Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

କ’ଣ ଏହି ସିକେଲ ସେଲ୍ ରୋଗ, ଯାହା ସାରା ଦେଶରୁ ଓଡ଼ିଶାର ୨୦ଟି ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତ ୨୦୪୭ ସୁଦ୍ଧା ସିକେଲ ସେଲ୍ (ରକ୍ତ ଶିକୁଳି) ରୋଗକୁ ଦୂର କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନ୍ୟାସନାଲ ସିକଲ୍ ସେଲ୍ ଆନିମିଆ ଏଲିମିନେସନ ମିଶନ ନାମରେ ପରିଚିତ ଏହି…

କ’ଣ ଆପଣ ମଧ୍ୟ ପ୍ରେସର କୁକରରେ ଡାଲି ରାନ୍ଧୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ ଏହି କଥା…

ଭୁବନେଶ୍ଵର: ଆମ ଭାରତୀୟ ସଂସ୍କୃତିରେ କିଛି ଜିନିଷ ଖାଇବାର ପ୍ରଥା ଦୀର୍ଘ ଦିନ ଧରି ରହିଆସିଛି | ଉଦାହରଣ ସ୍ଵରୁପ ଡାଲି । ଭାରତୀୟ ମାନଙ୍କ ମଧ୍ୟାହ୍ନ ଭୋଜନରେ ଡାଲି ବିଶେଷ ଗୁରୁତ୍ଵ ବହନ କରିଥାଏ । ଭାରତର ବିଭିନ୍ନ ସ୍ଥାନରେ ଏହି ଡାଲିକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ | କିନ୍ତୁ…

ଅନେକ ରୋଗ ପାଇଁ ରାମବାଣ ଏହି ପତ୍ର, ସବୁଠାରୁ ଇଫେକ୍ଟିଭ୍ ଦେଶୀ ଆଣ୍ଟିବାୟୋଟିକ୍…

ଭୁବନେଶ୍ଵର: ଆଜିକାଲି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେବଳ ଯେ କରୋନା ସଂକ୍ରମଣ ତାହା ନୁହେଁ, ଅନ୍ୟ ସଂକ୍ରାମକ ରୋଗ ମଧ୍ୟ ଏହି ଋତୁରେ ଶୀଘ୍ର ବ୍ୟାପିଥାଏ | ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତି । କିନ୍ତୁ ଏହି…

ହାଡ ଭଙ୍ଗା ଶୀତରେ ଶରୀରକୁ ଗରମ ପ୍ରଦାନ କରେ ଏହି ସୁପ୍, ସ୍ଵାସ୍ଥ୍ୟ ପାଇଁ ରାମବାଣ, ଘରେ ବି କରିପାରିବେ ପ୍ରସ୍ତୁତ୍

ଭୁବନେଶ୍ଵର: ସାଧାରଣତଃ ଶୀତଦିନେ ଗରମ ରହିବା ପାଇଁ ବିଭିନ୍ନ ପ୍ରକାରର ସୁପ୍ କରି ପିଇବାକୁ ପସନ୍ଦ କରିଥାନ୍ତି । ତାହା ଯେତିକି ସ୍ୱାଦିଷ୍ଟ ହୋଇଥାଏ, ସେଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ସେତିକି ଲାଭ ଦାୟକ ମଧ୍ୟ ହୋଇଥାଏ । ପିଲା ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ପ୍ରାୟତଃ ସୁପ୍…

କ’ଣ ଆପଣଙ୍କୁ ବି ହେଉଛି ବାରମ୍ବାର ବାରମ୍ବାର ମିଠା ଖାଇବାର ଇଚ୍ଛା, ତେବେ ହୋଇପାରେ ଏହି ବଡ ରୋଗର ଲକ୍ଷଣ, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ କୌଣସି ବିଶେଷ ମୂହୁର୍ତ୍ତରେ ମିଠା ବିନା ପୁରା ଉତ୍ସବ ହିଁ ଅସମ୍ପୂର୍ଣ୍ଣ ପରି ମନେହୁଏ | ଅନେକ ଲୋକ ତ ମିଠା ଖାଇବାପାଇଁ ବିଭିନ୍ନ ପ୍ରକାରର ବାହାନା ଖୋଜିଥାନ୍ତି | ମିଠା ସ୍ୱାସ୍ଥ୍ୟ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ ବୋଲି ଜାଣିବା ପରେ ମଧ୍ୟ ସେମାନେ ମିଠାରୁ ମୁହଁ…

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି

ନୂଆଦିଲ୍ଲୀ: ସାଧାରଣତଃ ଫିଟ୍ ଆଉ ଫାଇନ୍ ରହିବାକୁ କିଏ ବା ନଚାହେଁ  । ନିଜ ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କିଛି ଲୋକ ସାଧାରଣତଃ ସକାଳୁ ଜୁସ୍ ପିଇବାକୁ ଭଲ ପାଆନ୍ତି  । ତେବେ ଆସନ୍ତୁ ଜାଣିବା ଏମିତି କିଛି ଜୁସ୍ ସମ୍ପର୍କରେ , ଯାହାକୁ ସକାଳେ ପିଇବା…

ଶୀତଦିନେ ବେଶି ଖାଆନ୍ତୁନି ଏହି ପରିବା !

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧାରଣତଃ ବିଭିନ୍ନ  ପ୍ରକାର ପନି ପରିବା ଖାଇଥାଉ  । ସେଥିମଧ୍ୟରୁ  ପାଳଙ୍ଗ ଶାଗ ଅନ୍ୟତମ  । ଗାଁର ଲୋକପ୍ରିୟ ପନିପରିବା ମଧ୍ୟରେ ଏହି ପରିବା ଏକ ପୁଷ୍ଟିକର ଖାଦ୍ୟ ଭାବରେ ଜଣାଶୁଣା । କିନ୍ତୁ ଅନେକ ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ଏହା…

ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ବାସ୍ କ୍ଷୀରରେ ମିଶାନ୍ତୁ ଏହି ଜିନିଷ, ଛୁଇଁ ପାରିବାନି କୌଣସି ରୋଗ…

ଭୁବନେଶ୍ଵର: ଶୀତଦିନେ ବିଶେଷ ଭାବରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ । ନଚେତ୍ ଅନେକ ରୋଗର ଆଶଙ୍କା ବଢିଯାଏ | ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ | ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ମୋଟା ପୋଷାକ ପିନ୍ଧିବାକୁ ପରାମର୍ଶ…

ପାଣି ପିଅ , ଓଜନ କମାଅ

ନୂଆଦିଲ୍ଲୀ : ଆଜିକାଲିକା ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କିଏ ଡାଏଟ୍ ରେ ରହୁଛି ତ ଆଉ କିଏ ଜିମ୍ ଯାଉଛି  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ନିୟନ୍ତ୍ରଣରେ ରଖିପାରିବା  ।  ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ…

ହୃଦ୍ ରୋଗୀଙ୍କ ପାଇଁ ରାମବାଣ

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧରଣତଃ ବିଭିନ୍ନ ପ୍ରକାର ଫ୍ରେସ୍ ପନିପରିବା ଖାଇଥାଉ  । ସେଥିମଧରୁ ଏକ ପରିବା ହେଉଛି ଭେଣ୍ତି  । ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି। ଏହା ବଜାରରେ ଅତି ସହଜରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି , ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ…