Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଭୁବନେଶ୍ଵର: ଆଲମଣ୍ଡ, ପିସ୍ତା, ବାଦାମ ଓ କିସ୍‌ମିସ୍‌ ପରି ସମସ୍ତ ଡ୍ରାଏ ଫ୍ରୁଟ୍‌ସର ଅଲଗା ଅଲଗା ବିଶେଷତ୍ୱ ରହିଛି। ଶରୀରରେ ହେଉଥିବା ଭିଟାମିନ୍‌ର ଅଭାବକୁ ଡ୍ରାଏ ଫ୍ରୁଟସ୍‌ ପୂରଣ କରିଥା’ନ୍ତି। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌ ଓ ପୋଷକତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। ସେହିପରି ଏକ…

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ଏହି ଡାଲି, ମିଳିବ ଫାଇଦା

ଭୁବନେଶ୍ଵର: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ । ଶାକାହାରୀ ଲୋକଙ୍କ ପାଇଁ ମସୁର ଡାକି ଏକ ଭଲ ବିକଳ୍ପ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟକୁ କିଭଳି ଲାଭ…

ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଭୁବନେଶ୍ଵର: ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରବଳ ଖରା…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ହେଉଛି ଖଜୁରୀ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି ୬, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି…

ଘରୋଇ ଉପଚାର ମାଧ୍ୟମରେ ଦୂରହେବ ଏସିଡିଟି

ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ବିଭିନ୍ନ ପ୍ରକାର ରୋଗର କାର ଣ ପାଲଟିଛି। ସେଥିମଧ୍ୟରୁ ଏସିଡିଟି ବା ଅମ୍ଳତା ଅନ୍ୟତମ। ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ…

ଲାଭଦାୟକ କିସମିସ୍ ପାଣି, ପିଇଲେ ମିଳିବ ଏହି ରୋଗରୁ ମୁକ୍ତି

ଭୁବନେଶ୍ଵର: କିସମିସ ଶରୀର ପାଇଁ ଅନେକ ଉପକାରୀ । ଏହା ପାଟିକୁ ଯେତିକି ଭଲ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାର ହୋଇଥାଏ । କିସମିସରେ ରହିଛି ଅନେକ ଭିଟାମିନ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, କିସମିସର ପାଣି ଶରୀର ପାଇଁ କେତେ…

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଶରୀରର ଓଜନ କମ କରିବା ପାଇଁ ମଧ୍ୟ କିଛି ଲୋକ ନିୟମିତ ଭାବରେ ବ୍ୟାୟାମ କରିଥାନ୍ତି, ବିଶେଷ କରି ସକାଳେ । କିନ୍ତୁ ଖାଲି ପେଟରେ ଯଦି ଆମେ ବ୍ୟାୟାମ କରିବା ତେବେ ତାହା ଓଜନ ହ୍ରାସ କରିବା ପରିବର୍ତ୍ତେ ଏହା ଆପଣ…

ସ୍ଵାସ୍ଥ୍ୟପାଇଁ ବରଦାନ ଲିଚୁ, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ବିଶେଷକରି ଏହାକୁ ଗଛରୁ ତୋଳି ତାଜା ତାଜା ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ । ଏପରି ଭାବେ ଲିଚୁକୋଳିକୁ ଖାଇବାର ମଜା ଅଲଗା ରହିଥାଏ । କେବଳ ଯେ ଏହି ଫଳକୁ ତାଜା ଖାଆନ୍ତି ତାହା ନୁହେଁ । କେହି କେହି ଏହାକୁ ଆଇସକ୍ରିମ…

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଫଳ କମିଯିବ କୋଲେଷ୍ଟ୍ରଲ

କୋଲେଷ୍ଟ୍ରଲ ଆମ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆଜିକାଲିର ପ୍ରଭାବିତ ଜୀବନଶୈଳୀ ସହ ଏହା ବର୍ତ୍ତମାନର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ କରିଛି। କୋଲେଷ୍ଟ୍ରଲ ଦ୍ୱାରା କେବଳ ବୟସ୍କମାନେ ପୀଡିତ ହେଉ ନାହାନ୍ତି ଯୁବକମାନେ ମଧ୍ୟ ଅନେକ…

ସ୍ଵାସ୍ଥ୍ୟପାଇଁ ରାମବାଣ ସପୁରୀ ଜୁସ୍, ଇମ୍ୟୁନିଟୀ ବଢ଼ାଇବାର ଉତ୍ତମ ଉତ୍ସ

ଭୁବନେଶ୍ଵର: ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଅତ୍ୟଧିକ ଗରମ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ଆବଶ୍ୟକ । ଏହିପରି ପରିସ୍ଥିତିରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ଆଉ ଶରୀରରେ ଏହି ଜଳୀୟ ଅଂଶର ମାତ୍ରା ଠିକ୍ ରଖିବାପାଇଁ ରାମବାଣ ସଦୃଶ୍ୟ ହୋଇଥାଏ…