Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଏହି ତିନୋଟି ରୋଗ ପାଇଁ ରାମ ବାଣ ଅଟେ ପୋଟଳ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ନୂଆଦିଲ୍ଲୀ: ଏବେ ଆରମ୍ଭ ହୋଇଯାଇଛି ପୋଟଳ ର ଋତୁ । ଆପଣ ବଜାରରେ ସହଜରେ ଏହି ପରିବା ପାଇପାରିବେ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରିଥାନ୍ତି । କେତେକ ସ୍ଥାନରେ ପୋଟଳରେ ଭଜା, ତରକାରି, ପୋଟଳ ରସା, ଡାଲମା ଆଦି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଏହା ଯେପରି…

ସକାଳୁ ଉଠି ପ୍ରଥମେ ପିଅନ୍ତୁ ଅଁଳା ପାଣି, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅଁଳାର ଫାଇଦା ବିଷୟରେ ଅବଗତ ଥିବେ । ଅଁଳାର ପୁଷ୍ଟିକର ମୂଲ୍ୟକୁ ଦେଖିବାକୁ ଗଲେ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ | ଅଁଳାରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବସ୍, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି,…

କେମିତି ବଞ୍ଚିବେ ଶହେ ବର୍ଷ: ଖାଦ୍ୟ ପେୟରେ ଆପଣାନ୍ତୁ ଶସ୍ତା ଓ ସୁବିଧାରେ ମିଳୁଥିବା ଏହି ୬ ଜିନିଷ

ଭୁବନେଶ୍ୱର:  ଆଜିର ଏଇ  ଦୁନିଆରେ ଲୋକଙ୍କ ଜୀବନଶୈଳୀ ବହୁତ ବଦଳି ଯାଇଛି। ବ୍ୟସ୍ତବହୁଳତା ଯୋଗୁଁ ଲୋକମାନେ ଖରାପ ଜୀବନଶୈଳୀକୁ ଆପଣେଇବାରେ ଲାଗିଛନ୍ତି। ଏହି ଖରାପ ଜୀବନ ଶୈଳୀ ଯୋଗୁଁ ଧୀରେ ଧୀରେ ଲୋକଙ୍କ ବୟସ‌ କମିବାରେ ଲାଗିଛି। ହେଲେ ଦୁନିଆରେ ଏବେ ବି ଏମିତି କିଛି ଦେଶ ଅଛି,  ଯେଉଁଠି…

ଓଜନ ହ୍ରାସ ପାଇଁ ଅଣ୍ଡା ଖାଉଛନ୍ତି କି? ତେବେ ଜାଣନ୍ତୁ ଏହାର ସଠିକ୍ ଉପାୟ

ଭୁବନେଶ୍ଵର: ଓଜନ ହ୍ରାସ କରିବାରେ ଅଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମିଳିଥାଏ | ଡାଏଟିସିଆନଙ୍କ ଅନୁଯାୟୀ, ଅଣ୍ଡା ଖାଇବା ଦ୍ଵାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଜଣକୁ ଶୀଘ୍ର ଭୋକ ଲାଗେ ନାହିଁ । ପ୍ରୋଟିନ୍ ବ୍ୟତୀତ…

ଆପଣଙ୍କ ପିଲା ମଧ୍ୟ ମୋବାଇଲ୍ ପାଇଁ ଜିଦ୍ କରୁଛି କି, ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ଵର: ଆଜିର ସମୟରେ ମୋବାଇଲ୍ ଏପରି ଏକ ଜିନିଷ ହୋଇଯାଇଛି ଯାହା ବିନା ତୁମେ କିଛି କରିବାକୁ ଚିନ୍ତା ମଧ୍ୟ କରିପାରିବ ନାହିଁ | ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ନିଶ୍ଵାସ ନେବା ଯେତିକି ଜରୁରୀ ମୋବାଇଲ ମଧ୍ୟ ସେତିକି ଜରୁରୀ ହୋଇପଡିଛି । ସକାଳୁ ନିଜ ଭାଙ୍ଗିବା ପରଠାରୁ ରାତିରେ ନିଦ…

ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣଗୁଡ଼ିକ ଭିଟାମିନ୍ ଡି ଅଭାବର କାରଣ, ଜାଣନ୍ତୁ କେଉଁ ଲୋକମାନେ ହୁଅନ୍ତି ବେଶି…

ନୂଆଦିଲ୍ଲୀ: ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ଡି ଶରୀର ପାଇଁ କ୍ୟାଲସିୟମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । ଶରୀରରେ ଭିଟାମିନ୍ ଡି ର ଅଭାବ ହେତୁ ହାଡ ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତି ର ଶରୀରରେ ହାଡ ସମ୍ବନ୍ଧୀୟ…

ପ୍ରତିଦିନ ପିଅନ୍ତୁ ମୌସମ୍ବି ଜୁସ୍, ମିଳିବ ଜବରଦସ୍ତ ଫାଇଦା…

ଭୁବନେଶ୍ଵର: ଆମ ଶରୀର ପାଇଁ ଜୁସ୍ ଏକ ଲାଭଦାୟକ ଜିନିଷ । ଏହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଶରୀରକୁ କୁ ସମ୍ପୂର୍ଣ୍ଣ ଫିଟ୍ ରଖିବା ପାଇଁ, ଆମକୁ ପ୍ରତିଦିନ ଜୁସ୍ ପିଇବା ନିହାତି ଆବଶ୍ୟକ । ଅନେକ ଲୋକଙ୍କୁ ମୌସମ୍ବି ଜୁସ୍ ପିଇବାକୁ ବହୁତ ଭଲ ଲାଗେ ।…

ମାଟିଆ, କଳା, ନାଲି ନା ଧଳା, ଜାଣନ୍ତୁ କେଉଁ ରଙ୍ଗର ଚାଉଳ ଶରୀର ପାଇଁ ବେଶି ଲାଭଦାୟକ

ଭୁବନେଶ୍ଵର: ସାଧାରଣତଃ ସମସ୍ତ ଭାରତୀୟଙ୍କ ଘରେ ଧଳା ଚାଉଳ ଖିଆଯାଏ । ଏହା ଖାଇବାରେ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଏବଂ ସବୁଠାରୁ ବଡ କଥା ହେଲା ଏହାକୁ ରାନ୍ଧିବା ପ୍ରଣାଳି ଅତି ସହଜ । ତେବେ କଣ ଆପଣ ଜାଣନ୍ତି କି ଧଳା ଚାଉଳ ଛଡା କିଛି ଲୋକ କଳା, ମାଟିଆ ଏବଂ ନାଲି ଚାଉଳ ଖାଇଥାନ୍ତି । ଏହି…

ବିଶ୍ଵ କର୍କଟ ଦିବସ: ଯତ୍ନର ବ୍ୟବଧାନ ବନ୍ଦ କର

ଭୁବନେଶ୍ଵର: ଆଜି ବିଶ୍ଵ କର୍କଟ ଦିବସ | ଲୋକ ମାନଙ୍କୁ ଏହି ରୋଗ ବିଷୟରେ ଶିକ୍ଷିତ କରିବା, ସଚେତନ କରିବା ତଥା ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟାନୁଯାୟୀ ପଦକ୍ଷେପ ଗ୍ରହଣ କରିବା ହେଉଛି ଏହି  ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ | ସହସ୍ରାଧିକ ଲୋକଙ୍କୁ ଏହି ରୋଗ କବଳରୁ ରକ୍ଷା କରିବା…

ନିଦ୍ରାହୀନତାରୁ ମିଳିବ ମୁକ୍ତି, ରାତିରେ ପିଅନ୍ତୁ କ୍ଷୀର ସହିତ ଗୁଡ

ଭୁବନେଶ୍ଵର: ପ୍ରତିଦିନ କ୍ଷୀର ପିଇବା ଦ୍ଵାରା ଶରୀରକୁ ଅନେକ ଉପକାର ମିଳିଥାଏ । ଅନେକ ଲୋକ କ୍ଷୀର ସହିତ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି । ତେବେ କ୍ଷୀର ସହିତ ମିଠା ଖାଇବା ସ୍ଵାସ୍ଥ୍ୟ ପାଇଁ କିଛି ମାତ୍ରାରେ ଜରୁରୀ ବି ହୋଇଥାଏ | ଯଦି ଆପଣ ପ୍ରତିଦିନ ରାତିରେ କ୍ଷୀର ଏବଂ ଗୁଡ ଖାଇ…