Latest Odisha News
Browsing Category

ଖାଦ୍ୟ

ତ୍ୱଚାକୁ ଚମକାଏ ଚିନାବାଦାମ, ଜାଣନ୍ତୁ ଏହାକୁ ଖାଇବାର ଉପଯୁକ୍ତ ପ୍ରଣାଳୀ

ଚିନାବାଦାମ ସେବନ ଦ୍ୱାରା ଆମ ତ୍ୱଚାକୁ ଅନେକ ଫାଇଦା ମିଳିଥାଏ । ଚିନାବାଦାମରେ ପୋଟାସିୟମ, ଫାଇବର, ପ୍ରୋଟିନ, ଭିଟାମିନ-ବି, ମ୍ୟାଗ୍ନେସିୟମର ମାତ୍ରା ଭରପୁର ଥାଏ । ଚିନାବାଦାମ ଆମ ତ୍ୱଚାର ସୁନ୍ଦରତା ବଢ଼ାଇବା ସହ ତ୍ୱଚାରେ ଦେଖାଯାଉଥିବା ଅନେକ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ଶରୀରରେ…

ଆପଣ ଖାଦ୍ୟରେ ପାନମଧୁରି ବ୍ୟବହାର କରନ୍ତି କି? ଜାଣନ୍ତୁ କଣ ଏହାର ଉପାଦେୟତା…

ପାନମଧୁରୀ.. ଯିଏ ଖାଇଛି ସିଏ ଜାଣିଛି ତା’ର ମଧୁରତା ।  ସ୍ୱାଦ ଯେମିତି ସୁବାସ ସେମିତି । କେତେ ବେଳେ ଖାଦ୍ୟରେ ତ କେତେବେଳେ ପାନୀୟ ବ୍ୟବହାର କରାଯାଇଥାଏ ପାନମଧୁରୀ । କେତେବଳେ ପୁଣି ମାଉଥଫ୍ରେସ ପାଇଁ ଖୋଜା ପଡିଥାଏ ପାନମଧୁରୀ । ଏମିତି ଲୋକ ଅଛନ୍ତି ଯିଏ  ଦୈନନ୍ଦିନ ଖାଦ୍ୟ ଓ ପାନୀୟରେ…

ଜାମୁକୋଳି ମଞ୍ଜୀରୁ ଦୁର ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଜାଣନ୍ତୁ କିପରି….

ଜାମୁକୋଳି ପ୍ରାୟ ସମସ୍ତଙ୍କ ପ୍ରିୟ ଫଳ । ବର୍ଷା ଋତୁ ଆସିଲେ ରାସ୍ତା କଡ଼ରେ ଦେଖିବାକୁ ମିଳେ ଜାମୁକୋଳିର ପସରା ।  ଏହା ଏକ ଋତୁକାଳୀନ ଫଳ । ଏହି ଋତୁରେ ଜାମୁକୋଳି ପ୍ରଚୁର ପାରିମାଣର ଉପଲବ୍ଧ ଥାଏ । କିନ୍ତୁ ଦେଖାଯାଏ ଯେ ଅନେକ ଲୋକ ଜାମୁକୋଳି ଖାଇବା ପରେ ତାର ମଞ୍ଜିକୁ ଅଦରକାରୀ ଭାବି…

ଆପଣ ଗୁପଚୁପ ଖାଇବାକୁ ଭଲପାଆନ୍ତି କି! ଆମ ଶରୀର ପାଇଁ ଲାଭ ଦାୟକ ଗୁପଚୁପ

ଗୁପଚୁପ , ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ | ଆମ ସମସ୍ତଙ୍କର ଗୁପଚୁପ ପ୍ରତି ଏକ ଦୁର୍ବଳତା ରହିଛି | ରାସ୍ତା କଡରେ ଯେଉଁଠି ଦେଖିବେ ସେଠି ଦେଖିବାକୁ ମିଳିଥାଏ ଗୁପଚୁପର ଠେଲା ଗାଡି । ଆଉ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୁପଚୁପ ସ୍ଵାଦର ମଜା ମନ ଭରି ଉଠାଇ ଥାନ୍ତି ।…

ପେଟ ସମସ୍ୟାରେ ପୀଡ଼ିତ କି ? ତେବେ କରନ୍ତୁ ଏହି ଉପାୟ…

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଅନେକ ଲୋକ ହଜମ ଜନିତ ସମସ୍ୟାର ସମ୍ମୁଖୀନ ହେଇ ଅସୁବିଧାରେ ପଡ଼ିଥାନ୍ତି । ଖାଦ୍ୟ ହଜମ ନହେବା ବର୍ତ୍ତମାନ ଏକ ସାଧାରଣ ସମସ୍ୟା । ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । ସୁସ୍ଥ ଶରୀର ପାଇଁ…

ପୁଷ୍ଟିଶସ୍ୟ ଏବଂ ମଧୁମେହ ନିୟନ୍ତ୍ରଣ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ ଆମ ଜୀବନର ଅତି ଆବଶ୍ୟକୀୟ ଜିନିଷ ଅଟେ । ଏହି କ୍ରମରେ ଖାଦ୍ୟ ସର୍ବ ପ୍ରଥମେ ଆସିଥାଏ । ଅନେକ ଲୋକଙ୍କ ମତରେ ଯେଭଳି ଖାଦ୍ୟ ସେହିଭଳି ଚିନ୍ତାଧାରା ଏବଂ ଚରିତ୍ର । ବିଜ୍ଞାନ ଅନୁଯାୟୀ ଆମ ସ୍ୱାସ୍ଥ୍ୟ, ଆମ ଖାଦ୍ୟ, ପାନୀୟ ତଥା…

ଚୁଡ଼ା ବନାମ ଭାତ: ଏଥି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟକର ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୁଡ଼ା ଭାରତରେ ଖାଉଥିବା ଏକ ପ୍ରିୟ ଜଳଖିଆ। ଏହା ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ ଏବଂ ସକାଳ ଜଳଖିଆ ପାଇଁ ମଧ୍ୟ ସୁସ୍ଥ ବୋଲି ବିବେଚନା କରାଯାଏ। ଅନ୍ୟପଟେ ଭାତକୁ ମଧ୍ୟ ଭାରତୀୟମାନେ ଅଧିକ ପସନ୍ଦ କରନ୍ତି।  ପୋହା ବା ଚୁଡ଼ା ଏବଂ ଭାତ ସମାନ ଧାନରୁ ତିଆରି…

ଲାଉ ଜୁସ୍‌ ପିଉଥିଲେ ସାବଧାନ, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଡାଏଟିସିଆନ୍‌ମାନେ କହିଛନ୍ତି ଯେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସମସ୍ତ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଫଳ-ପନିପରିବା ଜୁସ ରଖିବା ଆବଶ୍ୟକ। ଏହି ଫଳ ଜୁସ୍ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହଜରେ ଯୋଗାଇ ଦିଏ। କେତେକ ଅଧ୍ୟୟନରୁ ଜଣାପଡିଛି…

ଖାଲି ପେଟରେ ପିଅନ୍ତୁ ନାହିଁ ଆପଲ୍ ସାଇଡର୍ ଭିନେଗାର, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ରୋଷେଇ ଘରେ ଆପଲ୍ ସାଇଡର୍ ଭିନେଗାର ରଖନ୍ତି। ଆପଲ୍ ସାଇଡର୍ ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ଅନେକ ରୋଗର ବିପଦକୁ…

ଘୋଳ ଦହି ପେଟକୁ ରଖେ ସୁସ୍ଥ, ଜାଣନ୍ତୁ ସେବନର ସଠିକ ସମୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକେ ଘୋଳ ଦହି ବା ବଟରମିଲ୍କ ପିଇବା ଆରମ୍ଭ କରନ୍ତି। ବାସ୍ତବରେ ଏହା ଏକ ଉତ୍ତମ ପାନୀୟ ଯାହା ଶରୀରକୁ ଥଣ୍ଡା ରଖିବା ସହିତ ଅନେକ ରୋଗ ଭଲ କରିଥାଏ। ଏହାର ବ୍ୟବହାର ଦ୍ୱାରା ଶରୀରରେ ଜଳର ଅଭାବ ଦେଖାଦିଏ ନାହିଁ। ଏହା ବ୍ୟତୀତ ଅନେକ ପୋଷକ…