Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ହାଇ-ଗ୍ରେଡ ଗ୍ଲିଓମା ଅସ୍ତ୍ରୋପଚାର ଆରମ୍ଭ

ବ୍ରହ୍ମପୁର: ମସ୍ତିଷ୍କରେ ହେଉଥିବା ଜଟିଳ ଟ୍ୟୁମରର ହେବ ସଫଳ ଚିକିତ୍ସା। ଏହାପାଇଁ ଆଉ ଦୂରକୁ ଯିବେନି ରୋଗୀ। ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ବଡ ଟ୍ୟୁମରକୁ  ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ।…

ବଜାରର ମହଙ୍ଗା ସିରମକୁ କରନ୍ତୁ ବାଏ! ନିଜେ ଘରେ ବନାନ୍ତୁ ହେୟାର ସିରମ୍

ଭୁବନେଶ୍ବର: ନିଜ କେଶର ଯତ୍ନ ନେବା ନିହାତି ଦରକାର । ଆଜିକାଲି କେଶ ଝଡିବା, କେଶର ଚମକ କମିଯିବା ଆଉ ମଧ୍ୟ ଅସମୟରେ କେଶ ଧଳା ହେବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ହେୟାର ସିରମ୍ ଲଗାଇବା ଜରୁରୀ । କିନ୍ତୁ ବଜାରରେ ଏତେ ମହଙ୍ଗା ସିରମ୍ ବ୍ୟବହାର…

ଆପଣଙ୍କର ଥଣ୍ଡା, ଶ୍ଵାସ ଜନିତ ସମସ୍ୟା ଅଛି କି ? ପାଣିରେ ମିଶାଇ ପିଅନ୍ତୁ ଏହି ଜଡିବୁଟି…

ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ,…

କାହିଁକି ତରବରିଆରେ ଖାଦ୍ୟ ଖାଇବା ଉଚିତ ନୁହେଁ? ଜାଣନ୍ତୁ କାରଣ..

ବ୍ୟସ୍ତବହୁଳ ଜୀବନ ମଧ୍ୟ ଜୀବନଶୈଳୀକୁ ବିଶୃଙ୍ଖଳିତ କରିଛି। ଯଦି ଆପଣ ସଠିକ୍ ଜୀବନଶୈଳୀ ଏବଂ ରୁଟିନ୍ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ କିଛି ସମୟ ବାହାର କରି ଆପଣଙ୍କ ଜେଜେ ବାପା-ମାଆଙ୍କ ସହିତ ଟିକିଏ ସମୟ ବିତାନ୍ତୁ। ପୂର୍ବ କାଳର ବ୍ୟକ୍ତିଙ୍କଠାରୁ ଏପରି ଜ୍ଞାନ ପାଇବେ ଯାହା ଆପଣଙ୍କ…

କେବଳ ପାଣି ପିଇବା ଦ୍ବାରା କିଡନୀର ଷ୍ଟୋନ ଠିକ୍ ହୋଇପାରିବ କି? କ’ଣ କହୁଛନ୍ତି ଏକ୍ସପର୍ଟ..

ନୂଆଦିଲ୍ଲୀ: କିଡନୀରେ ପଥର ହେବ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି । ବିଶେଷକରି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ହେତୁ ଅନେକ ଲୋକଙ୍କ କିଡନୀରେ ପଥର ବଢିବାରେ ଲାଗେ । ଜୁଗ୍ ଜୁଗ୍ ଜିଓ ଅଭିନେତା ମନମିତ ସିଂ ମଧ୍ୟ ପଥର ସହ ଜଡିତ ଏକ ବଡ଼ ଖୁଲାସା କରିଛନ୍ତି । ମନମିତ ସିଂ କହିଛନ୍ତି ଯେ…

ପିଲାଙ୍କ ମନରୁ ଅସଫଳତା ଡର କିପରି କରିବେ ଦୂର, ଆସନ୍ତୁ ଜାଣିବା..

ଭୁବନେଶ୍ବର: ଜୀବନରେ ସମସ୍ତେ ଚାହାଁନ୍ତି ସଫଳ ହେବା ପାଇଁ, କିନ୍ତୁ ଜରୁରୀ ନୁହେଁ ସମସ୍ତଙ୍କୁ ପ୍ରଥମ ପ୍ରୟାସରେ ହିଁ ସଫଳତା ମିଳିଯିବ । ଏପରି ସ୍ଥିତିରେ ଏମିତି ବହୁତ ପିଲା ଅଛନ୍ତି ସେମାନଙ୍କ ମନରେ ଅସଫଳତାର ଡର ଘର ବନେଇ ଦେଇଥାଏ । ଯାହାଦ୍ବାରା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ…

ସୁସ୍ଥ ଜୀବନଶୈଳୀ ପାଇଁ ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ…

ଭୁବନେଶ୍ଵର: ଏକ ସୁସ୍ଥ ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ନିହାତି ଜରୁରୀ । ଯଦି ଆମେ ଶରୀରର ଆବଶ୍ୟକତା ଅନୁଯାୟୀ ସଠିକ ପରିମାଣରେ ଖାଦ୍ୟ ନଖାଇବା ହୁଏତ ରୋଗରେ ପଡିଯିବା । ନଚେତ ବରମ୍ବାର ଅସୁସ୍ଥ ଅନୁଭବ କରିବା | ତେଣୁ ପ୍ରତିଦିନ ନିଜ ନିଜ ଖାଦ୍ୟକୁ ନେଇ ସଚେତନ ରହିବା ନିହାତି ଜରୁରୀ ।…

କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?

ନୂଆଦିଲ୍ଲୀ: ଆଫ୍ରିକାରେ ଦ୍ରୁତଗତିରେ ବଢିବାରେ ଲାଗିଛି ମାରବର୍ଗ ଭାଇରସ ସଂଖ୍ୟା। ଏହି ଭାଇରସ କାରଣରୁ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବାର ଦେଖିବାକୁ ମିଳୁଛି। ଏହି କାରଣରୁ ମଧ୍ୟ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଏହି ଭାଇରସ କାରଣରୁ କିଛି ଲୋକଙ୍କ ପାଖରେ ଗମ୍ଭୀର ସମସ୍ୟା…

କେବଳ ଚିନି ଛାଡିବା ଦ୍ୱାରା କମିଯିବ କି ଆପଣଙ୍କ ମୋଟାପଣ ?

ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ମିଠା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଚିନି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିଛି ରେସିପି ଅଛି ଯାହା ଚିନି ବିନା ସ୍ୱାଦହୀନ ମନେହୁଏ। ତଥାପି, ଅଧିକ ପରିମାଣରେ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଆଜି ଏହି…

ମୋଟାପଣ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ? ଅପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର : ମୋଟାପଣ ଆଜିକାଲି ସମୟର ଗୋଟିଏ ବଡ ସମସ୍ୟା। ମୋଟାପଣ କାରଣରୁ ଡାଇବେଟିସ, କୋଲେଷ୍ଟ୍ରୋଲ୍ , ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ଭଳି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା  ଦେଖା ଦେଇଥାଏ। ଆପଣ ମୋଟାପଣ କମାଇବାକୁ ଚାହୁଁଛନ୍ତି କି ? ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଠାରୁ ଆରମ୍ଭ କରି ଏନେକ…