Latest Odisha News
Browsing Category

ଖାଦ୍ୟ

ହଜମକ୍ରିୟାରେ ସମସ୍ୟା ଦେଖାଯାଉଛି କି ?

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ଗୁଡ଼ ଓ ଚଣା…

ଶୀତୁଆ ପାଗ ହେଲେ ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ । ଚଣାରେ ରହିଛି କାବ୍ରୋହାଇଡ୍ରେଟ, ପ୍ରୋଟିନ, ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ। -ଫାଇବରରେ ଭରପୁର ଚଣା । ଚଣାର ସେବନ…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ଅଧିକ ମିଠା ଖାଉଛନ୍ତି କି ?

ମିଠା ଖାଇବାକୁ କହାକୁ ବା ଭଲ ନ ଲାଗେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ମିଠା । ଯଦି ଆପଣ ମିଠା ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହି ମିଠା ଖାଇବା ଆପଣଙ୍କୁ ବିପଦରେ ପକାଇପାରେ । ଆଉ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ନିକଟରେ ଏକ…

ସ୍ୱାସ୍ଥ୍ୟପାଇଁ ଉପକାରୀ କମଳା….

ଆମ ଶରୀର ପାଇଁ ଉପକାରୀ ହେଉଛି ଫଳ । ସମସ୍ତ ଫଳ ମଧ୍ୟରୁ କମଳା ଅନ୍ୟତମ। ସେଥିପାଇଁ ସମସ୍ତେ କମଳାକୁ ବହୁତ ପସନ୍ଦ କରିଥାଆନ୍ତି । ସକାଳୁ କମଳା ଖାଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । କମଳା ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ପ୍ରକାରର ରୋଗ ଦୂର…

ସାଲାଡରେ ଲୁଣ ପକାଉଛନ୍ତି କି? ଶରୀର ଉପରେ ପଡିପାରେ ଏସବୁ ପ୍ରଭାବ

ଆପଣ ସାଲାଡରେ ଲେମ୍ବୁ ସହିତ ଲୁଣ ମିଶାଇ ଖାଉଛନ୍ତି କି? ଯଦି ହଁ, ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ । କାରଣ ସାଲାଡରେ ଲୁଣ ମିଶାଇଲେ ଯଦିଓ ସ୍ୱାଦ ବଢିଯାଏ, କିନ୍ତୁ ବାସ୍ତବରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କାରଣ ସାଲାଡରେ ଧଳା ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ ସୋଡିୟମର ସ୍ତର…

ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ

ସାଧାରଣତଃ ରସୁଣକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଏଥିସହ ଔଷଧ ରୂପେ ମଧ୍ୟ ଆମ କାମରେ ଆସିଥାଏ ରସୁଣ । ଖାଦ୍ୟ ଖାଇବା ସମୟରେ ରସୁଣ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ରସୁଣ ଆଣ୍ଟି ବାୟୋଟିକ୍‌ ପରି ସଂକ୍ରମଣଠାରୁ ଆମକୁ ଦୂରରେ…

ମୋଟାପଣ ଦୂର କରେ କଳା ଜିରା….

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ କଳା ଜିରା । ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସ୍ୱାସ୍ଥ୍ୟ…