Latest Odisha News

BREAKING NEWS

Browsing Category

ଖାଦ୍ୟ

ତରବର ହୋଇ ଖାଉଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ? ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା…

ଶୀତଦିନେ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ; ଶରୀରକୁ ଭିତରୁ ରଖିବ ଉଷ୍ମ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ଶୀତଋତୁ। ଧୀରେ ଧୀରେ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି। ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଆମେ ଶରୀର ଉଷ୍ମ ରଖିବାକୁ ଗରମ ପୋଷାକ ପରିଧାନ କରନ୍ତି। ମାତ୍ର ଏହା ଶରୀର ପାଇଁ ଯଥେଷ୍ଟ ନୁହେଁ। ଶରୀରକୁ ବାହାରୁ ନୁହେଁ ଭିତରୁ ମଧ୍ୟ ଉଷ୍ମ ରଖିବା ମଧ୍ୟ…

ପ୍ରତିଦିନ କରନ୍ତୁ ଏହି ୫ ଟି ଅଭ୍ୟାସ; ବୟସ ତୁଳନାରେ ଦେଖାଯିବେ ଅଧିକ ସତେଜ

ଭୁବନେଶ୍ୱର: ବୟସ ବଢ଼ିବା ସହ ଏହାର ଛାପ ତ୍ୱଚାରେ ଦେଖାଯାଏ।ମାତ୍ର ଆଜୀବନ ସତେଜ ଦେଖାଯିବା ପାଇଁ ସମସ୍ତେ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ଏପରି ୫…

ଫିଟ ରହିବାକୁ ଚାହୁଁଥିଲେ ସକାଳୁ ଖାଆନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର: ନିରୋଗ ଶରୀର ପାଇଁ ସକାଳ ଖାଦ୍ୟ ପ୍ରୋଟିନଯୁକ୍ତ ହେବା ଜରୁରୀ।ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତି ରଖିବା ପାଇଁ କିମ୍ବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତି ରହିବା ପାଇଁ ବ୍ରେକଫାଷ୍ଟରେ ପ୍ରୋଟିନଯୁକ୍ତ ଖାଇବା ଉଚିତ। ପୁଷ୍ଟିକର ଖାଦ୍ୟ ଆପଣଙ୍କ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।…

ଆଜି ବିଶ୍ୱ ମାଛ ଦିବସ; ଜାଣନ୍ତୁ ମାଛ ଖାଇଲେ ମିଳେ କେଉଁସବୁ ଫାଇଦା..

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ମତ୍ସ୍ୟ ଦିବସ। ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ…

ଖାଲିପେଟରେ ଖାଆନ୍ତୁ ଦୁଇ କୁଳା ରସୁଣ;ମିଳିବ ଏହି ଅଦ୍ଭୁତ ଫଳ

ଭୁବନେଶ୍ୱର ରସୁଣ ଖାଦ୍ୟର ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। କେବଳ ରୋଷେଇ ନୁହେଁ ବରଂ ବିଭିନ୍ନ ରୋଗର ଘରୋଇ ଉପଚାର ମଧ୍ୟ ଏହି ରସୁଣରେ ଲୁଚି ରହିଛି। ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଭଳି ଅନେକ ସମସ୍ୟାର ଉପଚାର ପାଇଁ ନାନାଦି ଉପାୟରେ ଏହାର ସେବନ କରାଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ…

ଶୀତଦିନ ଆରମ୍ଭରୁ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଫଳ; ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ସହ ଆମ ଶରୀରର ରୋଗ ପ୍ରତିରୋଧକ ସ୍ତରକୁ ବଢ଼ାଇବା ପାଇଁ ଆମ ଖାଦ୍ୟରେ ପୁଷ୍ଟିକର ଫଳକୁ ସାମିଲ କରିବା ବହୁତ ଜରୁରୀ। ତେବେ, ଜାଣନ୍ତୁ ଶୀତଦିନେ କେଉଁ ସବୁ ଫଳ ଖାଇବା ଜରୁରୀ। ସେଓ :ସେଓରେ ଫାଇବର, ଭିଟାମିନ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି।…

ଶୀତଦିନେ ହୃଦରୋଗୀ ମାନେ ନିଅନ୍ତୁ ବିଶେଷ ଯତ୍ନ

ଭୁବନେଶ୍ୱର: ଶୀତ ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ।ଏଣୁ ଏହିଦିନରେ ହୃଦ୍‌ରୋଗୀ ମାନେ ବିଶେଷ ଧ୍ୟାନଦେବା ଜରୁରୀ। କିପରି ନେବେ…

ଆତର ଚମତ୍କାରୀ ଔଷଧୀୟ ଗୁଣ; ଭଲ ହୋଇଯିବ ଏହିସବୁ ରୋଗ !

ଭୁବନେଶ୍ୱର: ପାଟିକୁ ଯେମିତି ସୁଆଦିଆ, ଦେହକୁ ସେତିକି ହିତକାରୀ ହୋଇଥାଏ ଆତ। ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳେ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ଅନେକ ପ୍ରକାର ପୋଷକତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇଲେ ଆମ ଶରୀରର ଅନେକ…

ଅମୃତଭଣ୍ଡାରେ ଭରି ରହିଛି ଏହିସବୁ ଅଦ୍ଭୁତ ଚମତ୍କାରୀତା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। କରୋନାର ଏହି ଜଟିଳ ପରିସ୍ଥିତିରେ ଆମ ଶରୀରକୁ ଭିଟାମିନର ଆବଶ୍ୟକତା ଅନେକ ରହିଛି । ଅମୃତଭଣ୍ଡା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ…