Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଜିମ୍ ଉପକରଣରେ ଟୟଲେଟ ସିଟ୍ ଠାରୁ ଅଧିକ ବ୍ୟାକ୍ଟେରିଆ

ଭୁବନେଶ୍ୱର: କେବଳ ଘର ନୁହେଁ ପ୍ରତ୍ୟକ ସ୍ଥାନରେ ରହିଛନ୍ତି କୀଟାଣୁ। ଘରେ ଥିବା ସ୍ବିଚ ବୋର୍ଡ, ବେସିନ , ତକିଆ, ଟିଭି, ଏସି ବାଲକୋନୀ ଭଳି ଅନେକ ସ୍ଥାନରେ ଥାଆନ୍ତି ବ୍ୟାକ୍ଟେରିଆ। ସବୁଠୁ ଅଧିକ ବ୍ୟାକ୍ଟେରିଆ ଟୟଲେଟ ସିଟରେ ଦେଖିବାକୁ ମିଳିଥାଏ। ଏକ ନୂଆ ଗବେଷଣା ଅନୁସାରେ ଜିମ ଲଭରଙ୍କ ପାଇଁ…

ଦିନବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

ମାରାତ୍ମକ ରୋଗ କାଲାଆଜାର, ନେଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କାଲାଆଜାର ହେଉଛି ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ l ଏହି ରୋଗ ବିହାର ସମେତ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ବର୍ତ୍ତମାନ ଏହା ଭାରତରୁ ପ୍ରାୟ ବିଲୁପ୍ତ ହେବାକୁ ଯାଉଛି। କ୍ରମାଗତ ଦୁଇ ବର୍ଷ ହେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଦୂର କରିବା ପାଇଁ…

ଶୀତଦିନେ ଗିଜର ପାଣିରେ ସ୍ନାନ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା

ଶୀତ ଋତୁ ଆସିଲାଣି। ଏହି ଋତୁରେ, ଲୋକମାନେ ପ୍ରବଳ ଥଣ୍ଡା ଠାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। କିଛି ଲୋକ ଏହି ଋତୁରେ ଅନେକ ଦିନ ସ୍ନାନ ନକରି ରହିଥା’ନ୍ତି, ଯେତେବେଳେ କି ଅନେକ ଲୋକ ପ୍ରତିଦିନ ଗିଜରର ଗରମ ପାଣି ଦ୍ୱାରା ସ୍ନାନ କରନ୍ତି। ଗିଜର ପାଣିରେ ଗାଧୋଇବା…

ଗନ୍ଧମାର୍ଦ୍ଦନ ଯୋଗାଇଦେବ କର୍କଟ ଭଳି ଦୁରାରୋଗର ଔଷଧ…

ସମ୍ବଲପୁର: ପୁଣି ଗବେଷଣାରେ ଆଉ ପାଦ ଆଗକୁ ଆଗେଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ମିଶ୍ରଣରୁ ମଧୁମେହ ଔଷଧର ପେଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ…

ମଧୁମେହ ରୋଗୀ ଛାଡିଦିଅନ୍ତୁ ଅତ୍ୟଧିକ ଚିନ୍ତା, ନଚେତ୍ ହୋଇପାରେ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା

ଯଦି ଆପଣ ଅତ୍ୟଧିକ ଚାପ ନିଅନ୍ତି ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେତେବେଳେ ଚାପ ବଢେ, ଶରୀର ଅନେକ ପ୍ରକାରର ହରମୋନ୍ ମୁକ୍ତ କରିଥାଏ, ଯାହା ରକ୍ତରେ ଗ୍ଲୁକୋଜର ପରିମାଣ ବଢାଇପାରେ। ଏହାର ଅର୍ଥ ମଧୁମେହ ରୋଗୀଙ୍କ ଉପରେ ଚାପ ଖରାପ ପ୍ରଭାବ ପକାଇପାରେ। ଯେତେବେଳେ…

କାନ୍ଦିବା ବେଳେ କାହିଁକି ନାକରୁ ବାହାରେ ପାଣି?

ଭୁବନେଶ୍ବର: ଆମେ କାନ୍ଦିବା ବେଳେ ଆମ ଆଖିରୁ ଲୁହ ବୋହିବା ସଙ୍ଗେ ସଙ୍ଗେ ଆମ ନାକରୁ ମଧ୍ୟ ପାଣି ବୋହିବା ଆମେ ସମସ୍ତେ ଲକ୍ଷ କରିଛେ । ହେଲେ କ’ଣ ଆପଣ ଜାଣନ୍ତି, ଆମେ କାନ୍ଦିବା ବେଳେ କାହିଁକି ନାକରୁ ପାଣି ବାହାରେ? କାହିଁକି ନାକ ଜାମ୍ ହୋଇଯାଏ? ଯେମିତି ଲାଗେ ସତେ ଆମକୁ ଆଉ ଥଣ୍ଡା…

ଚକୋଲେଟ୍ ଖାଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ…

ଭୁବନେଶ୍ଵର: ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ…

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ନୂଆଦିଲ୍ଲୀ: ଏମ୍‌ପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ମଞ୍ଜୁରୀ ମିଳିଛି।  ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି ରୋଗକୁ ଜନସ୍ବାସ୍ଥ୍ୟ ଏମର୍ଜେନ୍ସି ଭାବରେ ଘୋଷଣା କରାଯାଇଛି। ଏହି ରୋଗରେ…