Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ତ୍ବଚା ସମସ୍ୟାର ହେବ ଅନ୍ତ; ଲଗାନ୍ତୁ କମଳା ଚୋପାରେ ପ୍ରସ୍ତୁତ ଫେସ୍ ପ୍ୟାକ୍ 

ନୂଆଦିଲ୍ଲୀ: ଭିଟାମିନ୍ ସି ଏବଂ କ୍ୟାଲସିୟମରେ ଭରପୂର ଅଟେ କମଳା । କିନ୍ତୁ ଆପଣ ଜାଣନ୍ତି କି କମଳା ସହିତ ଏହାର ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ । ଚର୍ମର ଚମକ ବଜାୟ ରଖିବା ପାଇଁ, ଏହି ଚୋପାଗୁଡ଼ିକରୁ ପ୍ରସ୍ତୁତ ଏକ ଫେସ୍ ପ୍ୟାକ୍ ଲଗାନ୍ତୁ । ଏଥିରେ କ୍ୟାଲସିୟମ୍ ଥାଏ,ପୋଟାସିୟମ୍,…

ବ୍ୟସ୍ତବହୁଳ ଜୀବନ ଭିତରେ ଜଳଖିଆ ଖାଇବା ଛାଡିଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସକାଳ ଜଳଖିଆ ଶରୀର ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଏହା ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ମତ l ସକାଳୁ ପେଟ ଭରି ଖାଇବା ସହ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ବେଳେ ବେଳେ ଜଳଖିଆ ଛାଡିଦିଅନ୍ତି । ନଚେତ କିଛି ଲୋକ ଓଜନ…

ସଜନାଛୁଇଁ ଆଚାର : ଥରେ କଲେ ବର୍ଷସାରା ଖାଉଥିବେ

ଭୁବନେଶ୍ବର: ସବୁବେଳେ ଆମ୍ବ ,ଲେମ୍ବୁ ଆଚାର କେତେ ଖାଇବେ ଆସନ୍ତୁ ଆଜି ଶିଖିବା ସଜନାଛୁଇଁର ଆଚାର ପ୍ରଣାଳୀ । ଏବେ ଶୀତଋତୁରେ ସଜନାଛୁଇଁ ଗଛରେ ଭରି ହେଲାଣି । ତେବେ ଆସନ୍ତୁ ପୋଷକତତ୍ତ୍ବରେ ଭରପୂର ସଜନାଛୁଇଁରୁ ତିଆରି କରିବା ଆଚାର । କେମିକାଲ ଫ୍ରି ଆଚାର ଘରେ କରି ଖାଆନ୍ତୁ ଓ ଖୁଆନ୍ତୁ ।…

ବିଟରୁଟ୍ ଫେସ୍ ପ୍ୟାକ୍: ଚେହେରାରେ ଆସିବ ଗୋଲାପୀ ଚମକ

ଭୁବନେଶ୍ବର: ମହିଳାମାନେ ସୁନ୍ଦର ଏବଂ ଉଜ୍ଜ୍ଵଳ ତ୍ବଚା ପାଇଁ ବିୟୁଟିପାର୍ଲର ଯାଆନ୍ତି, କିନ୍ତୁ ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ । କାରଣ ଏଥିରେ ଅନେକ ଉତ୍ପାଦ ଅଛି ଯାହା ରାସାୟନିକ ପଦାର୍ଥରୁ ତିଆରି, ଯାହା କିଛି ସମୟ ପାଇଁ ଚେହେରାରେ ଚମକ ଆଣିଥାଏ ସତ କିନ୍ତୁ ପରେ ଏହାର ଫଳାଫଳ…

ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣନ୍ତୁ ଆପଣଙ୍କ କିଡନୀ ଫେଲ୍ ହେଉଛି…

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥିରେ ଥିବା କୌଣସି ତ୍ରୁଟି ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ମୁଖ୍ୟ ଭୂମିକା ଗ୍ରହଣ କରେ । କିଡନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ, କିନ୍ତୁ ବର୍ତ୍ତମାନ ସମୟରେ ଭୁଲ…

ପୁଣି ଡରାଇଲାଣି ମହାମାରୀ, ନେଲାଣି ୭୯ ଜୀବନ 

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି…

ମାଣ୍ଡିଆ ସୁପ୍ : ଦେହକୁ ହିତ, ପାଟିକୁ ସୁଆଦ

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍, କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ତେବେ ଆପଣ ଶୀତଦିନରେ ଏହି ମାଣ୍ଡିଆକୁ ନେଇ ଏପରି ଏକ ସୁପ୍ ପ୍ରସ୍ତୁତ କରିପାରିବେ ,ଯାହାକୁ ପିଇବା ପରେ ଶୀତକୁ ଭୁଲିଯିବେ…

ବିଶ୍ୱ ଏଡ୍‌ସ ଦିବସ: ଭୁବନେଶ୍ୱର ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍

ଭୁବନେଶ୍ଵର: ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩୧ ଜଣ ଏଚ୍ଆଇଭି ପଜିଟିଭ୍। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର ଏମ୍‌ସର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ…

ରୋଗ ବଢ଼ାଉଛି ସ୍ମାର୍ଟଫୋନ, ଏବେଠୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍‌ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି ଯୁବପିଢ଼ି, ଯାହା ଦ୍ଵାରା ସେମାନଙ୍କର ଅଧିକାଂଶ କାର୍ଯ୍ୟ ବାକି ରହିଯାଏ…

କେତେ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ଗିଜର?

ଭୁବନେଶ୍ବର: ଶୀତ ଦିନ ଆସିଗଲାଣି । ଶୀତ ଦିନେ ଆସିଲେ ଗିଜର ଓ୍ବାଟର ହିଟରର ଖୋଜା ପଡେ । ଉଷୁମ ପାଣିରେ ଗାଧୋଇବା ପାଇଁ ଅନେକ ବାଥ୍‌ରୁମ୍‌ରେ ଗିଜର ବ୍ୟବହାର କରିଥାନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଏହାକୁ ବ୍ୟବହାର କରିବା ସମୟରେ କିଛି କିଛି ଅସାବଧାନତା ବିଭିନ୍ନ ଦୁର୍ଘଟଣା ଏମିତିକି…