Latest Odisha News

BREAKING NEWS

Browsing Category

ଫ୍ୟାସନ

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ । ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି,…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର : ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉବା…

ଶୀତଲ ସାହୁ ହେଲେ ‘ମିସ୍ ଓଡ଼ିଶା’, ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଉପରେ ଏବେ ନଜର୍

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣପୁର ବାସିନ୍ଦା ଶୀତଲ ସାହୁ ‘ମିସ୍ ଓଡ଼ିଶା’ ଟାଇଟଲ୍ ହାସଲ କଲେ । ଏବେ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଏଫବିବି କଲର୍ସ ‘ଫେମିନା ମିସ୍ ଇଣ୍ଡିଆ’ ଟାଇଟଲ୍ ପ୍ରତିଯୋଗିତାରେ ସେ ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଲାଗି ଅଂଶଗ୍ରହଣ କରିବେ । କୋଲକାତାଠାରେ ବୁଧବାର…

ଫ୍ୟାଶନରେ ଷ୍ଟାଇଲିସ୍ ୱାଚ୍…

ଭୁବନେଶ୍ୱର : ସଫଳତା ପାଇବାକୁ ହେଲେ ସମୟ ଉପଯୋଗୀ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆଧୁନିକ ଟେକ୍ନୋଲୋଜି ତଥା ମୋବାଇଲ୍ ଯୁଗରେ ମଧ୍ୟ ଲୋକମାନେ ହାତ ଘଣ୍ଟାକୁ ଭୁଲି ନାହାନ୍ତି। ଖାସ୍ କରି ଯୁବପିଢି ମଧ୍ୟରେ ନୂଆ ବ୍ରାଣ୍ଡ୍ ଓ ନୂଆ ଡିଜାଇନର ହାତ ଘଣ୍ଟା ର କ୍ରେଜ୍ ସବୁବେଳେ…

ଜାଣନ୍ତୁ, କେଉଁ ଦାଢିର ଲୁକ୍ସରେ ଆପଣ ଆକର୍ଷକ ଦିଶିବେ…

ଭୁବନେଶ୍ୱର: ଆଜିକାଲି ପ୍ରତିଦିନ ଫ୍ୟାଶନରେ ପୋଷାକ ଠାରୁ ଆରମ୍ଭ କରି ଜୋତା ଓ ରିଷ୍ଟ ୱାଚ ଷ୍ଟାଇଲ ବଦଳିବାରେ ଲାଗିଛି । ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ଶେପ୍ ଦେଇ…

ଜାଣନ୍ତୁ, ହୋଲି ଖେଳରେ କିପରି ନେବେ ତ୍ୱଚାର ଯତ୍ନ…

ଭୁବନେଶ୍ୱର : ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ…

ନଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ନେଲ୍ ଆର୍ଟ…

ଭୁବନେଶ୍ୱର : ନିଜ ଶରୀରର ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଖାସକରି ମହିଳାମାନେ ନିଜ ଚେହେରା ପ୍ରତି ଅଧିକ ସଚେତନ ରହିଥାନ୍ତି, ସେଥିମଧ୍ୟରେ ନଖର ସୌନ୍ଦର୍ଯ୍ୟ ଅନ୍ୟତମ । ବର୍ତମାନ ନେଲପଲିସ୍ ବଦଳରେ ମହିଳା ତଥା ଯୁବତୀମାନେ ମାଧ୍ୟମରେ ନଖକୁ ଆକ୍ଟ୍ରାଟିଭ୍ କରିବା ପାଇଁ…

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା ବେଳେ ଉଭୟ ସେଲିବ୍ରିଟି ନିଜ ନିଜର…

ମେଟ୍ରିମୋନିଆଲ୍ ସାଇଟରୁ ଜୀବନସାଥି ବାଛିବା ପଡିପାରେ ମହଙ୍ଗା, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ପରଫେକ୍ଟ ଲାଇଫ୍ ପାର୍ଟନରଟେ ପାଇବା ଲାଗି ସମସ୍ତେ ଚାହିଁଥାନ୍ତି । ଯେତେବେଳେ ବାହାଘର ପାଇଁ ଅନେକ ପୁଅ ବା ଝିଅ ଦେଖାଚାହାଁ କଲେ ମଧ୍ୟ ମନ ପସନ୍ଦର ଯୋଗ୍ୟ ବର ବା କନ୍ୟା ମିଳିନଥାଏ, ସେତେବେଳେ ଅଧିକାଂଶ ଯୁବପିଢି ବିଭିନ୍ନ ମେଟ୍ରିମୋନିଆଲ୍ ସାଇଟ୍ ଗୁଡିକର ସାହାରା ନେଇଥାନ୍ତି ।…

ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ ବଢିବାରେ ଲାଗିଛି । ସିନେମାରେ…