Latest Odisha News

BREAKING NEWS

Browsing Category

ଖାଦ୍ୟ

ଲାଉ ଜୁସ୍‌ ପିଉଥିଲେ ସାବଧାନ, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଡାଏଟିସିଆନ୍‌ମାନେ କହିଛନ୍ତି ଯେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସମସ୍ତ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଫଳ-ପନିପରିବା ଜୁସ ରଖିବା ଆବଶ୍ୟକ। ଏହି ଫଳ ଜୁସ୍ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହଜରେ ଯୋଗାଇ ଦିଏ। କେତେକ ଅଧ୍ୟୟନରୁ ଜଣାପଡିଛି…

ଖାଲି ପେଟରେ ପିଅନ୍ତୁ ନାହିଁ ଆପଲ୍ ସାଇଡର୍ ଭିନେଗାର, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ରୋଷେଇ ଘରେ ଆପଲ୍ ସାଇଡର୍ ଭିନେଗାର ରଖନ୍ତି। ଆପଲ୍ ସାଇଡର୍ ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ଅନେକ ରୋଗର ବିପଦକୁ…

ଘୋଳ ଦହି ପେଟକୁ ରଖେ ସୁସ୍ଥ, ଜାଣନ୍ତୁ ସେବନର ସଠିକ ସମୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକେ ଘୋଳ ଦହି ବା ବଟରମିଲ୍କ ପିଇବା ଆରମ୍ଭ କରନ୍ତି। ବାସ୍ତବରେ ଏହା ଏକ ଉତ୍ତମ ପାନୀୟ ଯାହା ଶରୀରକୁ ଥଣ୍ଡା ରଖିବା ସହିତ ଅନେକ ରୋଗ ଭଲ କରିଥାଏ। ଏହାର ବ୍ୟବହାର ଦ୍ୱାରା ଶରୀରରେ ଜଳର ଅଭାବ ଦେଖାଦିଏ ନାହିଁ। ଏହା ବ୍ୟତୀତ ଅନେକ ପୋଷକ…

ଓଜନ ହ୍ରାସ କରାଏ ଆମ୍ବ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଫଳଙ୍କ ରାଜା ହେଉଛି ଆମ୍ବ। କାରଣ ଆମ୍ବ ଖାଇବାକୁ ଯେତେ ସ୍ୱାଦ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ। ପ୍ରାୟତଃ ଲୋକେ ଚିନ୍ତା କରନ୍ତି ଯେ ଆମ୍ବ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ…

ରାଗ ଖାଇଲେ ଆଖିରେ ଲୁହ ଆସେ କାହିଁକି ! ଜାଣନ୍ତୁ ଏହା ପଛର କାରଣ କ’ଣ ?

ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ବିଶେଷ କରି ରାଗ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାଆନ୍ତି । ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ…

ପତଳାପଣକୁ ନେଇ ଚିନ୍ତିତ କି ? ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ ଏହିସବୁ ସାମଗ୍ରୀ, ମାସକରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଯେମିତି ମୋଟାପଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଏ ସେମିତି ପତଳା ଲୋକେ ବି ନିଜ ଶରୀରକୁ ନେଇ ଖୁବ୍ ଚିନ୍ତିତ ଥାନ୍ତି। ପତଳା ଲୋକେ ଫିଟ୍ ଦେଖା ଯାଉନଥିବାରୁ ବିଭିନ୍ନ ପାର୍ଟି ଫଙ୍ଗସନରେ ନିଜକୁ ଅସ୍ୱାଭାବିକ ମନେ କରିବା ସହ ଏଭଳି କାର୍ଯ୍ୟକ୍ରମଗୁଡିକୁ ଯିବା ଓ କିମ୍ବା…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?  

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି। ଘରେ ହେଉ ବା ରେଷ୍ଟୁରାଣ୍ଟ୍, ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୁଗ ଡାଲି

ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ। ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ତେଣୁ ଡାକ୍ତରମାନେ ଡା଼ଲି ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ…

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ…

ଖରାଦିନେ ପଣସ ଖାଇବା ଠିକ୍‌ ନାଁ ଭୁଲ୍‌ ?

ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । କଞ୍ଚା ଫଳ ଖାଇବା ଠିକ ନାଁ ଭୁଲ ତାହାକୁ ନେଇ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଥାଏ। କାରଣ ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ। ପଣସ ଭଳି କଞ୍ଚା ଫଳ ଗରମ ଏବଂ ଆର୍ଦ୍ର ପରିବେଶରେ ଉତ୍ପାଦିତ ହୋଇଥାଏ। ପଣସକୁ କିଛି ଲୋକ ଖାଇବାକୁ…