Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ…

ନିଦ ନହେଉ ଥିଲେ ଆପଣାନ୍ତୁ ଏହିସବୁ ସରଳ ଉପାୟ

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ସୁଖ ନିଦ୍ରା ନିତ୍ୟାନ୍ତ ଆବଶ୍ୟକ । ନିଦର ପରିମାଣ ଓ ସମୟ ଠିକ ନରହିଲେ ତ୍ୱଚାର ଉଜ୍ବଳତା ହ୍ରାସ ପାଇବା ସହ ଅନେକ ପ୍ରକାର ରୋଗ ମଧ୍ୟ ମାଡିବସେ। ଆଜି ଆସନ୍ତୁ ଜାଣିବା ଏହି ଅନିଦ୍ରାରୁ ମୁକ୍ତି ପାଇବାର କିଛି ଉପାୟ... ନିୟମିତ ବ୍ୟାୟମ କରନ୍ତୁ। ଏହା ଦ୍ୱାରା…

ପ୍ଲାଷ୍ଟିକ ସର୍ଜରୀ କ’ଣ ? ଜାଣନ୍ତୁ, ଏହାର ବିଶେଷତ୍ଵ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁଲାଇ ୧୫ ତାରିଖକୁ 'ଜାତୀୟ ପ୍ଲାଷ୍ଟିକ ସର୍ଜରୀ' ଦିବସ ରୂପେ ପାଳନ କରାଯାଇଥାଏ । ବର୍ତମାନ ପରିସ୍ଥିତିରେ ପ୍ଲାଷ୍ଟିକ ସର୍ଜରୀର ଗୁରୁତ୍ୱକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଯଦିଓ ପ୍ଲାଷ୍ଟିକ୍ ସର୍ଜରୀ…

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଦ୍ୱାରା କ୍ଷତି ହେବାର ଆଶଙ୍କା ଅଧିକ !

ବ୍ରସେଲ୍ସ: କରୋନାଭାଇରସ ସଂକ୍ରମଣ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ସୀମିତ ତଥ୍ୟ ଥିବା ଚିକିତ୍ସା ନିୟନ୍ତ୍ରଣ ପାଇଁ ଥିବା ୟୁରୋପୀୟ ସଙ୍ଘ ଏଜେନ୍ସିର ବୈଜ୍ଞାନିକମାନେ କହିଛନ୍ତି । ଏହି ଅଧ୍ୟୟନରେ ରୋଗ ନିୟନ୍ତ୍ରଣ ଓ ନିବାରଣର…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ନଡ଼ିଆ !

ଭୁବନେଶ୍ୱର: ଆମ ଶରୀର ପାଇଁ ନଡ଼ିଆ ଅନେକ ଉପକାରୀ ସାବ୍ୟସ୍ତ ହୋଇଥାଏ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଥାଏ। ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ବୃଦ୍ଧି କରିଥାଏ ଯାହାକି ଏହି ମହାମାରୀ ସମୟରେ…

ମାସ୍କ ପିନ୍ଧିବା ପରେ ମଧ୍ୟ କେତେ ରହିଛି ସଂକ୍ରମଣର ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱକୁ ଗ୍ରାସିଲାଣି କରୋନା ସଙ୍କଟ । ଏତେ କଟକଣା ଓ ସତର୍କତା ସତ୍ତ୍ୱେ ବି କମିବା ବଦଳରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରତିକାର ପାଇଁ ଏଯାଏଁ କୌଣସି ଔଷଧରେ ବାଜି ନାହିଁ ମୋହର । ଏଭଳି ସମୟରେ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ…

କରୋନା ରହିବ ଦୂରରେ: ଏହିସବୁ ଉପାୟ ଦ୍ୱାରା ବଢାନ୍ତୁ ନିଜ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦରକାର ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼ି ଜିତିହେବ। ଏଥିପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆମକୁ ସବୁଦିନ ସକାଳେ ଚ୍ୟୱନପ୍ରାଶ୍ ଓ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…

ଏହି ୫ ଖାଦ୍ୟ ବଢାଇବ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି !

ଭୁବନେଶ୍ୱର: ଖାସ କରି ବର୍ଷା ଓ ଶୀତଋତୁରେ ପିଲାମାନେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା ସାଧାରଣତଃ ଥଣ୍ଡା, ଫ୍ଲୁ, ଗଳା ସଂକ୍ରମଣ ଏବଂ ପେଟ ଜନିତ ସମସ୍ୟା ସହିତ ଜଡିତ ହୋଇଥାଏ। ଯେହେତୁ ପିଲାମାନେ ଅଧିକ ଅସାବଧାନ ଏବଂ ଅଧିକାଂଶ ସମୟରେ ବାହାରେ ଖେଳାଖେଳି କରନ୍ତି, ବେଳେ ବେଳେ…