Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

ଏହିଭଳି ଭାବେ ନିଅନ୍ତୁ କେଶର ଯତ୍ନ !

ଭୁବନେଶ୍ୱର: ଖାସକରି ମହିଳାମାନେ ଲମ୍ବା ଓ ସୁସ୍ଥ କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କେଶ ଶୁଷ୍କ, କେଶରୁ ଝାଳ ବାହାରିବା ତଥା କେଶ ମୂଳ କୁଣ୍ଡେଇ ହୋଇଥାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ, ଘରୋଇ ଉପାୟରେ କିପରି ନେବେ କେଶର ଯତ୍ନ…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…

ସାବଧାନ ! ରାତିରେ ନଖାଇ ଶୋଉଥିଲେ ହୋଇପାରେ ଏହିସବୁ ରୋଗ

କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ । ଜାଣି ରଖନ୍ତୁ ଏହା ଦ୍ୱାରା କଣ ସବୁ ରୋଗ ହୋଇଥାଏ: ୧) ଶୋଇବାରେ ଅସୁବିଧା ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ…

ମିସ୍ ବ୍ରିଟିଶ୍ ଏମ୍ପାୟାର୍ ପ୍ରତିଯୋଗିତା: ଓଡ଼ିଆ ଝିଅ ସେଫାଳୀଙ୍କୁ ମିଳିଲା ୨ୟ ରନର୍ସ-ଅପ୍ ଟାଇଟଲ୍ !

ଭୁବନେଶ୍ୱର: ବଲାଙ୍ଗୀର ଝିଅ ସେଫାଳୀ ଉଦଗାତା ବ୍ରିଟିଶ୍ ଏମ୍ପାୟାର୍ ସୁନ୍ଦରୀ ପ୍ରତିଯୋଗିତାର ୨ୟ ରନର୍ସ-ଅପ୍ ଟାଇଟଲ୍ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀଲଙ୍କାରେ ଅନୁÂିତ ହୋଇଥିବା ଏହି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ୟୁନାଇଟେଡ଼ କିଙ୍ଗଡ଼ମ ଦ୍ୱାରା…

ଦୀପାବଳି ଲାଗି ‘ସୋଆ ବର୍ଣ୍ଣ ସେଣ୍ଟର୍’ ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ ଜରୁରୀ ସେବା…

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍ରେ ଘରକୁ ସଜ୍ଜିତ କରିଥାନ୍ତି । ତେବେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହେବାର ଅନେକ ସମ୍ଭାବନା ରହିଥାଏ । ଧନଜୀବନ ପ୍ରତି ଅନେକ…

‘କୃତ୍ରିମ ଚିନି’ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଚିନି ଠାରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ଲୋକ କୃତ୍ରିମ ଚିନି ମାନେ 'ଆର୍ଟିଫିସିଆଲ ସୁଗାର' ବ୍ୟବହାର କରୁଥିବାରୁ ଦେଖିବାକୁ ମିଳୁଛି । ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହି କୃତ୍ରିମ ଚିନି…

ସାବଧାନ! ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି... ସନ୍ଧ୍ୟା ବେଳେ…

କଦଳୀଫୁଲ ଭଲ କରିବ ମଧୁମେହ !

ଭୁବନେଶ୍ୱର: ମଧୁମେହ ରୋଗୀଙ୍କ ପାଇଁ କଦଳୀଫୁଲ ଏକ ବରଦାନ ସଦୃଶ। କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୁଏ। ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ସମସ୍ୟାର…

‘ସ୍ତନ କର୍କଟ’ ଲାଗି ସଚେତନତା: ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ‘ୱାକାଥନ୍’ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସରେ ସାରା ଦେଶରେ ଅନୁଷ୍ଠିତ ହେଉଛି ‘ସ୍ତନ କର୍କଟ ସଚେତନତା ମାସ’ । ଏହି ଅବସରରେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ମହିଳାମାନଙ୍କ ‘ସ୍ତନ କର୍କଟ’ ରୋଗର ସଚେତନତା ସୃଷ୍ଟି ଲାଗି ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ…