Latest Odisha News

BREAKING NEWS

Browsing Category

ଜୀବନଶୈଳୀ

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…

ଦିନକୁ ୧୦ ଗ୍ଲାସରୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ । ତେବେ କଣ ଆପଣ ଜାଣନ୍ତି ଦିନକୁ ଦରକାର ଠାରୁ ଅଧିକ ପାଣି ପିଇଲେ କି କି ଅସୁବିଧା ହୋଇଥାଏ... ଦିନକୁ ଦରକାରଠାରୁ ଅଧିକ ପାଣି…

ଅତ୍ୟଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା !

ଭୁବନେଶ୍ୱର: ଖାଦ୍ୟ ଯେତେ ସ୍ଵାଦିଷ୍ଟ ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ପଡି ନଥାଏ ତେବେ ତାହା ସ୍ଵାଦହୀନ ହୋଇଯାଏ । କିଛି ଲୋକ ଆବଶ୍ୟକ ନଥିଲେ ମଧ୍ୟ ଖାଦ୍ୟରେ ଲୁଣ ପକାଇ ଖାଇଥାନ୍ତି । ଲୁଣରେ ଆୟୋଡିନ ଭରପୁର ମାତ୍ରାରେ ରହିଥାଏ । ତେଣୁ ଏହା ଆମ ଶରୀର ପ୍ରତି ଦରକାରୀ ହୋଇଥାଏ । ସେହିପରି…

ଖଜୁରୀ ଖାଇଲେ ମିଳିବ ଏହିସବୁ ସୁଫଳ…

ଭୁବନେଶ୍ୱର: ଖଜୁରୀରେ ଅନେକ ପ୍ରକାରର ମିନେରାଲ୍ସ, ସୁଗାର, କ୍ୟାଲସିୟମ୍‌, ଆଇରନ୍ ଓ ପୋଟାସିୟମ୍ ଭଳି ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ହାଡ ମଜଭୁତ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ମଧ୍ୟ ଆଣି ଦେଇଥାଏ । ଆସନ୍ତୁ…

ଓଜନ ହ୍ରାସ କରାଇବ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…

ତ୍ୱଚା ଚମକାଇବା ଚନ୍ଦନ !

ଭୁବନେଶ୍ୱର: ସୁନ୍ଦର, ମସୃଣ ଓ ଚମକଦାର ତ୍ୱଚା କାହାରବା ପସନ୍ଦ ନୁହେଁ। ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ଅନିୟମିତ ଭରା ଜୀବନ ଶୈଳୀ ତ୍ୱଚାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବା ଚମକ ଛଡାଇ ନେଉଛି । ଏହାସହ ଦୂଷିତ ବାୟୁମଣ୍ଡଳ କାରଣରୁ ମଧ୍ୟ ଆଜିକାଲି ଅଧିକାଂଶ ଲୋକଙ୍କର ତ୍ୱଚା ସମସ୍ୟା…

ଯେତେ ପଢିଲେ ମଧ୍ୟ ପିଲା ପାଠ ମନେ ରଖୁନାହିଁ କି? ଜାଣନ୍ତୁ କ’ଣ କରିବେ..

ଭୁବନେଶ୍ୱର: ଯଦି ଆପଣଙ୍କ ପିଲା ଅନେକ ସମୟ ପାଠ ପଢିଲା ପରେ ମଧ୍ୟ କିଛି ମନେ ରଖି ପାରୁନାହିଁ କିମ୍ବା ପଢିଲା ପରେ ତୁରନ୍ତ ଭୁଲି ଯାଉଛି । ତେବେ ଏଥିରେ ଦୋଷ ଆପଣଙ୍କ ପିଲାର ନୁହେଁ ବରଂ ଆପଣଙ୍କ ଗୃହରେ ବାସ୍ତୁ ଦୋଷ ରହିଥାଇ ପରେ । ଗୃହରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବିଭିନ୍ନ…

ଚାଣକ୍ୟଙ୍କ ଏହି ୩ଟି ବାଣୀ ଜୀବନରେ ଆଣିଦେବ ସୁଖ-ସମୃଦ୍ଧି !

ଭୁବନେଶ୍ୱର: ଜଞ୍ଜାଳ ପୂର୍ଣ୍ଣ ଜୀବନରେ ବଞ୍ଚିବାର ଉଚିତ ପାଥ ଦେଖାଏ ଚାଣକ୍ୟ ନୀତି । ଏଥିରେ ରହିଛି ଆମ ସମସ୍ତ ସମସ୍ୟାର ସମାଧାନର ଉପାୟ । କିନ୍ତୁ ସେଥିମଧ୍ୟରୁ ଆମେ ଆପଣଙ୍କୁ ଜଣାଇବୁ ଏହି ୪ଟି ଉପାୟ, ଯାହା ଜୀବନରେ ସୁଖ-ସମୃଦ୍ଧି ଆଣିଦେବ। ଘର କଥା ଗୁପ୍ତ ରଖ: ଚାଣକ୍ୟ ନୀତି…

ନିଜ ଅଗଣାରେ ଲଗାନ୍ତୁ ଏହିସବୁ ଗଛ: ଘରୁ ଦୂର ହେବ ବାସ୍ତୁ ଦୋଷ !

ଭୁବନେଶ୍ୱର: ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଅଶୋକ ଗଛ କୁହାଯାଏ ଘର ପାଖରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁ ଅଶୁଭ ଶକ୍ତିର…