Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ୍‌ ଦେଉଛନ୍ତି କି ?

ବର୍ତ୍ତମାନ ସ୍ମାର୍ଟଫୋନର ବ୍ୟବହାର ଅଧିକ ମାତ୍ରାରେ ହେଉଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନର ବ୍ୟବହାର କରିଥାଆନ୍ତି । କିନ୍ତୁ ଛୋଟ ପିଲାମାନଙ୍କ ସ୍ମାର୍ଟଫୋନ୍ ବ୍ୟବହାର ତାଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ…

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ…

ଜହ୍ନି ଖାଇବା ଦ୍ୱାରା ଏହି ସବୁ ରୋଗରୁ ପାଇବେ ମୁକ୍ତି

ଜହ୍ନି ଏକ ଲୋକପ୍ରିୟ ପରିବା । ଜହ୍ନିକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଅନେକ ତରକାରୀରେ ମଧ୍ୟ ଆମେ ଜହ୍ନି ବ୍ୟବହାର କରିଥାଉ । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନିକୁ ପସନ୍ଦ କରନ୍ତି ନାହିଁ । ଜହ୍ନି ଏକ କମ୍ କ୍ୟାଲୋରୀଯୁକ୍ତ ପନିପରିବା, ଯାହା ଫାଇବର, ଭିଟାମିନ୍ ସି ଏବଂ…

ଖରାଦିନେ ଲଗାନ୍ତୁ ପୁଦିନା ଫେସ୍‌ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ତ୍ୱଚା ସୁନ୍ଦର ଦିଶିବା ପାଇଁ ମହିଳା ମାନେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ମାସ୍କ ମଧ୍ୟ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ପୁଦିନା ଫେସ୍‌ ମାସ୍କ ତିଆରି କରିବାର ପଦ୍ଧତି କହିବୁ । ଯାହା ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବା ସହ ତ୍ୱଚା…

କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍‌ ?

ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବିଶେଷ କରି ସକାଳ ସମୟରେ ବ୍ୟୟାମ କରିବା ଶରୀର ପାଇଁ ଅଧିକ ଫାଇଦାବନ୍ତ ହୋଇଥାଏ । ତେବେ ବ୍ୟାୟାମର ସଠିକ ସମୟ ହେଉଛି ଧ୍ୟାନ। ଆପଣ କେତେବେଳେ ବ୍ୟାୟାମ ପାଇଁ ସମୟ ବାହାର କରିପାରୁଛନ୍ତି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ…

ପତଳାପଣକୁ ନେଇ ଚିନ୍ତିତ କି ? ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ ଏହିସବୁ ସାମଗ୍ରୀ, ମାସକରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଯେମିତି ମୋଟାପଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଏ ସେମିତି ପତଳା ଲୋକେ ବି ନିଜ ଶରୀରକୁ ନେଇ ଖୁବ୍ ଚିନ୍ତିତ ଥାନ୍ତି। ପତଳା ଲୋକେ ଫିଟ୍ ଦେଖା ଯାଉନଥିବାରୁ ବିଭିନ୍ନ ପାର୍ଟି ଫଙ୍ଗସନରେ ନିଜକୁ ଅସ୍ୱାଭାବିକ ମନେ କରିବା ସହ ଏଭଳି କାର୍ଯ୍ୟକ୍ରମଗୁଡିକୁ ଯିବା ଓ କିମ୍ବା…

ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦିନନାଥ…

ଏପରି ଶୋଉଛନ୍ତି କି ? ଶୋଇବା ଶୈଳୀରୁ ଜାଣନ୍ତୁ କ’ଣ ରହିଛି ଫାଇଦା….

ସୁସ୍ଥ ଜୀବନଶୈଳୀ ପାଇଁ ସମୟସୀମାରେ ଖାଦ୍ୟ ଗ୍ରହଣ ଏବଂ ଶୋଇବା ନିତାନ୍ତ ଆବଶ୍ୟକ । ଯାହାଦ୍ୱାରା ମେଟାବେଲିଜିୟମ ମଧ୍ୟ ଠିକ୍‌ ରୁହେ । ଯେଉଁଥିରେ ଆପଣଙ୍କ କ୍ୟାଲୋରୀ ନିୟନ୍ତ୍ରଣରେ ରହିଥାଏ । ଆଉ ଆପଣ ସୁସ୍ଥ ରହିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି କେଉଁ ପାର୍ଶ୍ୱରେ ଶୋଇବା ଦ୍ୱାରା…

ଶିଶୁକୁ କଜ୍ଜଳ ଲଗାଉଛନ୍ତି କି ?

ସାଧାରଣତଃ ପ୍ରତିଟି ପରିବାରରେ ଶିଶୁକୁ କଜ୍ଜଳ ଲଗାଇ ଥାଆନ୍ତି । ଶିଶୁକୁ କଜ୍ଜଳ ଲଗାଇବା ପାଇଁ ବୟୋଜ୍ୟେଷ୍ଠ ମାନେ ପରାମର୍ଶ ମଧ୍ୟ ଦେଇଥାଆନ୍ତି । ତାଙ୍କ ମତରେ ଶିଶୁକୁ କଜ୍ଜଳ ଲଗାଇବା ଦ୍ୱାରା କାହାର ନଜର ଲାଗିନଥାଏ । କିନ୍ତୁ ଶିଶୁଙ୍କୁ କଜ୍ଜଳ ଲଗାଇବା ନେଇ ବୈଜ୍ଞାନିକଙ୍କ ବଡ଼ ଖୁଲାସା ।…