Latest Odisha News

BREAKING NEWS

Browsing Category

ଖାଦ୍ୟ

ଚମତ୍କାରୀ ଭୃଶଙ୍ଗ ପତ୍ରକୁ ଏପରି ବ୍ୟବହାର କରନ୍ତୁ ଦୂର ହୋଇଯିବ କେଶ ସମସ୍ୟା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଚିନ୍ତାର କାରଣ ପାଲଟିଛି କେଶ ଝଡ଼ିବା ସମସ୍ୟା । କେଶ ଝଡ଼ିବା ନେଇ ଆପଣ ଚିନ୍ତିତ ଅଛନ୍ତି କି ! ତେବେ ଆସନ୍ତୁ କିଛି ଉପାୟ ଆପଣେଇଲେ ଆାପଣଙ୍କ କେଶ ଝଡ଼ିବା ଦୂର ହୋଇଯିବ । ଭୃଶଙ୍ଗ ପତ୍ରକୁ ପ୍ରାୟତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ । ଆପଣ ଜାଣିଛନ୍ତି କି…

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି…

ଆପଣ ଅଧିକ ଭାତ ଖାଉଛନ୍ତି କି ! ଶରୀର ଉପରେ ପଡ଼ିପାରେ କୁପ୍ରଭାବ ଜାଣନ୍ତୁ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭାତ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ  । ଭାତ ନ ଖାଇଲେ ଆମର ଦିନ ଭଲରେ କଟିନଥାଏ ବୋଲି ଆମେ ଭାବିଥାଉ  । ସାଧାରଣତଃ ପ୍ରତ୍ୟେକ ଘରେ ଭାତ, ଡାଲି, ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଇଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ…

ବଜାରରେ ବିକ୍ରି ହେଉଥିବା ଗୁଡ ଅସଲି କି ନକଲି ଜାଣିବେ କେମିତି?

ନୂଆଦିଲ୍ଲୀ: ଗୁଡ ଏପରି ଏକ ଜିନିଷ, ଯାହା ପ୍ରାୟ ସମସ୍ତେ ଖାଇଥା’ନ୍ତି। ଶୀତ ଋତୁରେ ଏହାର ବ୍ୟବହାର ଅଧିକ ଥାଏ। ଏବଂ ଏହା ନିଶ୍ଚିତ ଭାବରେ ସମସ୍ତ ଘରେ ବ୍ୟବହାର ହୋଇଥାଏ। ବଜାରରେ ଅନେକ ପ୍ରକାରର ଗୁଡ ବିକ୍ରି ହେଉଛି, କିନ୍ତୁ ବଜାରରେ ଯେତେବେଳେ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବାର…

ଅପମିଶ୍ରିତ ମସଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, କେମିତି ଚିହ୍ନିବେ ଅସଲି ମସଲା ?

ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି। ବେଳେବେଳେ ଏହି…

ନିୟମିତ ଏକ ଚାମଚ ଘିଅ ସେବନ କଲେ ମିଳିଥାଏ ଅନେକ ଲାଭ

ଆପଣ ଦେଶର ଯେକୌଣସି ଘରକୁ ଯାଆନ୍ତୁ, ପ୍ରତ୍ୟେକଙ୍କ ଘରେ ସେମାନଙ୍କ ଭୋଜନରେ ଦେଶୀ ଘିଅ ଥିବା ନିଶ୍ଚିତ। ଦେଶୀ ଘିଅରେ ଗୋଟିଏ ନୁହେଁ ବରଂ ଅନେକ ଗୁଣ ରହିଛି। ଯାହା ଆମ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରେ। ଯଦି ଆପଣ ଦେଶୀ ଘିଆ ଖାଉ ନାହାଁନ୍ତି, ତେବେ ଆଜିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ।…

ଆପଣଙ୍କ ଖାଦ୍ୟରେ ରହିଛି ଅବସାଦ ହେବାର କାରଣ, ଜାଣନ୍ତୁ କ’ଣ ଏହି ସବୁ ଖାଦ୍ୟ…

ଆଜିକାଲି ଅଧିକାଂଶ ଲୋକେ ନିଜ କର୍ମକ୍ଷେତ୍ର, ପରିବାର ଦାୟିତ୍ୱ, ନିଜ ସ୍ୱାସ୍ଥକୁ ନେଇ ଅନେକ ଚାପଗ୍ରସ୍ତ ହୋଇପଡ଼ନ୍ତି। ଆଉ ଏହି ଚାପ ଅଧିକାଂଶ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, ଯାହାକୁ ଚାହିଁଲେ ସୁଦ୍ଧା ଅଣଦେଖା କରିପାରନ୍ତି ନାହିଁ। ଯଦି ସମୟ ଥାଉ ଥାଉ ଏହି ଚାପକୁ କମାଇ ନଦିଆଯାଏ, ତେବେ…