Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହିସବୁ ରୋଗ…..

ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ମଣିଷ ସମୟ ସମୟରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ  । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ…

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ…

ମୋଟାପଣ ଦୂର କରେ କଳା ଜିରା….

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ କଳା ଜିରା । ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସ୍ୱାସ୍ଥ୍ୟ…

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

ଫ୍ରିଜ୍‌ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ସେଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି ।…

ସାରା ଦେଶରେ କାଶ, ଜ୍ବର ବ୍ୟାପିଛି: ଜାଣନ୍ତୁ ଏହାର କାରଣ ଏବଂ ନିରାକାରଣ

ନୂୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ପରେ ଆଡେନୋଭାଇରସ୍ ଏବଂ ସ୍ୱାଇନ୍ ଫ୍ଲୁ ଭଳି ରୋଗ ବ୍ୟାପିବାରେ ଲାଗିଛି। ସ୍ୱାଇନ୍ ଫ୍ଲୁର ସବ କ୍ୟାଟାଗୋରୀ ହେଉଛି H3N2 ଭୂତାଣୁ। କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ ବାରମ୍ବାର ଛିଙ୍କିବାରେ ଅଧିକାକଂଶ ଲୋକ ପୀଡ଼ିତା। ବିଶେଷକରି ଉତ୍ତର ଭାରତ ଅଞ୍ଚଳରେ ଏହି…

ବିବାହ ପରେ ମହିଳା ମାନେ କାହିଁକି ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି ?

ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । କଥା କଥାରେ ଲୋକେ କୁହନ୍ତି ସବୁଠୁ ଜଟିଳ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ । ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ…

କାହିଁକି ପାଳନ କରାଯାଏ ହୋଲି ? ଏହା ପଛର କ’ଣ ରହିଛି ରହସ୍ୟ…

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ତେବେ ହୋଲି ପର୍ବ ପାଳନ ପଛରେ ଭିନ୍ନ…

ଏସବୁ କଥାକୁ ଦିଅନ୍ତୁ ଗୁରୁତ୍ୱ, ଶାଶୁ-ବୋହୂ ସମ୍ପର୍କରେ ଆସିଯିବ ସୁଧାର

ଆପଣଙ୍କ ବୋହୂ ଆପଣଙ୍କ କଥା ଶୁଣୁନାହିଁ କି କିମ୍ବା ଆପଣଙ୍କ ଶାଶୁ ଆପଣଙ୍କ ଉପରେ ସବୁବେଳେ ରାଗୁଛନ୍ତି କି? ସବୁବେଳେ ଛୋଟମୋଟ କଥାକୁ ନେଇ ଆପଣଙ୍କ ଘରେ ଝଗଡା ହେଉଛି କି? ଆପଣ କଣ ଚାହୁଁଛନ୍ତି ସିଏ ବୁଝିପାରୁନାହାନ୍ତି କି? ଏହା ଦ୍ୱାରା ପରିବାରରେ ସବୁବେଳେ ମନୋମାଳିନ୍ୟ ରହୁଛି କି? ଯଦି ହଁ,…

ଫୋନ୍‌ ଦେଖି ଦେଖି ଖାଦ୍ୟ ଖାଉଛନ୍ତି କି ! ତେବେ ଦେଖା ଦେଇପାରେ ଏହି ସମସ୍ୟା…..

ଆଜିକାଲିର ଫ୍ୟାସନ୍‌ ଖାଦ୍ୟ ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା । ପିଲା ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଦେଖିବାକୁ ମିଳି ଏହି ଦୃଶ୍ୟ । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିପାରେ । ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ…