Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ନିୟମିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ, ଅନେକ ରୋଗଠାରୁ ଦୂରେଇ ରୁହନ୍ତୁ

ଲୋକମାନଙ୍କୁ ତମ୍ବା ପାତ୍ରରେ ପାଣି ପିଉଥିବାର ଦେଖିଥିବେ। ଘରର ବୟସ୍କ ଓ ଡାକ୍ତରମାନେ ମଧ୍ୟ ତମ୍ବା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।…

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା…

ପିଲାଙ୍କୁ କଫ ସିରପ ଦେଲେ ହୁଏ ଏପରି ସମସ୍ୟା, ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ…

ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଦାନ୍ତ ମୂଳ ମଜବୁତ ଥିଲେ ଦାନ୍ତ ସୁସ୍ଥ ରହେ। ଆଉ ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ ଯଦି ଆପଣଙ୍କ ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ମାଢି ଦୁର୍ବଳ ଥିଲେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଇଲେ ମାଢି ଫୁଲିଯାଏ। ଏପରି ଆହୁରି ଅନେକ ସମସ୍ୟା…

ଏହି ସବୁ ଖାଦ୍ୟ ଗଲବ୍ଲାଡର ପଥରର ମୂଳ କାରଣ

ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ପିତ୍ତାଶୟ ଯକୃତର ସେହି ଥଳୀ ଯେଉଁଥିରେ ପିତ ରହେ। ଏହାକୁ ଇଂରାଜୀରେ ଗଲବ୍ଲାଡଡର୍ ବା ପିତ୍ତାଶୟ ଥଳି କୁହାଯାଏ। ଗଲବ୍ଲାଡର୍ ଏକ ସମ୍ବେଦନଶୀଳ ଅଙ୍ଗ। ଯଦି…

ଆଣ୍ଟିବାୟୋଟିକର ମାତ୍ରାଧିକ ସେବନ ଆପଣଙ୍କୁ କରିପାରେ ବଧିର

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦଜନକ ହେଉଛି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧର ଅବାଧ ବ୍ୟବହାର ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର ମାତ୍ରାଧିକ ବ୍ୟବହାର ଆପଣଙ୍କୁ ବଧିର କରିପାରେ ଏବଂ କାନର କୋଷଗୁଡ଼ିକ…

ହାଡ଼କୁ କିପରି ରଖିବେ ମଜବୁତ ?

ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ରହିବା ଅତ୍ୟନ୍ତ ଜରୁରୀ। ରୋଗ ପ୍ରତିରୋଧକ ଶକ୍ତି ଯଦି ଭଲ ଥାଏ ତେବେ ଏକ ସୁସ୍ଥ ଶରୀର ଗଠନ ହୁଏ। ଶରୀରର ବିକାଶ ପାଇଁ ହାଡ଼ର ବିକାଶ ହେବା ଜରୁରୀ। ଆଉ ଏହି ହାଡ଼କୁ ମଜବୁତ ଏବଂ ଶକ୍ତିଶାଳୀ ରଖିବା ଆପଣଙ୍କର ଦାୟିତ୍ୱ। ବିଶେଷଜ୍ଞଙ୍କ ଅନୁଯାୟୀ ହାଡ଼ ସବୁବେଳେ…

ୱାର୍ଲ୍ଡ ହାର୍ଟ ଡେ ୨୦୨୨: ଖାଦ୍ୟପାନୀୟ ନିୟନ୍ତ୍ରଣ କଲେ ହୃଦୟ ରହେ ସୁସ୍ଥ

ଓଡିଶା ସମ୍ବାଦ ବ୍ୟୁରୋ: ଆଜି ‘ୱାର୍ଲ୍ଡ ହାର୍ଟ ଡେ’। ପ୍ରତିବର୍ଷ ୨୯ ଡିସେମ୍ବରକୁ ‘ବିଶ୍ୱ ହୃଦୟ ଦିବସ’ ଭାବେ ପାଳନ କରାଯାଇଥାଏ । ହୃଦୟକୁ ସୁସ୍ଥ ରଖିବା ଏବଂ ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ଏବେ ଅନ୍ୟାନ୍ୟ ରୋଗ ତୁଳନାରେ…

ନିୟମିତ ଏକ ଚାମଚ ମହୁ ଦୂର କରେ ମେଦବହୁଳତା ସମସ୍ୟା

ଆପଣଙ୍କ ଓଜନ ବଢିଯାଇଛି କି? ଏଥିପାଇଁ ଆପଣ ଖୁବ ଚିନ୍ତିତ! ତେବେ ଏହି ଚିନ୍ତା ଆପଣଙ୍କ ମଟାପଣର କାରଣ ହୋଇପାରେ। ଏହା ଆମେ ନୁହେଁ ହେଲଥ୍ ଏକ୍ସପର୍ଟସ କୁହନ୍ତି। ତେବେ ଆପଣ ଓଜନ ହ୍ରାସ କରିବାକୁ ଯେକୌଣସି ଉପାୟ ଆପଣାନ୍ତୁ ନା କାହିଁକି ପ୍ରଥମେ ଚିନ୍ତା କରିବା ବନ୍ଦ କରିବାକୁ ପଡିବ। ଓଜନ ହ୍ରାସ…

ଦୈନିକ ୩ ରୁ ୪ କପ କଫି ପିଇଲେ ବଢିଥାଏ ଆୟୁଷ, ଦୂର ହୁଏ ହୃଦରୋଗ

କଫି ପ୍ରାମୀଙ୍କ ପାଇଁ ଭଲ ଖବର। ଯଦି ଆପଣ ଦିନକୁ ୨ ରୁ ୩ କପ କଫି ପିଅନ୍ତି, ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରକାର ଚିନ୍ତା କରିବାକୁ ପଡ଼ିବ ନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଦୁଇରୁ ତିନି କପ୍ କଫି ପିଇବା ଦ୍ୱାରା ଆୟୁଷ ବଢେ ଏବଂ ହୃଦଘାତ…