Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଉଜ୍ବଳ ତ୍ବଚା ପାଇଁ କେତେ ଉପକାରୀ ଆମ୍ବରୁ ପ୍ରସ୍ତୁତ ଫେସ ପ୍ୟାକ୍

ଦିଲ୍ଲୀ: ଖରା ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକେ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା କିମ୍ବା ପାଚିଲା ଆମ୍ବର ବ୍ୟବାହାର କରନ୍ତି । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ପ୍ରସ୍ତୁତ ହୋଇଥାଏ  ।  …

ଡ଼ରାଉଛି କିଡନୀ ରୋଗ: ଭୟରେ ଗ୍ରାମବାସୀ !

ନୂଆପଡ଼ା: ଡ଼ରାଉଛି କିଡନୀ ରୋଗ, ଭୟରେ ଗ୍ରାମବାସୀ । କିଡନୀ ରୋଗରେ ପୀଡିତ ହୋଇ ଦୁଇ ତିନି ବର୍ଷ ଭିତରେ ଆଠ ରୁ ଦଶ ଜଣଙ୍କର ଜୀବନ ଗଲାଣି । ବର୍ତ୍ତମାନ ତିରିଶ ରୁ ଉର୍ଦ୍ଧ ଲୋକେ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ୍ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ଓ ଜିଲ୍ଲା…

ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇଯାଆନ୍ତୁ ସାବଧାନ୍: ଜାଣନ୍ତୁ ଏହାର କାରଣ

ଭୁବନେଶ୍ଵର: ଆଜିକାଲି, ଚାପ ଓ ଚିନ୍ତା ସମେତ ଅନେକ କାରଣରୁ ମୁଣ୍ଡବିନ୍ଧାର ସମସ୍ୟା ଅତି ସାଧାରଣ ହୋଇଗଲାଣି । ମୁଣ୍ଡବିନ୍ଧାର କୌଣସି କାରଣ ନାହିଁ, କିନ୍ତୁ ଅନେକ କାରଣରୁ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସାଧାରଣତଃ ଲୋକମାନେ ମୁଣ୍ଡବିନ୍ଧାକୁ ଏକ ସାଧାରଣ ସମସ୍ୟା ଭାବରେ…

ଆପଣ ଥାଇରଏଡ ରୋଗରେ ପୀଡିତ କି? ତେବେ ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଭୁବନେଶ୍ଵର: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି । ଆଜି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଥାଇରଏଡ ରୋଗରେ ପୀଡିତ ହେଉଛନ୍ତି । ମେଦବହୁଳତା, ଖରାପ ଜୀବନଶୈଳୀ ଏବଂ ହରମୋନରେ ବ୍ୟାଘାତ ହେତୁ ଥାଇରଏଡ ସମସ୍ୟା ବୃଦ୍ଧି ପାଉଛି । ତେବେ ଦୁଇ ପ୍ରକାରର…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଲିଚି , ଓଜନ କମାଇବା ସହ ଦେଇଥାଏ ଏସବୁ ଫାଇଦା

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଲୋକମାନେ ଫଳ ଏବଂ ସବୁଜ ପନିପରିବା ଖାଇଥା’ନ୍ତି। ଏହା ଅନେକ ରୋଗକୁ ଭଲ କରିଥାଏ। ଆପଣ ଜାଣନ୍ତି କି ଗ୍ରୀଷ୍ମ ଋତୁରେ ଲିଚି ଖାଇବା ମଧ୍ୟ ଆବଶ୍ୟକ । ଲିଚି ଆପଣଙ୍କ ଶରୀରକୁ ଅନେକ ଲାଭ ଦେଇଥାଏ । ଆସନ୍ତୁ…

ଇଣ୍ଟରଭ୍ୟୁ ସମୟରେ ମନେ ରଖନ୍ତୁ ଏହି ଟିପ୍ସ, ଚୁଟ୍କିରେ ମିଳିଯିବ ଚାକିରି

ଭୁବନେଶ୍ଵର: ସରକାରୀ ଚାକିରି ହେଉ କି ବେସରକାରୀ ଚାକିରି, ଆଜିକାଲି ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ସ୍ତର ବହୁତ ବଢ଼ି ଯାଇଛି। ଏହି କାରଣରୁ ଅନେକ ବାର ପ୍ରତିଭାବାନ ପ୍ରାର୍ଥୀମାନେ ମଧ୍ୟ ଚାକିରିରୁ ବଞ୍ଚିତ ହୋଇ ରହି ଯାଉଛନ୍ତି । ଯଦି ଆପଣ କଲେଜ ପାଠପଢ଼ା ପୂରା କରି ସାରିଛନ୍ତି ଏବଂ ନିଜ…

ଅଧିକ ରୁଟି ଖାଉଥିବା ବ୍ୟକ୍ତି ସତର୍କ ହୋଇଯାନ୍ତୁ: ହୋଇପାରେ ଏମିତି ଅସୁବିଧା !

ଭୁବନେଶ୍ୱର: କ’ଣ ଆପଣ ମଧ୍ୟ ଅଧିକ ରୁଟି ଖାଉଛନ୍ତି କି ? ସାବଧାନ ହୋଇଯାନ୍ତୁ, ଅଧିକ ରୁଟି ଖାଉଥିବା କାରଣରୁ ଆପଣଙ୍କର କ୍ଷତି ହୋଇପାରେ । ଯଦି ଆପଣ ରୁଟିକୁ ଅଧିକ ଖାଆନ୍ତି, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆମେ ବଜାରକୁ ଯାଇ ଅନେକ କିଛି ଖାଇଥାଉ, କିନ୍ତୁ…

ଆପଣ ସୋରିୟାସିସ୍ ରୋଗରେ ପୀଡିତ କି? ତେବେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ

ଭୁବନେଶ୍ଵର: ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି, ଯେଉଁ କାରଣରୁ ଅନେକ ଲୋକ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଜଟିଳ ରୂପ ଧାରଣ କରୁଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ସୋରିୟାସିସ୍‌ ଆଦି ଚର୍ମ ରୋଗ…

ଧଳା ପୋଷାକରୁ କିପରି ଛଡାଇବେ ହଳଦୀ ଦାଗ: ଜାଣନ୍ତୁ ଘରୋଇ ଉପାୟ…

ଭୁବନେଶ୍ଵର: ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ । ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ । ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା…

ଘାତକ ରୋଗରୁ ମୁକ୍ତି ଦେବ ଭେଣ୍ଡି

ମୁମ୍ବାଇ: ଖରାଦିନେ ବଜାରରେ ପରିବା ଦର ଆକାଶ ଛୁଆଁ ରହୁଥିବାବେଳ  ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଏକ ଲାଳଯୁକ୍ତ ପରିବା ହୋଇଥିବା ଯୋଗୁଁ ଏହାକୁ ଖାଇବାକୁ କିଛି ଲୋକ ନାପସନ୍ଦ କରନ୍ତି । କିନ୍ତୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କରିଥାନ୍ତି । ଆପଣମାନେ…