Latest Odisha News

BREAKING NEWS

Browsing Category

ଫିଚର

ପୁଣି ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ବନକଲାଗିରେ ‘ନକଲି କସ୍ତୁରୀ’ ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବନକଲାଗି ନୀତିରେ ବ୍ୟବହାର ପାଇଁ ନିମ୍ନମାନର ବା ନକଲି ସାମଗ୍ରୀ ଯୋଗାଇ ଦେଉଥିବା ସେବାୟତ ଅଭିଯୋଗ କରିବା ପରେ ପୁରୀ ଶ୍ରୀମନ୍ଦିର ଏବେ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବନକଲାଗି ନୀତିରେ ବିଳମ୍ବ ହେବା ପରେ ଭକ୍ତ ଓ ଦତ୍ତମହାପାତ୍ର ସେବାୟତମାନେ…

ବାଲେଶ୍ବର ମେମୁ ଟ୍ରେନର ଲୋକପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ଖଡଗପୁୁରରେ ପଚରାଉଚରା

ବାଲେଶ୍ବର: ନୀଳଗିରି ରୋଡ ଷ୍ଟେସନରେ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଖଡଗପୁର ରେଲଓ୍ବେ ଡିଭିଜନର ତଦନ୍ତ ଆରମ୍ଭ। ଯାତ୍ରିବାହୀ ଟ୍ରେନର ଲୋକପାଇଲଟ, ଟେକ୍ନିକାଲ ଷ୍ଟାଫ, କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଖଡଗପୁରରେ ପଚରାଉଚରା କରାଯାଉଥିବା…

ଯମୁନା ନଦୀକୁ ଶାନ୍ତ କରିବା ପାଇଁ ଯମୁନା ଆସିଲା ଶାଶୁ ଘରୁ: ଗାଁରେ ଚାଲିଛି ପୂଜାପାଠ

ହରିୟାଣା: ଚଳିତବର୍ଷ ଯମୁନା ନଦୀ ଅଶାନ୍ତ ହୋଇପଡ଼ିଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଯମୁନା ନଦୀର ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳିଆ ଅଞ୍ଚଳର ଲୋକେ ଜିନିଷପତ୍ର ଧରି ବନ୍ଧ ଉପରକୁ ଚାଲି ଆସିଛନ୍ତି ।…

ବର୍ଷ ବର୍ଷ ଧରି ଟାଇଟ୍ ମୁଦି ପିନ୍ଧିଥିଲେ ବ୍ୟକ୍ତି , ଅପରେସନ ପରେ ବାହାର କରାଗଲା

ଅନେକ ମହିଳା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସେହିପରିି ଅଧିକାଂଶ ପୁରୁଷ ହାତରେ ରିଙ୍ଗ୍ ବା ମୁଦି ପିନ୍ଧିବାକୁ ଭଲ ପାଇଥାନ୍ତି । ତେଣୁ ସେମାନେ ବିଭିନ୍ନ ପ୍ରକାରର ମୁଦି ପିନ୍ଧିଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବର୍ଷ ବର୍ଷ ଧରି ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି । ଲୋକେ ମୋଟା…

୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି । ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରିଥିବା ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ଏହି ମ୍ୟାଚ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚ ହେବ । ସଚିନ…

୩ ବର୍ଷର ଝିଅକୁ ହତ୍ୟା ପରେ ୭ ରାଜ୍ୟରେ ୧୦ ବର୍ଷର ଲୁଚକାଳି, ମହାରାଷ୍ଟ୍ରରୁ ଗିରଫ ହେଲା ପିଶାଚ ବାପା

ଭୁବନେଶ୍ୱର: ୩ ବର୍ଷର ଝିଅକୁ ମାରିଲା । ୧୦ ବର୍ଷ ଧରି ୭ ରାଜ୍ୟରେ ଲୁଚକାଳି ଖେଳିବା ପରେ ମହାରାଷ୍ଟ୍ରରୁ ଗିରଫ ହୋଇଛି ପିଶାଚ ବାପା । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନିଜ ୩ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ପ୍ୟାନ କାର୍ଡ ବ୍ୟବହାରକୁ ଟ୍ରେସ୍ କରି ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ।…

ଗୋଟିଏ ଥାଳିରେ ସିଂହ ସହ ମିଶିକି ଖାଇଲେ ଯୁବତୀ,ଲୋକେ ଭୟଭୀତ

ଦୁବାଇ: ଦୁନିଆରେ ଅନେକ ଲୋକ ସେମାନଙ୍କର ଚମତ୍କାର କାର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଯୁବତୀ ବିନା ଭୟରେ କୁମ୍ଭୀର ସହିତ ନଦୀରେ ଗାଧୋଉଥିବାର ନଜର ଆସିଥିଲେ । ଏହାକୁ ଦେଖିଲେ ଲାଗୁଥିଲା ଯେପରି କୁମ୍ଭୀରଟି…

ବିଶ୍ୱ ରେକର୍ଡ କଲେ ଭାରତୀୟ ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାତ୍ୱିକ ସାଇରାଜ ରଂକିରେଡ୍ଡୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ସବୁଠାରୁ ଦ୍ରୁତ ସ୍ମାଶ ହିଟ ମାରିବାରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ୫୬୫ କିଲୋମିଟର ପ୍ରତି ଘଂଟାରେ ସେ ଏହି ଶଟ ମାରିଥିଲେ । ଏହା ପୂର୍ବରୁ…

ଟମାଟୋ କ୍ଷେତ ଜଗୁଥିବା ଚାଷୀ ହତ୍ୟାର ଶିକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନ୍ନମାୟା(Annamaya) ଜିଲ୍ଲାରେ ଚାଷୀଙ୍କୁ ଗଳାକାଟି ହତ୍ୟା କରାଯାଇଛି ବୋଲି ପୁଲିସ ସୋମବାର କହିଛି। ଗତ ୭ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରବିବାର ମଧୁକର ରେଡ୍ଡୀ (୬୨)ଙ୍କ ମୃତ ଦେହ ତାଙ୍କ ଚାଷ ଜମିରୁ ଉଦ୍ଧାର ହୋଇଛି। ସେ ନିଜ ଟମାଟୋ ଫସଲକୁ ଜଗିବା ପାଇଁ…

ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲଗାଇବା ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବା ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଭିତ୍ତିଭୂମି ଅଭାବ ଓ ଆବଶ୍ୟକ ସପ୍ଲାଏର୍ସ ନଥିବାରୁ ଅବଧି ବୃଦ୍ଧି କରାଯାଇଛି ।…