Latest Odisha News

BREAKING NEWS

Browsing Category

ଖାଦ୍ୟ

ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ଅନେକଙ୍କ ଘରେ ଚା' ରୁ ଆରମ୍ଭ ହୁଏ ସକାଳ । ଅନେକ ଘରର ଚା'ର ଚାହିଦା ଢେର ଅଧିକା। କିଛି ଲୋକ ତ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ତେବେ ଅନେକ ଲୋକ ସକାଳୁ ଉଠୁ ଉଠୁ ଖାଳିପେଟରେ ଚା ପିଇବା ଆରମ୍ଭ କରି ଦିଅନ୍ତି। ମାତ୍ର…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ସବୁଜ ଲଙ୍କା

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍…

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ। ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ…

ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର: ଆକର୍ଷଣୀୟ ଓ ଫିଟ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଜିର ସମୟରେ ମେଦବହୁଳତା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଆଜିବି କିଛି ଲୋକ ନଜ୍ଜ କମ୍ ଓଜନକୁ ନେଇ ଚିନ୍ତାରେ ରାହିଛନ୍ତି। ତେବେ ଆପଣ ମଧ୍ୟ ଯଦି ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ…

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା, ଜାଣନ୍ତୁ

ଭୁବନେଶ୍ୱର : ଭୋଜନ ପରେ ମିଠା ଖାଇବା କଥା ତ ଆମେ ସମସ୍ତେ ଶୁଣିଥିବା ମାତ୍ର ଏହାର କାରଣ କଣ ଅନେକଙ୍କୁ ଜଣାନଥାଏ । କାହିଁକି ଭୋଜନ ପରେ ମିଠା ଖାଇବା ଦରକାର ଆବଶ୍ୟକ ଆସନ୍ତୁ ଜାଣିବା ଏହାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା…

ଆରମ୍ଭ ହେବ ଇ- କ୍ୟାଟରିଂ ବ୍ୟବସ୍ଥା, ଟ୍ରେନରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ନିଜ ମନପସନ୍ଦର ଖାଦ୍ୟ 

ନୂଆଦିଲ୍ଲୀ : ଫେବୃଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଣ୍ଟରିଂ ସେବା । ଟ୍ରେନରେ ଯାତ୍ରୀ ପୁଣିଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମସ୍ତ ପ୍ରସ୍ତୁତି କରିସାରିଛି ।  ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁ…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ଖାଦ୍ୟରେ ସାମିଲ କରନ୍ତୁ ଏହି ମଞ୍ଜି; ବଢିବ ତ୍ୱଚାର ଚମକ

ଭୁବନେଶ୍ୱର: ନିଜ ତ୍ୱଚାକୁ ଚିକ୍କଣ ଓ ମସୃଣ ରଖିବାକୁ କିଏ କେତେ ଉପାୟ ଅବଲମ୍ବନ କରନ୍ତି। ଅନେକ ପ୍ରକାରର କସମେଟିକ କ୍ରିମ ବ୍ୟବହାର କରନ୍ତି ମାତ୍ର ଯଦି ଆପଣଙ୍କ ଶରୀର ଭିତରୁ ସ୍ବଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ବଚାରେ ଚମକ ଆଣିପାରିବନାହିଁ । ସୁନ୍ଦର ତ୍ବଚା ପାଇଁ ସୁସ୍ଥ…

ତରବର ହୋଇ ଖାଉଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ? ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା…

ଶୀତଦିନେ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ; ଶରୀରକୁ ଭିତରୁ ରଖିବ ଉଷ୍ମ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ଶୀତଋତୁ। ଧୀରେ ଧୀରେ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି। ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଆମେ ଶରୀର ଉଷ୍ମ ରଖିବାକୁ ଗରମ ପୋଷାକ ପରିଧାନ କରନ୍ତି। ମାତ୍ର ଏହା ଶରୀର ପାଇଁ ଯଥେଷ୍ଟ ନୁହେଁ। ଶରୀରକୁ ବାହାରୁ ନୁହେଁ ଭିତରୁ ମଧ୍ୟ ଉଷ୍ମ ରଖିବା ମଧ୍ୟ…