Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଉପରମୁହାଁ ଡେଙ୍ଗୁ, ଡରାଇଲାଣି ସ୍କ୍ରବ୍ ଟାଇଫସ୍‌, ମଙ୍କିପକ୍ସ

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଡେଙ୍ଗୁ । ଏଯାବତ ୫ ହଜାର ଟପିଲାଣି । ସେପଟେ ମୁଣ୍ଡ ଟେକିଲାଣି ମଙ୍କିପକ୍ସ ଆଉ ସ୍କ୍ରବ ଟାଇଫସ୍ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ମଙ୍କିପକ୍ସ ଓ ବାର୍ଡଫ୍ଲୁ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ମିଳିଥିବା ସୂଚନା…

ଅତ୍ୟଧିକ କ୍ଷୀର ଚା’ ପିଇଲେ ଶରୀରରେ ହୋଇପାରେ ଗୁରୁତର ଅସୁବିଧା

ଅନେକ ଲୋକଙ୍କ ଦିନ ଆରମ୍ଭ ହୁଏ ଚା' କିମ୍ବା କଫିରୁ। ଏହାକୁ ସେମାନଙ୍କର ପ୍ରିୟ ପାନୀୟ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି। କିଛି ଲୋକ ଖାଇବା ପରେ ଅଳସୁଆରୁ ମୁକ୍ତି ପାଇବା ପାଇଁ ଚା ଏବଂ କଫିର ସାହାଯ୍ୟ ନେଇଥିବାବେଳେ କିଛି ଲୋକ ରାତିରେ ନିଦରୁ ମୁକ୍ତି ପାଇବା ପାଇଁ ଏହାର ସାହାଯ୍ୟ ନିଅନ୍ତି ।…

ଏସସିବିରେ ଦ୍ଵିତୀୟ ଥର ଯକୃତ ପ୍ରତିରୋପଣ ସଫଳ

କଟକ: କଟକ ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ । ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଯକୃତ ପ୍ରତିରୋପଣ । ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି । ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି…

ଅତ୍ୟଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ୍ କ୍ୟାନ୍ସର୍ ?

ମୋବାଇଲ୍ ଫୋନ୍ ଏବେ ସାରା ପୃଥିବୀରେ ବହୁଳ ଭାବରେ ବ୍ୟବହୃତ ହେଉଛି। ମୋବାଇଲ୍ ଫୋନ୍ ବା ସେଲୁଲାର୍ ଫୋନ୍ ଏବେ ଆଧୁନିକ ଟେଲି ଯୋଗାଯୋଗର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ସାରା ପୃଥିବୀର ଅଧାରୁ ଅଧିକ ବ୍ୟକ୍ତି ଏବେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ଅନ୍ୟାନ୍ୟ ଫୋନ୍ ତୁଳନାରେ ମୋବାଇଲ୍ ଫୋନ୍…

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଭାରତରେ ଆଇ ଡ୍ରପ୍‌କୁ ମିଳିଲା ଅନୁମତି

ମୁମ୍ବାଇ: ଆଜିକାଲି ପ୍ରାୟ ସମସ୍ତେ ଚଷମା ବ୍ୟବହାର କରନ୍ତି। ଦୂରଦୃଷ୍ଟି କାରଣରୁ ହେଉ କିମ୍ବା ଚକ୍ଷୁଜନୀତ ଯେକୌଣସି ସମସ୍ୟା, ସମସ୍ତେ ଚଷମା ଉପରେ ନିର୍ଭରଶୀଳ। ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଲୋକେ। ପଢ଼ିବା ପାଇଁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ…

ଛତୁଆ ଦୁର୍ନୀତି: ସାବଧାନ୍! ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥାଏ । ଯାହାକୁ ନେଇ ଆଜି…

ଡେଙ୍ଗୁ ହଟସ୍ପଟ ସୁନ୍ଦରଗଡ, ରାଜ୍ୟରେ ୨୭ଶହ ପାର୍

ଭୁବନେଶ୍ବର: ରାଜ୍ୟରେ ଏବେ ଡେଙ୍ଗୁ ଉପରମୁହାଁ । ୨୭ଶହ ପାର୍ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡରେ । ଏନେଇ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ସାବଧାନ! ଯାଇପାରେ ଆପଣଙ୍କ ଜୀବନ

ନୂଆଦିଲ୍ଲୀ: କ'ଣ ଆପଣ ସବୁବେଳେ ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସମୟ ସମୟରେ ଯୋଗ ଏବଂ ଧ୍ୟାନ କରିବା ଆରମ୍ଭ କରନ୍ତୁ ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଖରାପ ପ୍ରଭାବ ପକାଇବ । ବର୍ତ୍ତମାନ ସମୟରେ ବାପା ମାଆ ମାନେ କିଛି ବିଚାର ନକରି ମୋବାଇଲ୍ ଫୋନ୍…

୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି…

ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂପ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ବର୍ତ୍ତମାନ ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ତେବେ କହିରଖୁଛୁ ଯେ, ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ଫଳରେ ଡେଙ୍ଗୁ, ମ୍ୟାଲେରିଆ ପରି…