Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କ’ଣ ଆପଣ ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି, ଜାଣନ୍ତୁ ଏହିସବୁ ଲକ୍ଷଣରୁ

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ତଥା କାମର ଚାପ ଅନେକ ଲୋକଙ୍କୁ ଡିପ୍ରେସନ ବା ଅବସାଦ ମଧ୍ୟକୁ ଟାଣି ନେଉଛି । ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା ।…

ଅନେକ ରୋଗରୁ ଉପଶମ ଦେବ ନଡ଼ିଆ ପାଣି..

ଭୁବନେଶ୍ୱର: ବହୁ ଗୁଣର ଅଧିକାରୀ ନଡ଼ିଆ । ଏହାର ପାଣି ଆମ ଶରୀର ପାଇଁ ବେଶ୍ ହିତକାରକ। ନଡ଼ିଆ ପାଣିରେ ଅନେକ ପରିମାଣରେ ଖଣିଜ ଲବଣ ରହିଥାଏ। ଏହା ପିଇଲେ ଆମ  ଶରୀରକୁ ଅନେକ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍…

ଷ୍ଟ୍ରୋକ କଣ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା

ଭୁବନେଶ୍ୱର: ଏହି ଅବସ୍ଥା ସାଧାରଣ ବୟସ୍କ ବ୍ୟକ୍ତି, ଉଚ୍ଚ ରକ୍ତଚାପ ଥିବା ରୋଗୀ ଏବଂ ଦୁର୍ଘଟଣାରେ ଆଘାତ ହୋଇଥିବା ବ୍ୟକ୍ତିମାନଙ୍କଠାରେ ଦେଖାଯାଇଥାଏ । ମସ୍ତିଷ୍କକୁ ରକ୍ତ ପ୍ରଦାନ କରୁଥିବା ନଳୀ ଅବରୁଦ୍ଧ ହୋଇ କିମ୍ବା ଫାଟିଯାଇ ମସ୍ତିଷ୍କର ଷ୍ଟ୍ରୋକ ଅବସ୍ଥା ସୃଷ୍ଟି କରିଥାଏ । ଏହା ଏକ…

ବଜ୍ରପାତ ସମୟରେ କଣ କରିବା ଉଚିତ୍, ଜାଣିଛନ୍ତି କି?

ଭୁବନେଶ୍ୱର: ବର୍ଷାଦିନେ ବଜ୍ରପାତ ବା ଘଡଘଡି ହେବା ଅତି ସ୍ୱାଭାବିକ ଅଟେ । ବଜ୍ରପାତର ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ । ଏହିଦିନରେ ବିଲବାଡ଼ି କାମ ବହୁତ ହୋଇଥାଏ । ଚାଷୀମାନେ ବର୍ଷା ପାଣି ସମୟରେ ବିଲରେ ଥାନ୍ତି । ତେବେ ଏଭଳି ଖୋଲା ପଡ଼ିଆରେ ଅଧିକାଂଶ ସମୟ ଚାଷୀ ମାନେ…

କାହିଁକି ଚିଡିଚିଡା ହୁଅନ୍ତି ଛୋଟ ପିଲା, ଜାଣନ୍ତୁ

ଭୁବନେଶ୍ୱର: କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ । ବେଳେବେଳେ କିଛି ପିଲା କଥା କଥାକେଚିଡିଯାଆନ୍ତି । ସମୟକ୍ରମେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଥାଏ । ନିକଟରେ ଏ ସମ୍ପର୍କରେ ହୋଇଥିବା ଗବେଷଣାରୁ ଆମେରିକୀୟ ବିଶେଷଜ୍ଞ ମାନେ ଏକ ନୂଆ ତଥ୍ୟ ଖୋଜିପାଇଛନ୍ତି ।…

କାର୍ଯ୍ୟକ୍ଷେତ୍ରରେ ପ୍ରଥମଦିନ ପାଇଁ ଚିନ୍ତିତ କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ପ୍ରଥମ ଦିନ କିପରି କଟିବ ସେଥିପାଇଁ ଅନେକ ଚିନ୍ତିତ ଥାଆନ୍ତି। କୁହାଯାଏ "ଫାଷ୍ଟ ଇଂପ୍ରେସନ ଇଜ ଲାଷ୍ଟ ଇଂପ୍ରେସନ"। ତେବେ ଆପଣ ମଧ୍ୟ ଯଦି ଆପଣଙ୍କ ପ୍ରଥମ ଇଂପ୍ରେସନକୁ ନେଇ ଚିନ୍ତିତ ତେବେ ଆମର ଏହି ପୋଷ୍ଟ ଟି ଆପଣଙ୍କ ପାଇଁ । ନୂଆ କମ୍ପାନୀରେ ଯୋଗ ଦେବା…

ନିମ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ..

ଭୁବନେଶ୍ୱର: ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । ଏକ ମୁଠା ନିମ ଫୁଲକୁ…

କିଭଳି ପାଇବେ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ…

ଭୁବନେଶ୍ୱର: ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହୃଦରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା…

ଯାତ୍ରା ସମୟରେ ବାନ୍ତି ଲାଗୁଛି କି; ଜାଣନ୍ତୁ କିପରି ପାଇବେ ମୁକ୍ତି

ଭୁବନେଶ୍ୱର: ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ । ଘରୋଇ ଉପଚାର…

କିପରି କରିବେ ମାନସିକ ଚାପର ମୁକାବିଲା

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପ୍ରତ୍ୟେକ ଦିନ ମାନସିକ ଚାପରେ ସମ୍ମୁଖୀନ ହେଉଛି । ତେବେ ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ନହୋଇ ସହାୟକ ହୋଇଥାଏ । ଏହା ଦ୍ଵାରା ମନୁଷ୍ୟର କାର୍ଯ୍ୟ ଦକ୍ଷତା ବୃଦ୍ଧି   ପାଇଥାଏ । ଆମ ଦେଶରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଲୋକଙ୍କ…