Latest Odisha News
Browsing Category

ଖାଦ୍ୟ

ଓଜନ ହ୍ରାସ କରାଏ ଆମ୍ବ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଫଳଙ୍କ ରାଜା ହେଉଛି ଆମ୍ବ। କାରଣ ଆମ୍ବ ଖାଇବାକୁ ଯେତେ ସ୍ୱାଦ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ। ପ୍ରାୟତଃ ଲୋକେ ଚିନ୍ତା କରନ୍ତି ଯେ ଆମ୍ବ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ…

ରାଗ ଖାଇଲେ ଆଖିରେ ଲୁହ ଆସେ କାହିଁକି ! ଜାଣନ୍ତୁ ଏହା ପଛର କାରଣ କ’ଣ ?

ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ବିଶେଷ କରି ରାଗ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାଆନ୍ତି । ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ…

ପତଳାପଣକୁ ନେଇ ଚିନ୍ତିତ କି ? ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ ଏହିସବୁ ସାମଗ୍ରୀ, ମାସକରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଯେମିତି ମୋଟାପଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଏ ସେମିତି ପତଳା ଲୋକେ ବି ନିଜ ଶରୀରକୁ ନେଇ ଖୁବ୍ ଚିନ୍ତିତ ଥାନ୍ତି। ପତଳା ଲୋକେ ଫିଟ୍ ଦେଖା ଯାଉନଥିବାରୁ ବିଭିନ୍ନ ପାର୍ଟି ଫଙ୍ଗସନରେ ନିଜକୁ ଅସ୍ୱାଭାବିକ ମନେ କରିବା ସହ ଏଭଳି କାର୍ଯ୍ୟକ୍ରମଗୁଡିକୁ ଯିବା ଓ କିମ୍ବା…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?  

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି। ଘରେ ହେଉ ବା ରେଷ୍ଟୁରାଣ୍ଟ୍, ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୁଗ ଡାଲି

ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ। ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ତେଣୁ ଡାକ୍ତରମାନେ ଡା଼ଲି ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ…

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ…

ଖରାଦିନେ ପଣସ ଖାଇବା ଠିକ୍‌ ନାଁ ଭୁଲ୍‌ ?

ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । କଞ୍ଚା ଫଳ ଖାଇବା ଠିକ ନାଁ ଭୁଲ ତାହାକୁ ନେଇ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଥାଏ। କାରଣ ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ। ପଣସ ଭଳି କଞ୍ଚା ଫଳ ଗରମ ଏବଂ ଆର୍ଦ୍ର ପରିବେଶରେ ଉତ୍ପାଦିତ ହୋଇଥାଏ। ପଣସକୁ କିଛି ଲୋକ ଖାଇବାକୁ…

କଳା ଅଣ୍ଡା ଖାଇଲେ ବଢିଥାଏ ଆୟୁଷ

ଜାପାନ: ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା । ଜାପାନର ମାଉଣ୍ଟ ହୋକେନ୍‌ରେ…

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି…

ଅଣ୍ଡା ଖୋଳପା ଫୋପାଡ଼ୁଛନ୍ତି କି ? ଘରର ଏହିସବୁ କାମରେ ଆସିପାରେ ଜାଣନ୍ତୁ…..

ଅନେକ ପନିପରିବା ଏବଂ ଫଳ ଅଛି ଯାହାର ଚୋପା ବହୁତ ଉପକାରୀ ହୋଇଥାଏ । ସେହିପରି ଅଣ୍ଡା ଖୋଳପା ମଧ୍ୟ ବେଶ୍‌ ଉପକାରୀ ।  କିନ୍ତୁ ଆପଣ ଭାବୁଥିବେ ଏହି ଅଣ୍ଡା ଖୋଳପା କେଉଁ କାମରେ ଆସିପାରିବ । ଅଣ୍ଡାରେ ପ୍ରୋଟିନ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହି ଅଣ୍ଡା ଖୋଳପା ଘର…