାର ପ୍ରଥମ ଆଥଲେଟ ଭାବେ ଏହି ଯୋଗ୍ୟତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏସିଆନ ଗେମ୍ସ ଚୀନରେ…

୬ ବର୍ଷର ପିଲା ପ୍ରସ୍ତୁତ କଲା ନିଜ ପାଇଁ ଟାଇମ୍ ଟେବୁଲ: ଦେଖିଲେ ହସି ହସି ଗଡ଼ିଯିବେ

ଆଜିକାଲି ସବୁକିଛି ପରି ପିଲାମାନଙ୍କର ଶିକ୍ଷାକୁ ନେଇ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ପିଲାମାନେ ଘରର ଅନୁଶାସନ ଅନୁସରଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଏକ ଉପଯୁକ୍ତ ଟାଇମ୍ ଟେବୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ପଡ଼ୁଛି । କେବେକେବେ ବାପାମାଆ ପିଲାମାନଙ୍କ ପାଇଁ ଏହି…

ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ ଭାରତର ୨୩ ବର୍ଷରୁ କମ ଫୁଟବଲ ଟିମ

ନୂଆଦିଲ୍ଲୀ: ଭାରତର ୨୩ ବର୍ଷରୁ କମ ପୁରୁଷ ଏବଂ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଭାରତୀୟ ଫୁଟବଲ ଟିମ ଏବେ ୧୮ତମ ସ୍ଥାନରେ ରହିଛି । ଏସିଆଡ ଫର୍ମାଟ ଅନୁସାରେ ୨୩ ବର୍ଷରୁ କମ ଟିମ ସହ ୩ଜଣ…

ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ…

ଏନଡିଏର ତିନି ଶକ୍ତିଶାଳୀ ଦଳ ଇଡି, ସିବିଆଇ, ଆୟକର ବିଭାଗ: ଉଦ୍ଧବ

ମୁମ୍ବାଇ: ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନଡିଏରେ ତିନି ଶକ୍ତିଶାଳୀ ଦଳ କିଏ ବୋଲି କହିଛନ୍ତି। କଟାକ୍ଷ କରିବାକୁ ଯାଇ ଉଦ୍ଧବ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ ସିବିଆଇ 'କେବଳ ତିନିଟି ଶକ୍ତିଶାଳୀ ଦଳ'…

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ…

ଆବଶ୍ୟକ ପ୍ରମାଣପତ୍ର ନଥାଇ ଗାଡି ଗଡାଉଥିଲେ ସାବଧାନ, ଆପେ ଆପେ କଟିଯିବ ଚାଲାଣ!

ଭୁବନେଶ୍ୱର: ବାରମ୍ବାର ସଚେତନତା ଓ ବିଭିନ୍ନ ସମୟ ସୀମା ବୃଦ୍ଧି ସତ୍ତ୍ୱେ ଓଡ଼ିଶାରେ ଗାଡ଼ି ଚାଳକ ଓ ଅନ୍ୟ ଗାଡ଼ି ମାଲିକମାନେ ଟ୍ରାଫିକ୍ ନିୟମ ପାଳନ କ୍ଷେତ୍ରରେ ଅସାବଧାନତା ଅବଲମ୍ବନ କରୁଥିବା ପରି ମନେ ହେଉଛି। ବିଭିନ୍ନ ସରକାରୀ ତଥ୍ୟକୁ ବିଶ୍ଳେଷଣ କଲେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।…

ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି :ବିବେକ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସର୍ବଦା ତାଙ୍କ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ କହିଛନ୍ତି, ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି । ମାତ୍ର ପରେ ମୋ ବିଚାରଧାରାରେ ପରିବର୍ତନ ଆସିଥିଲା । ସର୍ବଦା ବିରୋଧ ଓ ସମାଲୋଚନା…