Latest Odisha News

BREAKING NEWS

Browsing Category

ଖାଦ୍ୟ

ଶରୀରର ଇମ୍ୟୁନିଟି ପାୱାର ବଢାଇବ ଏସବୁ ଖାଦ୍ୟ

ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଛି । ତତ୍ ସଙ୍ଗେସଙ୍ଗେ ବର୍ଷା ଋତୁ ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ । ଏଭଳି ସମୟରେ ସମସ୍ତେ ଚାହିଁଥାନ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଲାଗି । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ…

ଅନେକ ସମସ୍ୟାରୁ ମୁକ୍ତି ଦେବ ପାନ ପତ୍ର: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…

ଓଜନ ହ୍ରାସ କରାଇବ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଖଜୁରୀ? ଜାଣନ୍ତୁ

ଭୁବନେଶ୍ୱର: ଶରୀର ପାଇଁ ଡ୍ରାଏ୍ ଫୁଡ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ଆଣି ଦେଇଥାଏ । ଡ୍ରାଏ୍ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫଶଇଦା ମିଳିପାରିବ... ପ୍ରତିଦିନ କିଛି କିଛି ମାତ୍ରାରେ…

କରୋନା ରହିବ ଦୂରରେ: ଏହିସବୁ ଉପାୟ ଦ୍ୱାରା ବଢାନ୍ତୁ ନିଜ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦରକାର ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼ି ଜିତିହେବ। ଏଥିପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆମକୁ ସବୁଦିନ ସକାଳେ ଚ୍ୟୱନପ୍ରାଶ୍ ଓ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ…

ଜାଣନ୍ତୁ, ରଜର ସ୍ୱତନ୍ତ୍ର ଖାଦ୍ୟ ‘ପୋଡ଼ପିଠା’ର ପ୍ରସ୍ତୁତି ବିଧି

ଭୁବନେଶ୍ୱର: ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ଅନ୍ୟପଟେ ରଜ ପର୍ବ…

ଏହି ୫ ଖାଦ୍ୟ ବଢାଇବ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି !

ଭୁବନେଶ୍ୱର: ଖାସ କରି ବର୍ଷା ଓ ଶୀତଋତୁରେ ପିଲାମାନେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା ସାଧାରଣତଃ ଥଣ୍ଡା, ଫ୍ଲୁ, ଗଳା ସଂକ୍ରମଣ ଏବଂ ପେଟ ଜନିତ ସମସ୍ୟା ସହିତ ଜଡିତ ହୋଇଥାଏ। ଯେହେତୁ ପିଲାମାନେ ଅଧିକ ଅସାବଧାନ ଏବଂ ଅଧିକାଂଶ ସମୟରେ ବାହାରେ ଖେଳାଖେଳି କରନ୍ତି, ବେଳେ ବେଳେ…

ଅତ୍ୟଧିକ ଲୁଣ ଖାଉଛନ୍ତି କି? ତାହେଲେ ରୁହନ୍ତୁ ସାବଧାନ !

ଭୁବନେଶ୍ୱର: କୁହାଯାଏ ଲୁଣ ବିନା ଖାଦ୍ୟର ସ୍ବାଦ ଅଧା ରହିଯାଏ। ଯେତେ ଭଲରେ ଆପଣ ଖାଦ୍ୟକୁ ରୋଷେଇ କରନ୍ତୁ ନା କାହିଁକି ଲୁଣ ନଥିଲେ ସବୁ ବ୍ୟଞ୍ଜନ ଏକପ୍ରକାର ବେସୁଆଦିଆ ଲାଗିଥାଏ। ହେଲେ ଜାଣିଛନ୍ତି କି ଆମ ଦୈନିକ ଖାଦ୍ୟରେ ଲୁଣର ପରିମାଣ ଆଵଶ୍ୟକତା ଠାରୁ ଅଧିକ ହେଇଗଲେ ତାହା ମଧ୍ୟ ବିପଦର…