Latest Odisha News

BREAKING NEWS

Browsing Category

ଜୀବନଶୈଳୀ

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ସଦୃଶ କାର୍ଯ୍ୟକରେ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

ଜାଣନ୍ତୁ, ମୂଳାରେ କ’ଣ ରହିଛି ଉପକାରୀ ଗୁଣ…

ସାଧାରଣତଃ ମୂଳାକୁ ଆମେ ସାଲାଡରେ ବ୍ୟବହାର କରିଥାଉ । ବଜାରରେ ବିଭିନ୍ନ ପ୍ରକାର ରଙ୍ଗର ମୂଳା ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ବହୁତ ଉପକାରୀ । ଏଥିରେ ଅନେକ ପରିମାଣରେ ଭିଟାମିନ-ସି, ଜିଙ୍କ୍, ଜଳ ଓ ଫସଫରସର ଭାଗ ରହିଛି । ଯାହା ଆମ ଶରୀରରେ ଜଳାଭାବ ଦୂର କରିବା ସହିତ ତ୍ୱଚାରେ ସତେଜତା…

ଜାଣନ୍ତୁ ମଟରର ଅଦ୍ଭୁତ ଉପକାରିତା ସମ୍ପର୍କରେ

ଭୁବନେଶ୍ୱର: ମଟର ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଉପଯୋଗୀ । ଏଥିରେ ବହୁ ପ୍ରକାରର ପୋଷକ ତତ୍ୱ ରହିଛି । ତେବେ ଜାଣନ୍ତୁ ମଟରର କେତେକ ଅଜଣା ଗୁଣ ସମ୍ପର୍କରେ... ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ମଟର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।…

ଘରେ କରନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ, ପାଆନ୍ତୁ ମୂଲାୟମ କେଶ…

ନିଜ କେଶକୁ ସୁନ୍ଦର ଓ ସିଧା କରିବା ପାଇଁ ଆଜିକାଲି ସମସ୍ତେ ହେୟାର ଷ୍ଟ୍ରେଟନିଙ୍ଗ କୁ ବେଶୀ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପାର୍ଲରରେ ଷ୍ଟ୍ରେଟନିଙ୍ଗ ପାଇଁ ଅଧିକ ଖର୍ଚ୍ଚ ହୁଏ, ଏଥିପାଇଁ କିଛି ମହିଳାମାନେ ଷ୍ଟ୍ରେଟନିଙ୍ଗ କରନ୍ତି ନାହିଁ ଆଉ କେହିକେହି କେମିକାଲର କୁପ୍ରଭାବ ପଡିବ ଭାବି…

ଜାଣନ୍ତୁ, ‘ଟମାଟୋ’ର ଚମତ୍କାରୀ ଉପକାରିତା ବିଷୟରେ

ଭୁବନେଶ୍ୱର: ଭାରତୀୟ ବ୍ୟଞ୍ଜନରେ ଟମାଟୋର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଟମାଟୋ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ସତେ ଯେପରି ଅସମ୍ଭବ। ଖାଲି ପାଟି ସୁଆଦିଆ ନୁହେଁ ଏହାର ଅନେକ ଗୁଣକାରୀ ତତ୍ତ୍ୱ ମଧ୍ୟ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ…

କିସମିସର ଅଦ୍ଭୁତ ଔଷଧୀୟ ଗୁଣ !

ଭୁବନେଶ୍ୱର: କିସମିସ ସ୍ୱାସ୍ଥ୍ୟପାଇଁ ବହୁ ଲାଭଦାୟକ ହୋଇଥାଏ । ବିଶେଷକରି ଥଣ୍ଡାଦିନେ ଏହା ଖାଇବା ଦ୍ୱାରା ବହୁ ରୋଗ ବେମାରୀରୁ ରକ୍ଷାମିଳିଥାଏ । କିସମିସରେ ଭରପୂର ମାତ୍ରାରେ ଆଇରନ, ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଓ ଫାଇବର ରହିଛି । ବିଶେଷ କରି ଖିରି ଭଳି ମିଠା ଜିନିଷ…

ନିୟମିତ ଖାଆନ୍ତୁ ଜହ୍ନି, ନିୟନ୍ତ୍ରଣରେ ରହିବ ଡାଇବେଟିସ

ଭୁବନେଶ୍ୱର: ସବୁଜ ପନିପରିବା ଦେହ ପାଇଁ କେତେ ଉପକାରୀ ତାହା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣାଥାଏ । କଣ ଆପଣ ଜାଣନ୍ତି ନିୟମିତ ଜହ୍ନି ଖାଇଲେ ମିଳିଥାଏ ଅନେକ ଉପକରିତା । ଜାଣନ୍ତୁ... ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ସେହିପରି…

ଜାଣନ୍ତୁ, କେଉଁ ସ୍ୱପ୍ନ ଦେଖିଲେ କଣ ମିଳିଥାଏ ଫଳ !

ଭୁବନେଶ୍ୱର: ରାତିରେ ଶୋଇବା ସମୟରେ ଆମେ ପ୍ରାୟତଃ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ସେଥିରୁ କିଛି ମନେ ରହେ ଆଉ କିଛି ମନେ ରାହେନା । ସ୍ୱପ୍ନ ଦେଖିବା ତ ଅତି ସାଧାରଣ କଥା। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଦେଖିବାର ରହିଛି କିଛି ଖାସ୍ ବିଶେଷତ୍ବ ରହିଛି।…

ମୁଢି ଖାଇଲେ ମିଳିବ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା !

ଭୁବନେଶ୍ୱର: ଖୋଜି ଆସିଲେ ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରୁ ମୁଢି ମିଳିଯିବ । ଓଡ଼ିଆ ଲୋକଙ୍କର ଏହା ମାନପସନ୍ଦର ଜଳଖିଆ ଅଟେ । ମୁଢିକୁ ସଧାରଣତଃ ସବୁ ଜିନିଷ ସହ ମିଶେଇ ଖାଇ ହୁଏ। କିଛି ଲୋକ ଚାହା ସହିତ ଏହାକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଥିରେ ମିକ୍ସଚର, ପିଆଜ, ଖଟା ପକାଇ…

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍…