Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ରାତିରେ ଡେରି ଯାଏଁ ଚେଇଁ ରହୁଥିବା ଲୋକ ଅଧିକ ବୁଦ୍ଧିମାନ!

ଭୁବନେଶ୍ୱର: ରାତିରେ ଡେରି ରାତି ଯାଏଁ ଚେଇଁ ରହୁଛନ୍ତି କି? ଡେରିରେ ଶୋଇ ଡେରିରେ ଉଠୁଥିବା ଲୋକ ମାନଙ୍କୁ ସମାଜରେ ବେଦାୟିତ୍ତ୍ୱ ତଥା ବହୁତ ଆଳସୁଆ ଭାବେ ଗଣ ଯାଉଥିବ ବେଳେ କିଛି ଅଲଗା ମତ ଦେଉଛି ଵିଜ୍ଞାନ। ଆଜି ଆମେ ଆପଣଙ୍କୁ ଜଣାଇବୁ ଡେରି ରାତି ରେ ଶୋଉଥିବା ଲୋକ ଆଉ ଜଲଦି ଶୋଉଥିବା…

କ’ଣ ଆପଣଙ୍କ ଦାନ୍ତ ଦୁର୍ବଳ ହୋଇଯାଉଛି କି? ଜାଣନ୍ତୁ କାରଣ

ଭୁବନେଶ୍ୱର: ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ନିଜ ଶରୀର ଉପରେ ଧ୍ୟାନ ଦେବା ପ୍ରାୟତଃ ଆମେ ସମସ୍ତେ ଭୁଲି ଯାଉଛନ୍ତି । ଏହା ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ତା ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ। କିଛି ଲୋକଙ୍କର କମ୍ ବୟସରୁ ଦାନ୍ତ ଦୁର୍ବଳ ହେବ ଆରମ୍ଭ ହୋଇ ଯାଇଥାଏ । ଅନେକ କିଛି…

ଖାଲି ଖାଦ୍ୟ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ ପୋଦିନା

ଭୁବନେଶ୍ୱର: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପୋଦିନକୁ ବ୍ୟବହାର କରାଯାଏ ! ଆମେ ଆଜି ଆପଣଙ୍କୁ କହିବୁ ପୋଦିନା କିପରି…

ତ୍ୱଚା ଚମକାଇବ କମଳା ଚୋପା ଫେସ ପ୍ୟାକ !

ଭୁବନେଶ୍ୱର: ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଦାମୀ କ୍ରିମର ବ୍ୟବହାର ପ୍ରାୟ ସମସ୍ତେ କରିଥାଆନ୍ତି। ମାତ୍ର ଏସବୁ ତ୍ୱଚାରେ ଚମକ ଆଣିବା ବଦଳରେ ଆହୁରି ଖରାପ କରିଦିଏ । ଏସବୁରେ ଥିବା କେମିକାଲ ଭାଗ ତ୍ୱଚା ପ୍ରତି ହାନିକାରକ ହୋଇଥାଏ ।…

ଅନେକ ସମସ୍ୟାରୁ ମୁକ୍ତି ଦେବ ପାନ ପତ୍ର: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତେଜପତ୍ର, ଜାଣନ୍ତୁ…

ଭୁବନେଶ୍ୱର: ତେଜପତ୍ରକୁ ପ୍ରାୟ ସମସ୍ତେ ମସଲା ଭାବେ ବ୍ୟବହାର କରିଥାଆନ୍ତି । ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ। ଜାଣନ୍ତୁ, ତେଜପତ୍ରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ... ତେଜପତ୍ରରେ କପର୍‌, ପୋଟାସିୟମ୍‌,…

ଅଭାବ ଅନଟନ ଲାଗି ରହୁଛି କି? କରନ୍ତୁ ଏହି ସବୁ କାର୍ଯ୍ୟ ଦୁରେଇ ଯିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଅର୍ଥ ଏପରି ଏକ ଜିନିଷ ଯାହାର ଅନୁପସ୍ଥିତିକୁ ସଯ୍ୟ କରିବା ଅତ୍ୟନ୍ତ କଷ୍ଟ । ଅର୍ଥ ଅଭାବ ହେଲେ ମଣିଷର ସ୍ଵଭାବ ନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । ତେବେ ଏହି ଆର୍ଥିକ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣନ୍ତୁ…

ଘରର ବାଲକୋନି ଗାର୍ଡେନକୁ ଏହିପରି କରନ୍ତୁ ଆଟ୍ରାକ୍ଟିଭ୍…

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ନିଜ ଘରକୁ ସୁନ୍ଦର ରଖିବା ପାଇଁ । ଏଥିପାଇଁ ନିଜ ଘର ଅଗଣା ଓ ବାଲକୋନିରେ ନାନା ରଙ୍ଗ ବେରଙ୍ଗର ଫୁଲ ଲଗାଇ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଅନେକ ସମୟରେ ଫୁଲ ଓ ପତ୍ର ଶୁଖି ବାଲକୋନିରେ ଝାଉଁଳି ପଡିଥାଏ । ଫଳରେ…

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…