Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା,ଯାଇଥାଏ। ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏଥି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ…

ଯୁଗଶ୍ରୀ ଯୁଗନାରୀ ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର : ବାଲେଶ୍ୱରର ଚୂନଭାଟି ସ୍ଥିତ ତଳସାହିରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ…

ହୃଦରୋଗରୁ ରକ୍ଷା କରିବ ଅର୍ଜ୍ଜୁନ ଗଛର ଛାଲି

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଶୈଳୀ ମଧ୍ୟରେ ନିଜର ଯତ୍ନ ନେବା କଷ୍ଟକର ହୋଇ ପଡୁଛି। ଯାହାର କାରଣରୁ ଛୋଟ ବୟସରୁ ଅନେକ ବଡ଼ ରୋଗର ଶିକାର ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳଯେ ବୟସ୍କ ଲୋକ ହୃଦ୍ ରୋଗରେ ଆକ୍ରାନ୍ତ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ସବୁଜ ଲଙ୍କା

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍…

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ। ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ…

ନୀତିଦିନ କରନ୍ତୁ ଧନୁରାସନ; ମିଳିବ ଏହି ଫାଇଦା

ଭୁବନେଶ୍ୱର: କଥାରେ ଅଛି ଯୋଗ କଲେ ଶରୀର ନିରୋଗ ରହେ। ଆମେ ଆଜି ଆପଣଙ୍କୁ ଏପରି ଏକ ଯୋଗାସନ ସମ୍ପର୍କରେ କହିବୁ ଯାହା କଲେ ଆପଣଙ୍କ ମେରୁଦଣ୍ଡ ଏକଦମ ସୁସ୍ଥ ରହିବ। ଏହାସହ ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ…

ସ୍ବାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା, ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ, ୧୨…

ମହାରାଷ୍ଟ୍ର: ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ । ମହାରାଷ୍ଟ୍ରର ୟାଭତମାଲରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଘାତିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର…

ମାନସିକ ସ୍ୱାସ୍ଥ୍ୟ କ’ଣ? କାହିଁକି ଉପୁଜେ ମାନସିକ ସମସ୍ୟା, ଜାଣନ୍ତୁ

ଭୁବନେଶ୍ୱର: ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସଂଜ୍ଞା ଅନୁସାରେ ସ୍ୱାସ୍ଥ୍ୟ ହେଉଛି ଶାରୀରିକ ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ପ୍ରସନ୍ନତାର ସ୍ଥିତି ଓ କେବଳ ରୋଗର ଅଭାବ ନୁହେଁ । ଡବଲୁଏଚଓ ଯେଉଁ ସଂଜ୍ଞା ପ୍ରଦାନ କରିଛି, ସେ ଅନୁସାରେ ମାନସିକ ସ୍ଵାସ୍ଥ୍ୟ ହେଉଛି ମାନସିକ ପ୍ରସନ୍ନତା ଯେଉଁଥିରେ…

ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର: ଆକର୍ଷଣୀୟ ଓ ଫିଟ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଜିର ସମୟରେ ମେଦବହୁଳତା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଆଜିବି କିଛି ଲୋକ ନଜ୍ଜ କମ୍ ଓଜନକୁ ନେଇ ଚିନ୍ତାରେ ରାହିଛନ୍ତି। ତେବେ ଆପଣ ମଧ୍ୟ ଯଦି ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ…

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା, ଜାଣନ୍ତୁ

ଭୁବନେଶ୍ୱର : ଭୋଜନ ପରେ ମିଠା ଖାଇବା କଥା ତ ଆମେ ସମସ୍ତେ ଶୁଣିଥିବା ମାତ୍ର ଏହାର କାରଣ କଣ ଅନେକଙ୍କୁ ଜଣାନଥାଏ । କାହିଁକି ଭୋଜନ ପରେ ମିଠା ଖାଇବା ଦରକାର ଆବଶ୍ୟକ ଆସନ୍ତୁ ଜାଣିବା ଏହାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା…