Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆଜି ବିଶ୍ୱ ମାଛ ଦିବସ; ଜାଣନ୍ତୁ ମାଛ ଖାଇଲେ ମିଳେ କେଉଁସବୁ ଫାଇଦା..

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ମତ୍ସ୍ୟ ଦିବସ। ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ…

ଖାଲିପେଟରେ ଖାଆନ୍ତୁ ଦୁଇ କୁଳା ରସୁଣ;ମିଳିବ ଏହି ଅଦ୍ଭୁତ ଫଳ

ଭୁବନେଶ୍ୱର ରସୁଣ ଖାଦ୍ୟର ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। କେବଳ ରୋଷେଇ ନୁହେଁ ବରଂ ବିଭିନ୍ନ ରୋଗର ଘରୋଇ ଉପଚାର ମଧ୍ୟ ଏହି ରସୁଣରେ ଲୁଚି ରହିଛି। ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଭଳି ଅନେକ ସମସ୍ୟାର ଉପଚାର ପାଇଁ ନାନାଦି ଉପାୟରେ ଏହାର ସେବନ କରାଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ…

ଶୀତଦିନ ଆରମ୍ଭରୁ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଫଳ; ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ସହ ଆମ ଶରୀରର ରୋଗ ପ୍ରତିରୋଧକ ସ୍ତରକୁ ବଢ଼ାଇବା ପାଇଁ ଆମ ଖାଦ୍ୟରେ ପୁଷ୍ଟିକର ଫଳକୁ ସାମିଲ କରିବା ବହୁତ ଜରୁରୀ। ତେବେ, ଜାଣନ୍ତୁ ଶୀତଦିନେ କେଉଁ ସବୁ ଫଳ ଖାଇବା ଜରୁରୀ। ସେଓ :ସେଓରେ ଫାଇବର, ଭିଟାମିନ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି।…

କିପରି ପାଇବେ ଗ୍ୟାସ ସମସ୍ୟାରୁ ମୁକ୍ତି…

ଭୁବନେଶ୍ୱର:ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ। ଲକ୍ଷଣ: ପେଟରେ ଗ୍ୟାସ୍‌ ହେଲେ ସାଧାରଣତଃ ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ। ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।ଭୋକ…

ଶୀତ ଋତୁ ଆରମ୍ଭରୁ ନିଅନ୍ତୁ ନିଜ ପାଦର ଯତ୍ନ

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଦେହ ହାତ ଶୁଷ୍କ ହୋଇଯାଏ। ଦେହହାତ ସହ ଅନେକଙ୍କର ଗୋଇଠି ମଧ୍ୟ ଫାଟିଯାଏ। ଏହାଦ୍ୱାରା ଚାଲିବା ବେଳେ ଦରଜ ହେବା ସହ ରକ୍ତ ମଧ୍ୟ ବାହାରିଥାଏ। ତେବେ ଶୀତ ଆରମ୍ଭରୁ ପାଦର ଯତ୍ନ ନେଲେ ଏଭଳି ସମସ୍ୟା ଉପୁଜେ ନାହିଁ। ସାଧାରଣତଃ ଶୀତଦିନେ…

“ବାଇପୋଲାର ଡିଜଅଡର” କ’ଣ, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: "ବାଇପୋଲାର ଡିଜଅଡର" ବାଇପୋଲାର ଆଫେକ୍ଟିଭ ଡିଜଅଡର ।ଏହା ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତାଓ ତୀବ୍ର ଅବସାଦଦେଖାଯାଏ । ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ…

ଶୀତଦିନେ ହୃଦରୋଗୀ ମାନେ ନିଅନ୍ତୁ ବିଶେଷ ଯତ୍ନ

ଭୁବନେଶ୍ୱର: ଶୀତ ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ।ଏଣୁ ଏହିଦିନରେ ହୃଦ୍‌ରୋଗୀ ମାନେ ବିଶେଷ ଧ୍ୟାନଦେବା ଜରୁରୀ। କିପରି ନେବେ…

ପାତାଳ ଗରୁଡ଼ ଗଛର ବିଶେଷତ୍ୱ, ଜାଣନ୍ତୁ

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଯେ ଆଜି ପର୍ଯ୍ୟନ୍ତ ସର୍ପଗନ୍ଧା (ପାତାଳଗରୁଡ) ଏହାର ବହୁମୂଖୀ ପ୍ରଭାବଶାଳୀ ଔଷଧୀୟ ବିଶେଷତ୍ଵ ଯୋଗୁଁ କେତେକ ଅତି ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି  । ମୁଖ୍ୟତଃ ଉଚ୍ଚ ରକ୍ତଚାପ, ଅନିଦ୍ରା ରୋଗ ଏବଂ ଅନେକ ମାନସିକ ରୋଗର ଚିକିତ୍ସା…

ପରିମଳ ସ୍ଥିତି ଖରାପ ଥିବା ଦେଶରେ କରୋନା ମୃତ୍ୟୁହାର କମ୍‌; ସିଏସ୍‌ଆଇଆର୍‌

ନୂଆଦିଲ୍ଲୀ: ଭାରତୀୟ ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଯେଉଁ ଦେଶରେ ପରିମଳ ପରିସ୍ଥିତି ଖରାପ ଏବଂ ଜଳ ଯୋଗାଣର ଗୁଣବତ୍ତା ଅଧିକ ଭଲ ନୁହେଁ, ସେଠାରେ ଧନୀ ଦେଶମାନଙ୍କ ତୁଳନାରେ କୋଭିଡ -୧୯ ମୃତ୍ୟୁ ହାର କମ୍। ତେବେ ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହାର ଅର୍ଥ…

ପ୍ରାକୃତିକ ଉପାୟରେ ନିଜ ଓଠକୁ କିପରି କରିବେ ଲାଲ୍, ଜାଣନ୍ତୁ

ଭୁବନେଶ୍ୱର: ଶରୀର ସୂକ୍ଷ୍ମ ତ୍ୱଚା ମଧ୍ୟରୁ ଓଠ ଅନ୍ୟତମ। ତେବେ ଓଠରେ ଚମଡାର ପରସ୍ତ ବହୁତ ପତଳା ହୋଇଥାଏ। ତେଣୁ ରକ୍ତର ଗୋଲାପୀ ରଙ୍ଗ ଓଠରେ ଅତି ସହଜରେ ବାରି ହୋଇ ପଡେ। ତେବେ ଆମେ ଅପ୍ରାକୃତିକ କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ଏହାର ପ୍ରାକୃତିକ ରଙ୍ଗକୁ ନଷ୍ଟ କରି ଦେଇଥାଉ।…