Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ!

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ…

ସାବଧାନ! ଆରାମ ବଦଳରେ ଯନ୍ତ୍ରଣା ଦେଇ ପାରେ ପେନ କିଲର

ଭୁବନେଶ୍ୱର: ଶରୀରର କିଛି ଅଂଶରେ ଯଦି ଅସହ୍ୟ ପୀଡା ହୁଏ ତେବେ ଏଥିରୁ ମୁକ୍ତି ପାଇଁ ଆମେ ପେନ କିଲର ଖାଇଥାଉ। ଏହା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ବେଳେ ଶରୀର ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି।…

ଦେହ ପାଇଁ କେତେ ଉପକାରୀ ତେନ୍ତୁଳି…

ଭୁବନେଶ୍ୱର: ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି । ଏହାକୁ ସାଧାରଣତଃ ଖଟା କିମ୍ବା ଆଚାର ପ୍ରସ୍ତୁତି ରେ ବ୍ୟବହାର କରାଯାଇଥାଏ। ତେନ୍ତୁଳିରେ ଥିବା ଭିଟାମିନ୍‌ ଇ’, ସି’ ଓ ବି’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ…

ପିଅନ୍ତୁ ମାଠିଆ ପାଣି: ବଜାଇ ରହିବ ପରମ୍ପରା, ସୁସ୍ଥ ରହିବେ ଆପଣ

ଭୁବନେଶ୍ୱର: ପୁରୁଣା ଦିନରେ ଲୋକଙ୍କ ଘରେ ଘରେ ମାଠିଆ କଳସୀ ଆଦିରେ ପାଣି ରଖି ପିଆଯାଏ । ଏହାଦ୍ୱାରା ଆମ ଭାରତୀୟ ସଭ୍ୟତା ବଜାଇ ରହିବା ସହ ଏଥିରୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଗରମ ଦିନରେ ଫ୍ରିଜରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ…

କରନ୍ତୁ ଏହି ସରଳ ଉପାୟ; ଦୂର ହୋଇଯିବ ସମସ୍ତ ବାସ୍ତୁ ସମସ୍ୟା !

ଭୁବନେଶ୍ୱର: ଆମ ଅଜାଣତରେ ଜୀବନରେ ଲାଗି ରହୁଥିବା ଅନେକ ସମସ୍ୟାର କାରଣ ହେଉଛି ବାସ୍ତୁ ଦୋଷ। ଏହା ମଣିଷର ଶାରୀରିକ ଓ ମାନସିକ ଉଭୟ ଅବସ୍ଥାକୁ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସମାଧାନ କହିବୁ ଯାହା ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର କରିବ... ଯଦି ଆପଣ…

ଏହିପରି ଭାବେ ନିଅନ୍ତୁ ଆଖିର ଯତ୍ନ…

ଭୁବନେଶ୍ୱର: ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଆଖି । ଏହା ମନୁଷ୍ୟ ପାଇଁ ଖୁବ୍ ମୂଲ୍ୟବାନ ମଧ୍ୟ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ଆଖି ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି,…

ବୟସ ଅନୁସାରେ ଆପଣଙ୍କ ଓଜନ ଠିକ ଅଛି ତ? ଜାଣନ୍ତୁ

ଭୁବନେଶ୍ୱର: ସୁସ୍ଥ ମଣିଷର ପରିଚୟ ତା'ର ସୁସ୍ଥ ଶରୀର । ସୁସ୍ଥ ଶରୀର ପାଇଁ ପ୍ରଥମେ ଆବଶ୍ୟକ ସଠିକ ଓଜନ। ତେବେ ସଠିକ ଓଜନ କଣ? ଜଣେ ମଣିଷ ଶରୀରର କେଉଁ ବୟସରେ ସଠିକ ଓଜନ କେତେ ରହିବା ଆବଶ୍ୟକ? ଆଜି ଆମେ ଆପଣଙ୍କୁ କହିବୁ ଏସମ୍ପର୍କରେ... ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩…

ସାବଧାନ! ପ୍ରତିଦିନ ଲେମ୍ବୁ ଖାଇବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଆମ୍ଭେମାନେ ପ୍ରାୟ ପ୍ରତିଦିନ ଭୋଜନରେ ବା ପାନୀୟରେ ଲେମ୍ବୁର ବ୍ୟବହାର କରିଥାଉ । ଏହି କରୋନା ସମୟରେ ଅନେକ ଏହାକୁ ଗରମ ପାଣି ସହ ପ୍ରତିଦିନ ପିଉଥିବାର ଜଣାପଡିଛି । ତେବେ ପ୍ରତିଦିନ ଲେମ୍ବୁ ଆମ ଦେହ ପ୍ରତି ପ୍ରକୃତରେ କେତେ ଲାଭଦାୟକ ବା କ୍ଷତିକାରକ ଆସନ୍ତୁ ଜାଣିବା...…

ଆଖି ତଳୁ କଳାଦାଗ ହଟାଇବ ଏହି ସରଳ ଉପଚାର

ଭୁବନେଶ୍ୱର:ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜର ଯତ୍ନ ନେବା ପ୍ରାୟ ସମସ୍ତେ ଭୁଲି ଗଲେଣି । ତେବେ ବୟସ ଆଗରୁ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି । ଯାହା ମଧ୍ୟରୁ ଆଖି ତଳ କଳା ପଡିବା ଏକ ସାଧାରଣ କଥା। ତେବେ ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି…

କଦଳୀ ପତ୍ରରେ ଭୋଜନ କଲେ ମିଳେ ଏହିସବୁ ଫାଇଦା…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ କଦଳୀ ଗଛର ଅନେକ ମହତ୍ତ୍ୱ ରହିଛି । ଯେକୌଣସି ଶୁଭ କାର୍ଯ୍ୟ ହେଲେ ଆଗ ଖୋଜା ପଡେ କଦଳୀ ବୃକ୍ଷ । ବିଭିନ୍ନ ପୂଜାପର୍ବ ହେଉ କିମ୍ବା ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ। କଦଳୀ…