Latest Odisha News
Browsing Category

ସ୍ୱାସ୍ଥ୍ୟ

ଅତ୍ୟଧିକ କେଶ ଝଡ଼ୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ଦାମୀ ବ୍ରାଣ୍ଡର ଶାମ୍ପୂ କିମ୍ବା କଣ୍ଡିସନର ବ୍ୟବହାର କଲାପରେ ବି ଆପଣଙ୍କ କେଶ ସମସ୍ୟା ଦୂର ହେଉନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ଦ୍ଵାରା ଏଭଳି ସମସ୍ୟା…

ଓଜନ ହ୍ରାସ କରେ ଭୃସଙ୍ଗ ପତ୍ର ଚା’: ଜାଣନ୍ତୁ କିପରି କରିବେ ସେବନ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଭୃସଙ୍ଗ ପତ୍ର ଛୁଙ୍କ ଦେଲେ, ତାହା ଖାଦ୍ୟର ସ୍ଵାଦକୁ ଦ୍ଵିଗୁଣିତ କରିଥାଏ। ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଏହି ପତ୍ରର ଉପଯୋଗ ଅଧିକ ଦେଖିବାକୁ ମିଳେ। ସ୍ବାସ୍ଥ୍ୟ ପାଇଁ ହିତକାରୀ ଭୃସଙ୍ଗ ପତ୍ର ନିୟମିତ ଖାଲି ପେଟରେ ଚୋବାଇ…

ସ୍ଵାସ୍ଥ୍ୟ ପାଇଁ ହିତକାରୀ ଏହି ପତ୍ର: ଜାଣନ୍ତୁ ଏହାର ନାମ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି। ତେବେ ଏପରି କିଛି ଗଛ ଅଛି ଯାହା ଆମ ଶରୀରରେ ଥିବା ଅନେକ ରୋଗର ନିରାକରଣ…

ରାତିରେ ଭଲରେ ନିଦ ହେଉନାହିଁ କି? ତେବେ ଏହି ଖାଦ୍ୟରୁ ରୁହନ୍ତୁ ଦୂରରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଅଧିକାଂଶ ଲୋକେ ଠିକରେ ନିଦ ହେଉନ ଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି। ଏଥିନିମନ୍ତେ ଆହାର ଏଥିପାଇଁ ଦାୟୀ ହୋଇଥାଏ।…

ଆପଣ ନିତିଦିନିଆ ଜୀବନରେ ହଳଦୀ ବ୍ୟବହାର କରୁଛନ୍ତି କି ? ତେବେ ଜାଣନ୍ତୁ ଏହାର ଉପକାରିତା …

ଓଡିଶା ସମ୍ବାଦ ବ୍ୟୁରୋ: ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ…

ସୁନ୍ଦର ତ୍ୱଚା ପାଇଁ ଚିନ୍ତିତ କି? ନିତିଦିନିଆ ଜୀବନରେ ଆପଣାନ୍ତୁ ଏହି ୫ଟି ଯୋଗ….

ଓଡ଼ିଶା ସମ୍ବାଦ ବ୍ୟୁରୋ; ଯେକୌଣସି ବ୍ୟକ୍ତି ଆପଣଙ୍କ ପ୍ରତି ଆକୃଷ୍ଟ ହେବା ପାଇଁ ପ୍ରଥମେ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ଦେଖିବା ସହ ଆପଣଙ୍କ ଚେହେରାର ଚମକକୁ ଦେଖିଥାଏ। ଚେହେରାରେ ଚମକ ଆଣିବା ପାଇଁ ଓ ତ୍ୱଚାକୁ ସୁନ୍ଦର କରିବା ପାଇଁ ଯୋଗାସନ ହେଉଛି ଏକ ସହଜ ଓ ପ୍ରାକୃତିକ ଉପାୟ। ଯୋଗାସନ…

ଗ୍ୟାସ ଚୁଲାରେ ରୁଟି ସେକୁଥିଲେ ସାବଧାନ ! ହୋଇପାରେ କର୍କଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ଲୋକେ ଭାତ ଏବଂ ରୁଟି ଖାଇବାକୁ ପସନ୍ଦ କରନ୍ତି। ଭାତ ଭଳି ରୁଟି ମଧ୍ୟ ଆମର ଦୈନନ୍ଦିନ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ତେବେ ଉତ୍ତର ଭାରତରେ ଅଧିକାଂଶ ଲୋକ ରୋଟି ଖାଆନ୍ତି। ରୁଟି ବନେଇବାକୁ ଯେତିକି ସହଜ ସେତେ କମ ସମୟ ମଧ୍ୟରେ ଅନେକ ରୁଟି ତିଆରି…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଡ଼, ଜାଣନ୍ତୁ ଏହାର ଫାଇଦା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଉତ୍ତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।…

ମାତ୍ରାଧିକ ଭିଟାମିନ-D ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର କାରଣ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ଭିଟାମିନ-ଡି ଅଭାବ ଯୋଗୁ ଜଟିଳ ଶାରୀରିକ ସମସ୍ୟା ଦେଖାଯାଏ। ଯାହାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ। ମାନବ ଶରୀର ଠିକ ଭାବେ କାମ କରିବା ପାଇଁ ଭିଟାମିନ-ଡି'ର ଆବଶ୍ୟକତା ରହିଛି। କିନ୍ତୁ ଆମ ଜୀବନଶୈଳୀ ଓ ଖରାପ ଅଭ୍ୟାସ ଯୋଗୁ ଶରୀରରେ ଭିଟାମିନ-ଡି ଅଭାବ…

ଆପଣ ମେହେନ୍ଦୀ ଲଗାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ଓଡିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ବିବାହ, ବ୍ରତ ଏବଂ ପର୍ବ ମାନଙ୍କରେ ମହିଳା ଏବଂ ଯୁବତୀମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହାତରେ ଲଗାଯାଉଥିବା ସେହି ମେହେନ୍ଦୀ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ । ମେହେନ୍ଦୀ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରାଇନଥାଏ…