Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଉପକାରୀ ପିସ୍ତା ବାଦାମ, ବଡ ଠୁ ବଡ ରୋଗର ବି ହୁଏ ସମାଧାନ

ଭୁବନେଶ୍ଵର: ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ ।…

ଅଧିକ ମାତ୍ରାରେ ଆଳୁର ସେବନ ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି…

ଭୁବନେଶ୍ଵର: ଆମେ ପ୍ରତିଦିନ ଖାଦ୍ୟରେ ଆଳୁର ବ୍ୟବହାର କରିଥାଉ । ଖାଉଥିବା ପ୍ରତ୍ୟକ ଖାଦ୍ୟରେ ଆଳୁ ପଡିଥିଲେ ତ କଥା ସରିଲା । ସେ ଛୁଆ ହୁଅନ୍ତୁ କିମ୍ବା ବୟସ୍କ । ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଆଳୁ । କିନ୍ତୁ ଆଳୁର ଅତ୍ୟଧିକ ସେବନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କହିବାକୁ ଗଲେ,…

ଶରୀରକୁ ସୁସ୍ଥ ରଖେ ନାଲି କାଇ ଚଟଣୀ; କେବଳ ଓଡ଼ିଶାରେ ମିଳୁଛି…

ଭୁବନେଶ୍ଵର: ଆପଣ କେବେ କାଇ ଚଟଣୀ ଖାଇଛନ୍ତି କି? ନିକଟରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କୁରୁକୁଟିକୁ ମିଳିଥିଲା GI ମାନ୍ୟତା । ଏହାକୁ ନାଲି ପିମ୍ପୁଡି ଚଟଣୀ କିମ୍ବା କାଇ ପିମ୍ପୁଡି ଚଟଣୀ ମଧ୍ୟ କୁହାଯାଏ । ଜଙ୍ଗଲଜାତୀୟ ଦ୍ରବ୍ୟ ମଧ୍ୟରୁ ଏହା ଅନ୍ୟତମ । କାରଣ ଏହି…

ମୂଲ୍ୟ ଯେପରି ଗୁଣ ବି ସେପରି, ସ୍ଵାସ୍ଥ୍ୟ ପାଇଁ ରାମବାଣ କେସର

ଭୁବନେଶ୍ଵର: ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ସାଫ୍ରନ୍ ବା କେସର ହେଉଛି ଏକ ସୁଗନ୍ଧିତ ଫୁଲର ଏକ ଛୋଟ ଅଂଶ ଯାହାର ବାସ୍ନା ମହୁ ପରି ହୋଇଥାଏ । ଆମ ଦେଶରେ ଏହା ବ୍ୟାପକ ଭାବରେ ଚାଷ କରାଯାଏ । ବାଇଗଣୀ ରଙ୍ଗର ଏହି ଫୁଲ ଶରତର ଆରମ୍ଭରେ ୧୦-୨୫ ସେମି ଉଚ୍ଚରେ ବଢ଼ିଥାଏ । କେସର ହେଉଛି…

ଗୋଟେ ଚାମଚ ମେୟୋନିଜ୍ ରେ ଅଛି ଏତିକି ତେଲ…. ଯଦି ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ଦେଖିବାକୁ ଧଳା ଏବଂ ସ୍ଵାଦରେ ଖଟା ମିଠା ଲାଗୁଥିବା ମେୟୋନିଜ୍ ଆଜିକାଲି ଯୁବପିଢିଙ୍କର ପ୍ରଥମ ପସନ୍ଦ । ଅନେକ ଫାଷ୍ଟଫୁଡ୍ ଖାଦ୍ୟରେ ମେୟୋନିଜ୍ ବହୁଳ ଭାବରେ ବ୍ୟବହୃତ ହୁଏ । ଆଜିକାଲି ସାଣ୍ଡୱିଚ୍, ପିଜା, ପାସ୍ତା, ବର୍ଗର, ଚିଲି ଆଳୁ ଇତ୍ୟାଦିରେ ମେୟୋନିଜ୍ ବ୍ୟବହାର କରାଯାଏ |…

ଆଚାର ଖାଇବାକୁ ଭଲ ପାଆନ୍ତି କି ? କ୍ଷତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଯଦି ଭାରତକୁ ଆଚାର ଦେଶ କୁହାଯାଏ ତେବେ ବୋଧହୁଏ ଭୁଲ୍ ହେବନାହିଁ । କାରଣ ଏଠାରେ ସମସ୍ତ ପ୍ରକାରର ଆଚାର ସବୁ ସମୟରେ ବହୁ ସହଜରେ ମିଳିଯାଏ । ଯାହାକୁ ଲୋକମାନେ ବେଶ୍ ସରାଗରେ ସବୁ ସମୟରେ ଖାଇବାରେ ଖୋଜିଥାଆନ୍ତି । ବେଳେ ବେଳେ ଏପରି ମଧ୍ୟ ଦେଖିବାକୁ ମିଳେ ଯେ ଅନେକ ଲୋକ ଗାଁ ରୁ…

ହାର୍ଟକୁ ସୁସ୍ଥ ରଖେ ନାଲି ଲଙ୍କା, ଜାଣନ୍ତୁ କିପରି …

ଭୁବନେଶ୍ଵର: ଅଧିକାଂଶ ଘରେ ଖାଦ୍ୟ ଏବଂ ମସଲାରେ ନାଲି ଲଙ୍କା ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ଵାଦ ବଢାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେମ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ନାଲି ଲଙ୍କା ବେଶ୍ ଉପଯୋଗୀ । ନାଲି ଲାଙ୍କାରେ ରହିଛି ଚମତ୍କାରୀ ଗୁଣ । ଏହା ହୃଦୟକୁ ସୁସ୍ଥ…

ବାରି ବଗିଚାରେ ମିଳୁଥିବା ଏକ ସାଧାରଣ ଫୁଲ ଗଛରୁ ମିଳିପାରେ କର୍କଟ ଭଳି ଭୟଙ୍କର ରୋଗରୁ ନିସ୍ତାର । ଜାଣନ୍ତୁ…

ଭୁବନେଶ୍ଵର: ଆଜିକା ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି । ପାଗ ବଦଳିବା ହେତୁ ଜ୍ଵର, ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ବି ଲାଗି ରହିଛି । ଏମିତିରେ ରୋଗରୁ ଇମ୍ୟୁନିଟି ପାୱାର୍ ବା ରୋଗ ପ୍ରତିରୋଧକ କ୍ଷମତା ବି ଦୁ୍ର୍ବଳ ହୋଇ ଯାଇଥାଏ । ତେବେ ଶରୀରରେ ଇମ୍ୟୁନ୍ ପାୱାର୍ କୁ…

ସାବଧାନ ! ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି ? ହୋଇପାରେ ଓଜନ ବୃଦ୍ଧି 

 ଭୁବନେଶ୍ଵର;  କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆପଣମାନେ ଦେଖିଥିବେ, ଅନେକ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିଛି ବ୍ୟକ୍ତିଙ୍କର…

ଶୀତ ଦିନେ ଅନେକ ରୋଗରୁ ଫାଇଦା ଦିଏ ମହୁ, ଜାଣନ୍ତୁ କିପରି କରିବେ ସେବନ

ଭୁବନେଶ୍ଵର: ମହୁ ଏକ ଅନନ୍ୟ ପ୍ରାକୃତିକ ଉପାଦାନ । ଫୁଲରେ ଥିବା ମହୁ ପ୍ରକୃତରେ ମହୁମାଛି ଦ୍ୱାରା ସଂଗୃହିତ ହୋଇଥାଏ । ମହୁମାଛିମାନଙ୍କର ଏକ ଗୋଷ୍ଠୀ ସେମାନଙ୍କର ଆବଶ୍ୟକତା ପାଇଁ ମହୁ ସଂଗ୍ରହ କରିବାକୁ ଏକତ୍ରିତ ହୁଅନ୍ତି । ଶୁଦ୍ଧ, ପ୍ରାକୃତିକ ମହୁର ଅନେକ ଉପକାର ଅଛି । ଆୟୁର୍ବେଦରେ ମହୁରୁ…