Latest Odisha News

BREAKING NEWS

Browsing Category

ଖାଦ୍ୟ

ମାତ୍ରାଧିକ ଭିଟାମିନ-D ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର କାରଣ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ଭିଟାମିନ-ଡି ଅଭାବ ଯୋଗୁ ଜଟିଳ ଶାରୀରିକ ସମସ୍ୟା ଦେଖାଯାଏ। ଯାହାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ। ମାନବ ଶରୀର ଠିକ ଭାବେ କାମ କରିବା ପାଇଁ ଭିଟାମିନ-ଡି'ର ଆବଶ୍ୟକତା ରହିଛି। କିନ୍ତୁ ଆମ ଜୀବନଶୈଳୀ ଓ ଖରାପ ଅଭ୍ୟାସ ଯୋଗୁ ଶରୀରରେ ଭିଟାମିନ-ଡି ଅଭାବ…

ଆପଣଙ୍କୁ ଭୋକ ହେଉନାହିଁ କି ? ତେବେ ହୋଇଯାଆନ୍ତୁ ସାବଧାନ

ଓଡିଶା ସମ୍ବାଦ ବ୍ୟୁରୋ: ଆମ ଶରୀର ଆମକୁ ଦେଉଥିବା ପ୍ରତ୍ୟେକ ଇଶାରା ଆମପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା ବେଳେ ବେଳେ ଏହା ବହୁତ ବଡ ବଡ ରୋଗର ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ…

ଏହି ସବୁ ଖାଦ୍ୟ କମ୍ କରିବ ଋତୁସ୍ରାବର ଯନ୍ତ୍ରଣା

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ । ଏହି ସମୟରେ ମହିଳାମାନଙ୍କର ମୁଡ୍ ସୁଇଙ୍ଗ ମଧ୍ୟ…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

ଜଟିଳ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଅଁଳା

ସାଧାରଣତଃ ଅନେକ ଲୋକ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଉପରେ ନିର୍ଭର କରି ଦେଶ ଖାଦ୍ୟ ତଥା ସବୁଜ ପନିପରିବା ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଐତିହାସିକ ଯୁଗରୁ ହରିଡ଼ା,ବାହାଡ଼ା ଓ ଅଁଳା କୁ ତ୍ରିଫଳ ର ଆଖ୍ୟା ଦିଆ ହେଇଛି । ଏହି ତ୍ରିଫଳର ବହୁ ଔଷଧୀୟ ଗୁଣ…

ଶରୀର ପାଇଁ ଉପକାରୀ ଛତୁ, ରହିଛି ଅନେକ ପୋଷକ ତତ୍ତ୍ୱ ସହ ଔଷଧୀୟ ଗୁଣ

ଆମେ ସମସ୍ତେ ଜାଣିଛେ ଛତୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ । ମେଦବହୁଳତା ରୋଗିଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ । ଛତୁ ଖାଇବା ଦ୍ୱରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଛତୁରେ ଅନେକ ପୋଷକ ତତ୍ତ୍ୱ ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଛତୁରେ ଅନେକ ମହତ୍ୱପୁର୍ଣ୍ଣ ମିନେରାଲ ଓ…

ଖାଦ୍ୟରେ ସାମିଲ କରନ୍ତୁ ସୋୟାବିନ; ମିଳିବ ଏହି ସବୁ ଫାଇଦା…

ଶରୀର ସୁସ୍ଥ ରଖିବା ପାଇଁ ଅନେକ ପୋଷାକ ତତ୍ୱ ଯୁକ୍ତ ଆହାର ଓ ଭିଟାମିନ ର ଆବଶ୍ୟକତା ରହିଛି l କୌଣସି ଭିଟାମିନ ଶରୀରରେ କମିବା ଦ୍ୱାରl ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ l ସେଥିପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ ସେବନ କରିବା ପାଇଁ କୁହାଯାଇଥାଏ l ପ୍ରୋଟିନ୍ ଡ୍ୟାମେଜ୍ ସେଲ୍ସକୁ…

ଫଳର ରାଜା ଆମ୍ବ : ଜାଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା…

ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି | ଫଳର ରାଜା ଆମ୍ବ । ଖରା ଦିନରେ ଆମ୍ବ କାହାକୁ ବା ଭଲ ନଲାଗେ । ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ପ୍ରାୟତ ଲୋକମାନେ ଆମ୍ବ…

ବର୍ଷାଦିନେ କିପରି ନେବେ ପିଲାଙ୍କ ଯତ୍ନ, ଆସନ୍ତୁ ଜାଣିବା କିଛି ଟିପ୍ସ

ଭୁବନେଶ୍ୱର: ବର୍ଷାରେ ଭିଜିବା ପ୍ରାୟ ସମସ୍ତଙ୍କର ପସନ୍ଦ । କିନ୍ତୁ ଛୋଟ ପିଲାମାନଙ୍କର ଏହା ବୋହୁତ ପସନ୍ଦ । କିନ୍ତୁ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼େ । ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ପରି ସ୍ବାସ୍ଥ୍ୟ…

ଉପକାରି ଫଳ ସପୁରୀ, ଜାଣନ୍ତୁ ଏହାର ଔଷଧୀୟ ଗୁଣ

ବାଡି ବଗିଚାର ରସାଳ ଫଳ ହେଉଛି ସପୁରି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ହେଲେ ଆପଣଙ୍କୁ ଭିଟାମିନ୍‌-ସି ଯୁକ୍ତ ଫଳ ଖାଇବା ନିହାତି ଆବଶ୍ୟକ। ସପୁରିରେ ଏହା ଭରପୁର ମାତ୍ରାରେ ଥିବାରୁ ଶରୀର ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ। ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ…