Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଚଳିତ ବର୍ଷ ଗେମିଂର ମଜା ହେବ ଦ୍ୱିଗୁଣ : ୫ ହରର ଗେମ୍ ରିଲିଜ ହେବ

ନୂଆଦିଲ୍ଲୀ: ଅନଲାଇନ ଗେମିଂର ଶୌକିନ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ୫ ହରର ଗେମ୍ ରିଲିଜ ହେବ । ଏହି ଗେମ୍ କମ୍ପାନୀଙ୍କ ମତରେ ଏହା ପବଜୀ ଓ କଲ ଅଫ ଡ୍ୟୁଟିକୁ ପଛରେ ପକାଇଦେବ । ତାଲିକାର ଶୀର୍ଷରେ ରହିଛି ଡାଇଙ୍ଗ ଲାଇଟ-୨ । ପୂର୍ବ ସଂସ୍କରଣ ତୁଳନାରେ ଅନେକ ନୂତନ…

ଜାନୁୟାରୀରେ ୪ଜି ଡାଉନଲୋଡ ସ୍ପିଡ଼ ଚାର୍ଟରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ…

ଏହି ଉପାୟରେ ଜାଣନ୍ତୁ ଆପଣଙ୍କ କଲ ରେକର୍ଡ଼ିଂ ହେଉଛି କି ନାହିଁ…

ଭୁବନେଶ୍ୱର: ଅନେକ ସମୟରେ ଆମେ ଅନେକ ଧୋକାଧାରୀର ଶିକାର ହୁଅନ୍ତି । ତେବେ ଚୋର ଯେତେ ଚାଲାଖ ହେଲେ ମଧ୍ୟ ଧାରା ପଡିବା ପାଇଁ କିଛି ନା ବାଟ ସେ ଛାଡି ଦେଇଥାଏ । ତେବେ ଅନେକ ସମୟରେ ଆମେ ଶୁଣିଥାଉ ଲୋକଙ୍କ ଇଚ୍ଛା ବିରୁଦ୍ଧରେ କେହି ସେମାନଙ୍କ କଲ୍ ରେକର୍ଡ଼ କରୁଥାଏ । ଯାହାକୁ ପରେ ହୁଏତ…

ଯୁବ ପିଢ଼ୀଙ୍କ ଚାକିରୀ ଖାଉଛି ରୋବୋଟ

ନୂଆଦିଲ୍ଲୀ:ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏବେ ଯୁବ ପିଢ଼ୀଙ୍କ ଚାକିରୀ ଅତ୍ୟାଧୁନିକ ରୋବୋଟ ଖାଉଛି । କରୋନା ଭାଇରସକୁ ରୋକିବା ପାଇଁ ଚୀନ ସରକାର ରୋଗୀଙ୍କ ପାଖକୁ ରୋବୋଟ ପଠାଇ ଚିକିତ୍ସା ସୁବିଧା ଯୋଗାଉଛି । ରିପୋର୍ଟ ମୁତାବକ ଏଥିଯୋଗୁ ୨୦୦୦୦ ବ୍ୟକ୍ତି ସେମାନଙ୍କ ଚାକିରୀ ହରାଇ ସାରିଲେଣି…

ଏହିସବୁ ନୂଆ ଫିଚର୍ସ ସହ ଆସୁଛି ଗୁଗୁଲ ମ୍ୟାପ !

ଭୁବନେଶ୍ୱର: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରେ ଗୁଗୁଲ ମ୍ୟାପ୍ । ଏହା ମଧ୍ୟରେ ଏହି ଗୁଗଲ ମ୍ୟାପ ଲଂଚିଙ୍ଗକୁ ୧୫ ବର୍ଷ ପୁରିଛି ।ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ନୂଆ ଫିଚର ଲଞ୍ଚ କରିଛି । ୟୁଜରଙ୍କୁ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା…

କରୋନା ଭାଇରସ ସୂଚନା ଦେବା ଆଳରେ ବ୍ୟକ୍ତିଗତ ଡାଟା ଚୋରାଉଛନ୍ତି ହ୍ୟାକରସ !

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ବିଶ୍ୱରେ ବିପଦ ର କାରଣ ହୋଇଛି | ଏହା ମଧ୍ୟରେ ଏବେ ପର୍ଯ୍ୟନ୍ତ ୬୦୦ ଲୋକଙ୍କ ମୂର୍ତ୍ୟୁବରଣ କରିଛନ୍ତି | ଚୀନ ରୁ ଆରମ୍ଭ ହୋଇଥିବା ଏହି ଭାଇରସ ବହୁ ଦେଶକୁ ବ୍ୟାପିସାରିଲାଣି | ଏଥିରୁ ମୁକ୍ତି ପାଇଁ ଲୋକମାନେ ଇଣ୍ଟରନେଟ ରୁ ବହୁପ୍ରକାର ଉପାୟ…

ଚାଲୁ ବିତ୍ତବର୍ଷର ତୃତୀୟ ତ୍ରୟମାସିକରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି !

ନୂଆଦିଲ୍ଲୀ: ଦୁରସଂଚାର କମ୍ପାନୀ ଭାରତୀ ଏଆରଟେଲ କୁ ଚଳିତ ବିତ୍ତ ବର୍ଷର ତୃତୀୟ ତ୍ରୟମାସିକ ( ଅକ୍ଟୋବର ରୁ ଡ଼ିସେମ୍ବର) ରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି | ସୂଚନାଯୋଗ୍ୟ ଯେ, ପୂର୍ଵ ବିତ୍ତ ବର୍ଷ ୨୦୧୮-୧୯ ଏହି ତ୍ରୟମସିକ ରେ ଏହି କମ୍ପାନୀ କୁ ୮୬ କୋଟି ଲାଭ ହୋଇଥିଲା |…

ଭାରତରେ ଲଞ୍ଚ ହେଲା ଆପଲ ସ୍ମାର୍ଟ ସ୍ପିକର ‘ହୋମପ୍ୟାଡ଼’: କ’ଣ ରହିବ ଦାମ ଓ ଫିଚର୍ସ ଜାଣନ୍ତୁ

ନୂଆଦିଲ୍ଲୀ: ଆପଲ ଶେଷରେ ନିଜ ସ୍ମାର୍ଟ ସ୍ପିକର ' ଆପଲ ହୋମପ୍ୟାଡ଼' କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ୨୦୧୭ ମସିହାରେ ଏହି ସ୍ପିକର କୁ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ କରାଇଥିଲା । କମ୍ପାନୀ ପ୍ରଥମରୁ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ନିଜର ଅଫିସିଆଲ ୱେବସାଇଟ ରେ ଏହି ସ୍ପିକର ଉପଲବ୍ଧ…

ଆଜିଠାରୁ ବଦଳିଲା ‘ହ୍ଵାଟ୍ସଆପ’, ‘ଏଟିଏମ୍’ ଓ ‘ଏଲଆଇସି’ ସହ ଜଡ଼ିତ ଏହିସବୁ…

ନୂଆଦିଲ୍ଲୀ: ଫେବୃୟାରୀ ମାସ ୧ ତାରିଖ (ଆଜି)ରୁ ହ୍ବାଟ୍ସଆପ୍‌, ଡାକ ବିଭାଗ ଓ ଜୀବନବୀମା ସମ୍ପର୍କିତ ଅନେକ ନିୟମ ବଦଳି ଯାଇଛି । ଜାଣନ୍ତୁ କ'ଣ ଏହିସବୁ ନିୟମ: ହ୍ବାଟ୍ସଆପ୍‌: ଆଜିଠରୁ ଲକ୍ଷାଧିକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ ହ୍ବାଟ୍ସଆପ୍‌ । ପୂର୍ବରୁ କରିଥିବା ଘୋଷଣା…

ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲର ସ୍ୱତନ୍ତ୍ର ‘ଡୁଡ଼ଲ’

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ଡୁଡ଼ଲ । ଯାହା ବିବିଧତା ମଧ୍ୟରେ ଭାରତୀୟ ସଂସ୍କୃତିର ଏକତାକୁ ଦର୍ଶାଉଛି । ଏହି ଡୁଡ଼ଲଟିକୁ ଡିଜାଇନ କରିଛନ୍ତି ସିଙ୍ଗାପୁରର କଳାକାର ମେରୁ ସେଠ। ଏଥିରେ ତାଜମହଲ ଏବଂ ଇଣ୍ଡିଆ ଗେଟ୍ ଭଳି…