Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ନୂଆ ଏନସିବି କୋଠା ଉଦଘାଟିତ, ଦିନକରେ ନଷ୍ଟ ହେଲା ୨୩୮୧ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ…

ମଣିଷ ପରି ଖଟରେ ଶୋଉଛି ଘୋଡ଼ା

ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ ହେଉ ବା ବିଭିନ୍ନ ପ୍ରକାର ପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥାନ୍ତି । ପୋଷା କୁକୁର ଓ ବିଲେଇ ଖଟ ଉପରେ ଶୋଇବା…

୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲେଟ ହେବ ନିଲାମ

ଲଣ୍ଡନ: ୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲୋଟ ନିଲାମ ହେବ । ଆପଣମାନେ ଭାବୁଥିବେ ଏହି ଏକ୍ସପାୟରୀ ଚକୋଲେଟକୁ କିଏ ବା କିଣିବ ? ତେବେ ଏହାର ନିଲାମ କରୁଥିବା କମ୍ପାନୀର କହିବା ଅନୁସାରେ ଚକୋଲେଟ ବାବଦକୁ ଅତି କମରେ ୧୦୦ରୁ ୧୫୦ ଡଲାର ମିଳିବ । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୬ରୁ ୨୦ ହଜାର ହେବ…

ପିକନିକ୍ ଭୋଜିରେ କୁମ୍ଭୀର ଖାଇଦେଲା ଖାଦ୍ୟ, ପ୍ରାଣ ବିକଳରେ ଦୌଡ଼ିଲେ ଲୋକେ

ଅଧିକାଂଶ ଲୋକ ପରିବାର ସଦସ୍ୟମାନଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ପିକ୍‌ନିକ୍ ଯିବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ପାହାଡ଼, ଜଙ୍ଗଲ, ହ୍ରଦ ନିକଟକୁ ଯାଇ ପିକ୍‌ନିକ୍ ବା ଭୋଜି କରିବାକୁ ଅନେକ ପସନ୍ଦ କରିଥାନ୍ତି । କିଛି ଲୋକ ପିକ୍‌ନିକ୍‌ସ୍ଥଳୀରେ ଭୋଜି କରି ଖାଇଥାନ୍ତି ତ ଆଉ କିଏ ଘରୁ…

ଖିଚିଂରୁ ପାଣି ଢାଳି ଫେରିବା ବେଳେ ଓଲଟିଲା ବୋଲବମ ଭକ୍ତଙ୍କ ଗାଡି

କେନ୍ଦୁଝର: ଅପରାହ୍ନରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ମୁଣ୍ଡରେ ଏକ ବୋଲବମ୍ ଭକ୍ତଙ୍କ ପିକ୍ଅପ ଗାଡି ଓଲଟିବାରୁ ଦୁର୍ଘଟଣାର ଶିକାର ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ମନ୍ଦିରରୁ ପାଣି ଢାଳି ଗାଡି ନମ୍ବର ଓଆର ୦୯ ଏଲ ୪୦୨୬ରେ ୨୦ରୁ ଅଧିକ ଭକ୍ତ ଘରକୁ ଫେରିବା ବେଳେ…

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…

୫ ହଜାରରୁ ଅଧିକ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ‘ମୋ ସ୍କୁଲ୍‌ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ, ରାଜ୍ୟର ସମସ୍ତ ବିଦ୍ୟାଳୟରେ…

ଏକୋଇଶିଆରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା, ଗଛରେ ଚଢ଼ି ବଞ୍ଚିଗଲା ପୁଅ

ନବରଙ୍ଗପୁର: ଛୁଆକୁ ମାଆ ସବୁବେଳେ ଘଣ୍ଟ ଘୋଡ଼ାଇ ରଖି ଥାଏ । ନିଜ ଜୀବନ ପଛେ ଚାଲି ଯାଉ ଛୁଆର କିଛି ନ ହେଉ । ମାଆ ଏମିତି ସବୁବେଳେ ସନ୍ତାନର ଶୁଭ ମନାସି ଥାଏ । ପରିଣତ ବୟସରେ ବି ଭେଣ୍ଡିଆ ପୁଅକୁ ମାଆ ପଣତ କାନିରେ ଘଣ୍ଟ ଘୋଡ଼ାଇବା ସହ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଏଭଳି ଘଟଣା ଘଟିଛି…

କିଲୋ ପିଛା ୬୦ ଟଙ୍କାରେ କେନ୍ଦ୍ର ବିକ୍ରି କରିବ ସବସିଡି ଡାଲି, ବଜାରକୁ ଆସିଲା ‘ଭାରତ୍‌ ଡାଲ୍‌’

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ  ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି । କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି…

ଜ୍ୱାଳାମୁଖୀରେ ପିଜ୍ଜା ତିଆରି କରି ଖାଇଲେ ଯୁବତୀ

ଗୁଆଟେମାଲା: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୁଆଟେମାଲାରେ ଜ୍ୱାଳାମୁଖୀ ଆଞ୍ଚରେ ପିଜ୍ଜା ତିଆରି କରି ଖାଇଛନ୍ତି । ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍…