Latest Odisha News

BREAKING NEWS

Browsing Category

ଖାଦ୍ୟ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା…

ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଦ୍ରବ୍ୟ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୨ରୁ ଅଧିକ ଦେଶକୁ ବ୍ୟାପୁଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ…

ହଳଦୀଗୁଣ୍ଡରୁ ଭରପୁର ରୋଗ ପ୍ରତିରୋଧକ ଶକ୍ତି ପାଆନ୍ତୁ; କରୋନା ମହାମାରୀ ସହ ଲଢନ୍ତୁ…

ଭୁବନେଶ୍ୱର: ଭାରତୀୟ ଚିକିତ୍ସାଶାସ୍ତ୍ର ଏବଂ ଆୟୁର୍ବେଦରେ ହଳଦୀକୁ ବେଶ୍ ଗୁରତ୍ୱ ଦିଆଯାଇଛି । ସାଧାରଣତଃ ରୋଷେଇରେ ହିଁ ଆମେ ଅଧିକ ଭାବେ ହଳଦୀକୁ ବ୍ୟବହାର କରିଥାଉ । ସମସ୍ତ ଭାରତୀୟ ତରକାରୀରେ ହଳଦୀକୁ ବ୍ୟବହାର କରିଥାଆନ୍ତି । ତେଣୁ ହଳଦୀକୁ ଏକ ପ୍ରଧାନ ମସଲା ଭାବେ ଭାରତୀୟ ଗୁରୁତ୍ୱ ମଧ୍ୟ…

ବିଶ୍ୱ ପଖାଳ ଦିବସ: ପଖାଳର ଅଦ୍ଭୁତ ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । କି ଧନୀ କି ଗରିବ କୋଟି କୋଟି ଓଡ଼ିଆ ଏହି ପଖାଳ ପ୍ରେମରେ ବାୟା ।ଓଡିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତମ ।…

ସୁସ୍ଥ କିଡନୀ ଲାଗି ଖାଆନ୍ତୁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳିତ କରାଯାଇଥାଏ । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା…

ସୋଆରେ ଉଦ୍‌ଘାଟିତ ହେଲା ଫୁଡକୋର୍ଟ ‘ଫୁଡକୋଲଜିୟମ’

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ ‘ଫୁଡକୋଲଜିୟମ’ ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଯାଇଛି । ସୋଆର ଉପସଭାପତି ଶାଶ୍ୱତୀ ଦାସ ଏହି ଫୁଡ କୋର୍ଟକୁ ଆନୁଷ୍ଠାନିକ ଭାବେ…

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ଏହି ପଂଚାୟତର ବନ୍ଧମୁଣ୍ଡି,…

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା । ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି…

ବଳକା ଖାଦ୍ୟକୁ ଗରମ କରି ଖାଉଥିଲେ ହୋଇଯା’ନ୍ତୁ ସାବଧନ !

ଭୁବନେଶ୍ୱର: କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାର ସମୟ ଅଭାବ ବା ଅଧିକ ଖାଦ୍ୟ ବଳକା ରହିଯିବାରୁ ଆମେମାନେ ସେହି ଖାଦ୍ୟକୁ ଫ୍ରିଜରେ ରଖିଦେଉ । ପରେ ପୁଣି ଥରେ ଏହାକୁ ଗରମ କରି ଖାଇଥାଉ। ଦୈନନ୍ଦିନ ଜୀବନରେ ଏହା ଏକ ଅଭ୍ୟାସ ରୂପ ପରିଣତ ହୋଇଗଲାଣି । ତେବେ କଣ ଆପଣ…

ଜାଣନ୍ତୁ, କିପରି ସନ୍ତୁଳିତ ରଖିବେ ହେମୋଗ୍ଲୋବିନର ମାତ୍ରା

ଶରୀରରେ ହେମୋଗ୍ଲୋବିନର ଭାଗ ପର୍ଯ୍ୟାପ୍ତ ମାତ୍ରାରେ ରହିବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ମତ ଅନୁସାରେ ହେମୋଗ୍ଲୋବିନର ମାତ୍ରା ଶରୀରରେ ସଠିକ ଭାବେ ରହିଲେ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଆଦି ମୁଖ୍ୟ ଅଙ୍ଗ ଗୁଡିକ ଉତ୍ତମ ଭାବରେ କାମ କରିଥାଏ । ହେମୋଗ୍ଲୋବିନର ମାତ୍ରା କମ୍ ହେଲେ…