Latest Odisha News

BREAKING NEWS

Browsing Category

ଖାଦ୍ୟ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ବାସି ଭାତ !

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଖାଦ୍ୟ ଖଇଥାଉ । ଆମ ଦେଶର ଅଧିକାଂଶ ଲୋକ ପ୍ରାୟ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୂପେ ଖାଇଥାନ୍ତି । ଏପରକି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଦଳୀ ପତ୍ର ଭୋଜନ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ୱର: ଆଜିର ସମୟରେ ଭୋଜନ କରିବା ପାଇଁ ଷ୍ଟିଲ ନହେଲେ ପ୍ଲାଷ୍ଟିକ ଥାଳିର ବ୍ୟବହାର କରୁଛନ୍ତି । ଏବେ ସବୁ ଷ୍ଟିଲ ବାସନର ଅଧିକ ଚାହିଦା । କିନ୍ତୁ ପୂର୍ବରୁ ପତ୍ରର ବହୁଳ ବ୍ୟବହାର କରାଯାଉଥିଲା । ବିଭିନ୍ନ ପ୍ରକାରର ପତ୍ରରେ ଥାଳି ତିଆରି କରାଯାଇ ସେଥିରେ ଲୋକେ ଖାଦ୍ୟ ଖାଉଥିଲେ ।…

ଚିନି ଖାଇବାକୁ ମନା ହୋଇଥିଲେ ଆପଣାନ୍ତୁ ଏହିସବୁ ପ୍ରାକୃତିକ ବିକଳ୍ପ

ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ଅତିବାହିତ କରିବା ପାଇଁ ଆଜିର ଯୁବପିଢି ଅନେକ ଖାଦ୍ୟପେୟ ଠାରୁ ଦୂରେଇ ରହୁଛନ୍ତି । ତାହା ମଧ୍ୟରୁ ଚିନି ଅନ୍ୟତମ । ମିଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ବାଧ୍ୟ ହୋଇ ଦୁରେଇ ରହିବାକୁ ପଡୁଛି । ତେବେ ଆମେ ଆଜି ଆପଣଙ୍କୁ…

ଆପଣ ଖାଉଥିବା ଧଳା ଓ ମାଟିଆ ଅଣ୍ଡା ମଧ୍ୟରେ ଫରକ ଜାଣନ୍ତୁ

ଭୁବନେଶ୍ୱର: ଅଣ୍ଡା ଖାଇବାକୁ ଯେତିକି ସୁଆଦିଆ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ନୟମିତ ଅଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ମଜବୁତ କରିଥାଏ। ଯେମିତି ଶରୀରକୁ ସୁସ୍ଥ ରଖିବା ପାଇଁ ପନିପରିବା ଖାଇବା ଆବଶ୍ୟକ ସେହିଭଳି…

ଆପଣ ବ୍ୟବହାର କରୁଥିବା ଅଟା ନକଲି ନୁହେଁ ତ, ଜାଣନ୍ତୁ ଏହି ସରଳ ଉପାୟରେ…

ଭୁବନେଶ୍ୱର: ଖାଦ୍ୟପଦାର୍ଥର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କେଉଁଠି ଚାଉଳ ନକଲି, ଆଉ କେଉଁଠି ଅଣ୍ଡା ନକଲି । ବାରମ୍ବାର ଗଣମାଧ୍ୟମରେ ଖାଦ୍ୟର ଅଶୁଦ୍ଧତା ନେଇ ପ୍ରଶ୍ନ ଉଠୁଛି । ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠୁଛୁ ଆମେ ଖାଉଥିବା ଏହି ଅଟା ଅସଲି କିମ୍ବା ନକଲି ଜାଣିବା କିପରି?…

ଦୃଷ୍ଟିଶକ୍ତି କମ୍ ହୋଇ ଯାଇଥିଲେ ଆଜିଠୁଁ ଖାଇବା ଆରମ୍ଭ କରନ୍ତୁ ଏହି ପରିବା !

ଭୁବନେଶ୍ୱର: ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମ୍ ହୋଇଯାଇଥିବା ଆପଣ ଅନୁଭବ କରୁଛନ୍ତି, ତେବେ ଆଦୋୖ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପାରିବା ସମ୍ପର୍କରେ କହିବୁ ଯାହାକୁ ନିୟମିତ ସେବନ ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଠିକ ହୋଇଯିବ । ଗାଜର ଶରୀର ପାଇଁ ବେଶ୍‌…

ଆଜମା ଭଲ କରିବ କନ୍ଦମୂଳ !

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ହିଁ ନାନାଦି ରୋଗର ମୂଖ୍ୟ କାରଣ ସାଜିଛି । ଯାହାର ପ୍ରତିକାର ମଧ୍ୟ ଏଯାଏଁ ମିଳି ପାରୁନାହିଁ ଆମେ ଯଦି ଆପଣଙ୍କୁ ଆଜ୍ମା ଭଳି ଏକ ମାରାତ୍ମକ ରୋଗ ରୋଗର ଔଷଧ ଆପଣଙ୍କ ରୋଷେଇ ଘରେ ଅଛି ... ଆଜ୍ମା ଭକକରିବ କନ୍ଦମୂଳ: କନ୍ଦମୂଳରେ ଫାଇବର୍‌,…

ଦୁଇଦିନିଆ ଜାତୀୟ କର୍ମଶାଳା ଓ ଖାଦ୍ୟମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ୨୧ଟି କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ ତଥା ନିଜ ବର୍ଗର ଏକ ଉତ୍କୃଷ୍ଟ ଶିକ୍ଷା ସଂସ୍ଥାନ । ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତ…

ଭୁଲରେ ବି ତମ୍ବା ପାତ୍ରରେ ରଖନ୍ତୁ ନାହିଁ ଏହିସବୁ ଖାଦ୍ୟ, ହୋଇଯିବ ବିଷାକ୍ତ !

ଭୁବନେଶ୍ୱର: ତମ୍ବା ପାତ୍ର କିମ୍ବା ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ଲାଭ ହୋଇଥାଏ । କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହା ତମ୍ବା ପାତ୍ରରେ ରଖି ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟକୁ ତମ୍ବା ପଦାର୍ଥରେ ରଖି ଖାଇବା ଉଚିତ…

ଓଜନ ହ୍ରାସ କରିବ ଘିଅ !

ଭୁବନେଶ୍ୱର: ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀ ଦ୍ୱାରା ଶରୀର ସୁସ୍ଥ ରହିଥାଏ। ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନକୁ ନିଜର ଯତ୍ନ ନେବା ସତେ ଯେପରି ମନରୁ ପାସୋରି ଗଲାଣି । ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌ ଖାଇବାକୁ ଯୁବପିଢୀ ବେଶି ପସନ୍ଦ କରୁଛନ୍ତି,…