Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ:ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଚୟନ କମିଟି ଶୁକ୍ରବାର ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୨୦ ଜଣିଆ ଏହି ଦଳରେ ୬ ପେସ ବୋଲର ଏବଂ ୩ ସ୍ପିନର ରହିଛନ୍ତି । ପ୍ରଥମ ଥର ପାଇଁ ହେଉଥିବା ଟେଷ୍ଟ…

ଆଇପିଏଲ ବାତିଲ ପରେ ଇଂଲଣ୍ଡ ଫେରିଲେ ୮ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ବାତିଲ ହେବା ପରେ ଇଂଲଣ୍ଡର ୮ ଜଣ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେମାନେ ବୁଧବାର ଲଣ୍ଡନରେ ପଂହଚିଛନ୍ତି । ଜନ୍ନୀ ବେୟାରଷ୍ଟୋ, ଜୋସ ବଟଲର, ସାମ ୱିଲିଙ୍ଗ କ୍ରିସ ୱକ୍ସ, ମୋଇନ ଅଲୀ, ଜାସନ ରାୟ ଓ କୁରାନ ବ୍ରଦର୍ସ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା…

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ…

ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପେରିରା

କଲମ୍ବୋ:୩୨ ବର୍ଷ ବୟସରେ ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଥିସରା ପେରିରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୦୯ରେ ସେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଶ୍ରୀଲଙ୍କା ପକ୍ଷରୁ ୬ଟି ଟେଷ୍ଟ, ୧୬୬ଟି ଦିନିକିଆ ଓ ୮୪ଟି୨୦…

ଆଇପିଏଲ ବାୟୋବବଲରେ ପଂହଚିଲା କରୋନା, ୨ଖେଳାଳି ସଂକ୍ରମିତ ହେବା ପରେ ଆଜିର ମ୍ୟାଚ ଘୁଂଚିଲା!

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ବାୟୋ ବବଲ ଭେଦ କରି ପଂହଚିଛି କରୋନା । ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର । ଟିମ୍ ମ୍ୟାନେଜମେଂଟ ଏବଂ ଆୟୋଜକ କମିଟି ଏ ନେଇ ତୁରନ୍ତ ପଦକ୍ଷେପ…

ଆଜି ବାଙ୍ଗାଲୋର ବନାମ କୋଲକାତା

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ…

କେଏଲ ରାହୁଲ ଡାକ୍ତରଖାନରେ ଭର୍ତି

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଲୋକେଶ ରାହୁଲଙ୍କ ମ୍ୟାଚ ପୂର୍ବରୁ ଡାକ୍ତର ଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ତାଙ୍କର ଆପେଣ୍ଡିସାଇଟିସ ହୋଇଛି । ପଞ୍ଜାବ କିଙ୍ଗସ ଟ୍ୱିଟର…

ବଟଲରଙ୍କ ବିସ୍ଫୋରକ ଶତକ: ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିଜୟ ସନ୍ଧାନରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ପୁନର୍ବାର ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ୫୫ ରନରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଜୋସ ବଟଲର(୧୨୪ ରନ, ୬୪ ବଲ, ୧୧ଚୌକା, ୮ଛକା) ଏବଂ ଅଧିନାୟକ ସଞ୍ଜୁ ସାମସନ(୪୮ରନ,…

ବଟଲରଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ଲକ୍ଷ୍ୟ

ନୂଆଦିଲ୍ଲୀ: ଜୋସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୨୧ ରନର ବିଶାଳ ଲକ୍ଷ୍ୟ ରଖିଛି । ଯଶସ୍ୱୀ ଜୈଶ୍ୱାଲ (୧୨) ଓ ସଞ୍ଜୁ ସାମସନ ୪୮ ରନ ସଂଗ୍ରହ କରିଥିଲେ । ବଟଲରଙ୍କ ୧୨୪ ରନର ଇନିଂସରେ ୧୧ ଚୌକା ଓ ୮ ଛକା ସାମିଲ ଥିଲା ।…