Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ପ୍ରାକୃତିକ ଉପାୟରେ ନିଜ ଓଠକୁ କିପରି କରିବେ ଲାଲ୍, ଜାଣନ୍ତୁ

ଭୁବନେଶ୍ୱର: ଶରୀର ସୂକ୍ଷ୍ମ ତ୍ୱଚା ମଧ୍ୟରୁ ଓଠ ଅନ୍ୟତମ। ତେବେ ଓଠରେ ଚମଡାର ପରସ୍ତ ବହୁତ ପତଳା ହୋଇଥାଏ। ତେଣୁ ରକ୍ତର ଗୋଲାପୀ ରଙ୍ଗ ଓଠରେ ଅତି ସହଜରେ ବାରି ହୋଇ ପଡେ। ତେବେ ଆମେ ଅପ୍ରାକୃତିକ କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ଏହାର ପ୍ରାକୃତିକ ରଙ୍ଗକୁ ନଷ୍ଟ କରି ଦେଇଥାଉ।…

ପାଟିକୁ ଯେତିକି ପିତା ଦେହ ପାଇଁ ସେତିକି ହିତକାରକ ‘ନିମ୍ବ’, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଆମ ଚାରି ପାଖରେ ଅନେକ ଔଷଧୀୟ ଗଛ ରହିଛି । କିଛିଙ୍କ ସମ୍ପର୍କରେ ଆମେ ଜାଣିଥିବା ବେଳେ ଆଉ କିଛିଙ୍କ ସମ୍ପର୍କରେ ଆମେ ଜାଣନ୍ତି ନାହିଁ । ତେବେ ହୁଏତ ଆମେ ସମସ୍ତେ ନିମ୍ବ ସମ୍ପର୍କରେ ଜାଣିଥିବା । ଏହି ବୃକ୍ଷର ଫଳ , ଫୁଲ ,ଚେର ,ଛେଲି ସବୁଥିରେ ଭାରି ରହିଛି ଔଷଧୀୟ ଗୁଣ।…

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଖାଦ୍ୟ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ ରହିବା, ସାମାଜିକ ଦୂରତା ବଜାୟ ଏବଂ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ତେବେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କ’ଣ କରିବେ ଜାଣନ୍ତୁ... ହଳଦୀ-…

ଆପଣଙ୍କ ଆଖପାଖରେ ଅଛନ୍ତି କି ସ୍କିଜୋଫ୍ରେନିଆ ରୋଗୀ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର

ଭୁବନେଶ୍ୱର: ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ । ଫଳରେ ରୋଗୀ ଚିନ୍ତାଭାବନା ଅନୁଭବ ଓ କାର୍ଯ୍ୟକଳାପରେ ପ୍ରକାଶ ପାଏ ଅସ୍ଵାଭାବିକତା ।ଏଭଳି ରୋଗୀମାନେ କେଉଁଟା ବାସ୍ତବ ଓ କେଉଁଟା କାଳ୍ପନିକ, ଏହାର ବାଛବିଚାର କରିପାରନ୍ତି ନାହିଁ।…

ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଧ୍ୟାନ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମଉନା ରହିବା । "ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରହିଯାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି…

ଖାଲି ପେଟରେ ପାଣି ପିଇବାର ଅଦ୍ଭୁତ ଚାମତ୍କାରିତା, ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ଓ ସବୁ ଋତୁରେ ସକାଳେ ମୁଁହା ଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ ରାତିରେ ଆମେ ଶୋଇବା ପରେ ଶରୀରର ସମସ୍ତ କ୍ରିୟା ଶିଥୁଳ ହୋଇଯାଇଥାଏ; କିନ୍ତୁ ଶରୀରର ଲାଳ ପ୍ରସ୍ତୁତ ହେବା ପ୍ରକ୍ରିୟା ଚାଲୁରହିଥାଏ। ମୁଖ ଭିତରେ ଥିବା…

ଜୀବନ ସାରା ଜାରି ରଖନ୍ତୁ ପିଲାଦିନର ଏହି ଖେଳ; ଫିଟ ରହିବ ଶରୀର

ଭୁବନେଶ୍ୱର: ପିଲାଦିନେ ଆମେ ଅନେକ ଖେଳ ଖେଳିଥାଉ। ବୋହୁଚୋରି ଠାରୁ ଆରମ୍ଭ କରି ଚୋରପୋଲିସ, ଲୁଚକାଳି, ଦଉଡି ଡ଼ିଆଁ ଆହୁରି କେତେ କ'ଣ । ତେବେ ପିଲାଦିନର ଅନେକ ଖେଳକୁ ଯଦି ଆମେ ସାରା ଜୀବନ ଚାଲୁ ରଖିବା ତେବେ ଏହା ଆମ ଶରୀରକୁ ଫିଟ ରଖିବା ରେ ସାହାଯ୍ୟ କରିବ। ସେହିଭଳି ଏକ ଖେଳ ହେଉଛି…

‘ଯୋଗ’ ଶବ୍ଦର ପ୍ରକୃତ ସଂଜ୍ଞା କ’ଣ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମନରେ ଭାସିଉଠେ । ଅଧିକାଂଶ ବ୍ୟକ୍ତି ଭାବନ୍ତି ଯୋଗ ହେଉଛି କେତୋଟି ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ । କିନ୍ତୁ ଯୋଗାଭ୍ୟାସ ଏତିକିରେ…

ଆତର ଚମତ୍କାରୀ ଔଷଧୀୟ ଗୁଣ; ଭଲ ହୋଇଯିବ ଏହିସବୁ ରୋଗ !

ଭୁବନେଶ୍ୱର: ପାଟିକୁ ଯେମିତି ସୁଆଦିଆ, ଦେହକୁ ସେତିକି ହିତକାରୀ ହୋଇଥାଏ ଆତ। ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳେ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ଅନେକ ପ୍ରକାର ପୋଷକତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇଲେ ଆମ ଶରୀରର ଅନେକ…

କାହିଁକି ଅଣ୍ଡାକୁ ସୁପର୍‌ଫୁଡ୍‌ କୁହାଯାଏ?

କୁହାଯାଏ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ଥାଏ। ଗୋଟିଏ ସିଝା ଅଣ୍ଡାରେ ଭିଟାମିନ୍‌-ଏ ଠାରୁ ଆରମ୍ଭ କରି, ଭିଟାମିନ୍ ବି -୫, ଭିଟାମିନ୍ ବି -୧୨, ଫସଫରସ୍ ଏବଂ ସେଲେନିୟମ୍ ରହିଥାଏ। ଏହା ବ୍ୟତୀତ ଅଣ୍ଡାରେ ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ କେ, ଭିଟାମିନ୍ ବି ୬, କ୍ୟାଲସିୟମ୍ ଏବଂ…