Latest Odisha News

BREAKING NEWS

Browsing Category

ଫିଚର

ଅନ୍ୟ ଜାତିରେ ଝିଅ ବିବାହ କରିଥିବାରୁ ଗାଁରୁ ବାସନ୍ଦ ପରିବାର, ପୁଲିସ ଶୁଣୁନଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ରହୁଥିବା ଏକ ପରିବାରର ଜଣେ ଝିଅ ଜାତି ବାହାରେ ବିବାହ କରିବା ପରେ ତାଙ୍କ ଗାଁ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ ରହୁଥିବା ରମ୍ଭା ଦଳେଇଙ୍କ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ ଅନ୍ୟ ଜାତିର…

ମହାପ୍ରଭୁଙ୍କ ନାଁରେ ଅନ୍ ଲାଇନ ଠକେଇ, ଉତ୍ସବ ପରେ ଯୋଡ଼ିହେଲା ‘ଶାଲିଗ୍ରାମ ଶାଳ’

ପୁରୀ: ଜଗନ୍ନାଥଙ୍କ ନାଁରେ ଭକ୍ତଙ୍କୁ ଠକିବା ପାଇଁ ସୋସିଆଲ ମିଡିଆ ଏବେ ଠକେଇକାରୀଙ୍କ ନୂଆ ପ୍ଲାଟଫର୍ମ ପାଲଟିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ବାହାନାରେ ‘ଶାଲିଗ୍ରାମ ଶାଳ’ ନାମକ ଏକ ନୂଆ ଓ୍ବେବସାଇଟ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା…

ମହାରାଷ୍ଟ୍ର ଭଳି ଓଡ଼ିଶାରେ ରାଜନୈତିକ ହଟଚମଟ ହେବ କି? ଜବାବ ରଖିଲେ ତାରା

ଭୁବନେଶ୍ୱର: ରବିବାର ହଠାତ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ହଟଚମଟ ହେଲା ବା ସ୍ଥିତି ଉପୁଜିଲା, ସମାନ ଅବସ୍ଥା ଓଡ଼ିଶା ରାଜନୀତିରେ ହେବ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ଜୟପୁର ବିଧାୟକ ବାହିନୀପତି। ଯେଉଁଠି ବିଜେପି ଦୁର୍ବଳ ହେଉଛି କିମ୍ବା ପ୍ରତିପକ୍ଷ ଦଳକୁ ଦୁର୍ବଳ…

‘ବାହାନଗା ଦୁର୍ଘଟଣାର ପୁନରାବୃତ୍ତି ହେବ’: ଅଜ୍ଞାତ ବ୍ୟକ୍ତିର ଧମକପୂର୍ଣ୍ଣ ଚିଠି, ସତର୍କ ହେଲା ରେଳବାଇ

ହାଇଦ୍ରାବାଦ: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବା ଏସସିଆର ଏକ ଧମକପୂର୍ଣ୍ଣ ଅଜ୍ଞାତ ଚିଠି ପାଇଛି। ଯେଉଁଥିରେ ହାଇଦ୍ରାବାଦ-ଦିଲ୍ଲୀ ରେଳପଥରେ ଟ୍ରେନ୍ ଦୁର୍ଘଟଣା ଘଟିବା ନେଇ ଧମକ ଦିଆଯାଇଛି। ଜୁନ୍ ୩୦ରେ ମିଳିଥିବା ଏହି ଚିଠିରେ ବାଲେଶ୍ବର ବାହାନଗା ପରି ଟ୍ରେନ୍ ଦୁର୍ଘଟଣା ହେବ ବୋଲି ଉଲ୍ଲେଖ…

ଅଜିତ ଅଗରକର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ:  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଟିମ୍ ଇଣ୍ଡିଆର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ପୁରୁଷ ଜାତୀୟ ଦଳର ଚୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଏହା ପୂର୍ବରୁ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ଥିଲେ। ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା…

ଏମର୍ଜିଂ ଏସିଆ କପ କ୍ରିକେଟରେ ଭାରତ ଏ ଟିମର ନେତୃତ୍ୱ ନେବେ ୟଶ

ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ କ୍ରିକେଟ ପାଇଁ ଘୋଷିତ ଭାରତୀୟ ଦଳର ନେତୃତ୍ୱ ନେବେ ୟଶ ଢ଼ୁଲ । ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି । ଭାରତ ଏ ଗ୍ରୁପ ବି’ରେ ନେପାଳ, ୟୁଏଇ ଓ ପାକିସ୍ତାନ ଟିମ ସହ ସ୍ଥାନ ପାଇଛି । ୧୩, ୧୫…

ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ

ଭୁବନେଶ୍ୱର: ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ଜୁନିୟର ଛାତ୍ରଙ୍କୁ ନିଜ ରାଜନୈତିକ ଦଳରେ ସାମିଲ କରାଇବା ପାଇଁ ବରିଷ୍ଠ ଛାତ୍ରଙ୍କ ଏକ ଗୋଷ୍ଠୀ ଉଦ୍ୟମ କରିବାରୁ ଏହି ଗଣ୍ଡଗୋଳ ସୃଷ୍ଟି…

ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ମାସେ, ଏବେ ବି ହସ୍ପିଟାଲରେ ପଡି ରହିଛି ୫୨ରୁ ଊର୍ଦ୍ଧ୍ୱ ମୃତ ଦେହ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଘଟଣାର ମାସକ ପରେ ବି ଭୁବନେଶ୍ୱର ଏମ୍ସରେ ୫୦ରୁ ଊର୍ଦ୍ଧ୍ୱ ମୃତ ଦେହ ପଡ଼ି ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଶବ ରହିଥିଲା, ସେଥିମଧ୍ୟରୁ ୨୯ଟି ଶବକୁ ଡିଏନ୍ଏ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨ଟି ଶବ ବ୍ୟବଚ୍ଛେଦ…

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି ? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ…

ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ: ଆହତଙ୍କ ଜୀବନ ବଞ୍ଚାଇଲେ ବିଧାୟକ ଲଳିତେନ୍ଦୁ

ପୁରୀ: ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ। ମାନବିକତାର ପରିଚୟ ଦେଇ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କୁ ନିଜ କାରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଛନ୍ତି। ବ୍ରହ୍ମଗିରି ନିର୍ବାଚନ…