Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଦୀର୍ଘ ସମୟ ଚେୟାରରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: ନିର୍ଦ୍ଧିଷ୍ଟ କୌଣସି ଏକ କାମ କରିବାକୁ ହେଲେ ଦୀର୍ଘ ସମୟ ଚେୟାରରେ ବସିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଅଫିସରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। ଆପଣ ବି ଯଦି ଏହି ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ...…

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ଅଧିକ ସମୟ ମୋବାଇଲ୍ ଓ ଲାପଟପ୍ ଦେଖିଲେ ଆଖିରେ ହେଉଛି କି ସମସ୍ୟା; ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରାୟ ଅନେକ ବ୍ୟକ୍ତି ୱାର୍କ ଫ୍ରମ୍ ହୋମ୍ କାମ କରୁଛନ୍ତି । ଏପରିକି କିଛି ଲୋକ ସମୟ ଅତିବାହିତ କରିବା ଲାଗି ଇଲେକ୍ଟ୍ରାନିକ୍ସ ଗ୍ୟାଜେଟକୁ ଘଣ୍ଟା ଘଣ୍ଟା ଧରି ଦେଖୁଛନ୍ତି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ…

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ। କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ…

କରୋନାରୁ ମୁକ୍ତି ଦେବ ହଳଦୀ କ୍ଷୀର !

ଭୁବନେଶ୍ୱର: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଟୀକା ବାହାରିଥିବ କୁହାଯାଉଥିବା ବେଳେ ମଧ୍ୟ ଏହା ଏପର୍ଯ୍ୟନ୍ତ ମାସ ପ୍ରଡ଼କ୍ସନ ପାଇଁ ପ୍ରସ୍ତୁତ ହୋଇନାହିଁ। ହେଲେ ଅନ୍ୟପଟେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜକୁ ସୁରକ୍ଷିତ ରଖିବା ପାଇଁ…

ସକାଳୁ ଖାଲି ପେଟରେ ପିଅନ୍ତୁ ପାଣି: ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ଅନେକ ଲୋକ ଅନେକ ବାଟ ଅବଲମ୍ବନ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ସରଳ ମାଧ୍ୟମ, ଯାହା ସହସ୍ୟରେ ଆପଣ ନିଜକୁ ସୁସ୍ଥ ରଖି ପାରିବେ। ସୁସ୍ଥ ଶରୀର ପାଇଁ ପାଣିର ଆବଶ୍ୟକତା ଅନେକ ରହିଛି ।। ପାଣି ପିଇବା ଦ୍ୱାରା ଆମ ଶରୀର ସୁସ୍ଥ ଓ ଫିଟ୍…

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ବର୍ଷାଦିନେ କିପରି ନେବେ ଶିଶୁଙ୍କ ଯତ୍ନ ?

ଭୁବନେଶ୍ୱର: ଏହି ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ । କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ…

କେଶ ପାଇଁ ବରଦାନ ରାଶି ତେଲ

ଭୁବନେଶ୍ୱର: କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ । ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କର ବାଳ ଲମ୍ବା, କଳା ଏବଂ ଆକର୍ଷଣୀୟ ହେଉ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ବାଳକୁ ଲମ୍ବା, କଳା ଏବଂ ମୋଟା କରିବା…

ସଠିକ୍‌ ଜାଗାରେ ରଖନ୍ତୁ ଆକ୍ୱାରିୟମ୍‌, ମିଳିବ ଶୁଭଫଳ

ଭୁବନେଶ୍ୱର: ଘରକୁ ଆକର୍ଷଣୀୟ କରି ସଜାଇବାକୁ ସମସ୍ତେ ପସନ୍ଦ କରନ୍ତି । ନିଜନିଜ ରୁଚି ଅନୁସାରେ ଭିନ୍ନଭିନ୍ନ ଜିନିଷରେ ଲୋକେ ଘର ସଜାନ୍ତି । ତେବେ ଘରେ ଆକ୍ୱାରିୟମ ରଖିଲେ ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଖାଲି ସୁନ୍ଦର ଦିଶିବା ପାଇଁ ନୁହେଁ ପେଙ୍ଗସୁଇ ଅନୁସାରେ ଆୱାରିୟମ୍‌…