Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ନିମ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ..

ଭୁବନେଶ୍ୱର: ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । ଏକ ମୁଠା ନିମ ଫୁଲକୁ…

କିଭଳି ପାଇବେ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ…

ଭୁବନେଶ୍ୱର: ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହୃଦରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା…

ଯାତ୍ରା ସମୟରେ ବାନ୍ତି ଲାଗୁଛି କି; ଜାଣନ୍ତୁ କିପରି ପାଇବେ ମୁକ୍ତି

ଭୁବନେଶ୍ୱର: ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ । ଘରୋଇ ଉପଚାର…

କିପରି କରିବେ ମାନସିକ ଚାପର ମୁକାବିଲା

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପ୍ରତ୍ୟେକ ଦିନ ମାନସିକ ଚାପରେ ସମ୍ମୁଖୀନ ହେଉଛି । ତେବେ ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ନହୋଇ ସହାୟକ ହୋଇଥାଏ । ଏହା ଦ୍ଵାରା ମନୁଷ୍ୟର କାର୍ଯ୍ୟ ଦକ୍ଷତା ବୃଦ୍ଧି   ପାଇଥାଏ । ଆମ ଦେଶରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଲୋକଙ୍କ…

ଏହି ବ୍ଲଡ଼ଗ୍ରୁପ ଲୋକଙ୍କ ଠାରେ ହୃଦଘାତର ସମ୍ଭାବନା କମ୍

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଅଧିକ ଷ୍ଟ୍ରେସ ଓ ଚାପ ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା…

ଅଣଦେଖା କରନ୍ତୁ ନାହିଁ ଆପଣଙ୍କ ପିଲାର ଏହି ବ୍ୟବହାର !

ଭୁବନେଶ୍ୱର: କୁହଯାଏ ଛୋଟ ପିଲା ଭଗବାନଙ୍କ ସହ ସମାନ । ସେମାନଙ୍କ ମନରେ ଛନ୍ଦ, କପଟ କିମ୍ବା କାହାପ୍ରତି କିଛି ଖରାପ ଭାବନା ରହି ନଥାଏ । ତେବେ ଆମ୍ବ ବେଳେ ବେଳେ ଲକ୍ଷ କରିଥିବା ନିଶ୍ଚିତ ଯେ, ପିଲାଟିଏ ବେଳେ ବେଳେ ସ୍ୱାର୍ଥପରଙ୍କ ଭଳି ବ୍ୟଭହାର କରେ । ତେବେ ଏତେ ଛୋଟ ପିଲା ଏଭଳି ବ୍ୟବହାର…

ନିଜ ପାର୍ଟନରଙ୍କୁ କେବେବି ପଚାରନ୍ତୁ ନାହିଁ ଏହିସବୁ କଥା…

ଭୁବନେଶ୍ୱର: ବିଶ୍ୱାସର ଖିଅରେ ବନ୍ଧା ସମ୍ପର୍କର ଡୋରୀ । ସାମନ୍ୟତମ କଥାରୁ ସମ୍ପର୍କ ଭାଙ୍ଗିବାର ଅନେକ ନଜିର ମଧ୍ୟ ରହିଛି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ରିଲେସନସିପର କିଛି ସିକ୍ରେଟ ଯାହାକୁ ମାନିଲେ ସୁଖମୟ ହେବ ଆପଣଙ୍କ ସମ୍ପର୍କ । ଆପଣ ଯଦି ଆପଣଙ୍କ ସାଥୀଙ୍କ ସହ ସବୁ କିଛି ସେୟାର…

ହାର୍ଟଆଟାକ କ’ଣ ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ଅନେକ ଲୋକ ହାର୍ଟ ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି।  ବ୍ୟସ୍ତ ବହୁଳ ଜୀବନ ସହ ଅନିୟମିତ ଜୀବନଶୈଳୀ ଏସବୁର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି । ତେବେ କଣ ଏହି ହାର୍ଟଆଟାକ ? କିଭଳି କରିବେ ଏହାର ପ୍ରାଥମିକ ଉପଚାର ଆସନ୍ତୁ ଜାଣିବା... ହାର୍ଟଆଟାକ କଣ?…

କରୋନା ସଂକ୍ରମଣର ଭୟ ରହୁଛି କି? ଆୟୁର୍ବେଦରୁ ପାଇବେ ଉପଶମ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସମଗ୍ର ବିଶ୍ୱ । ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । କରୋନା ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା…

ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରୁଥିବା ଅଭିଯୋଗ: ଓଡ଼ିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେଉଥିବା ଅଭିଯୋଗର ଶୁଣାଣି ପରେ ସୁପ୍ରିମକୋର୍ଟ ଶୁକ୍ରବାର ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗକୁ ନୋଟିସ ଜାରି କରିଛନ୍ତି। ଏହି ଚାରିଟି ରାଜ୍ୟକୁ ଚାରି ସପ୍ତାହ ମଧ୍ୟରେ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି।…