Latest Odisha News
Browsing Category

କ୍ରିକେଟ

୮୯ ବର୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ଚେନ୍ନାଇ: ୮୯ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଭାରତର ଏହା ବୃହତ ବିଜୟ । ଭାରତ ୩୧୭ ରନରେ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଜିତି ନେଇଛି । ଏହି ମ୍ୟାଚର ଅନ୍ୟ ରେକର୍ଡ ନିମ୍ନରେ ଦିଆଗଲା । ୧. ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ଷଷ୍ଠ ଖେଳାଳି ଭାବେ ଅକ୍ଷର ପଟେଲ ୫ ଉଇକେଟ ହାସଲ କରିଛନ୍ତି । ତାଙ୍କ…

ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ, ୩୧୭ ରନରେ ଇଂଲଣ୍ଡକୁ ହରାଇଲା

ଚେନ୍ନାଇ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ ନେଇଛି । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୬୪ ରନରେ ଅଲଆଉଟ ହୋଇ ଯାଇଥିଲା । ଅକ୍ଷର ପଟେଲ ପଦାର୍ପଣ ଟେଷ୍ଟରେ ୫ଉଇକେଟ ହାସଲ କରିଛନ୍ତି । ରବିଚନ୍ଦ୍ରନ…

ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ:ଓଡିଶା-ଆନ୍ଧ୍ରପ୍ରଦେଶ ଟାଇଟଲ ମୁକାବିଲା

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟରେ ଓଡିଶା ୪୨ ରନରେ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ସଂସ୍କରଣରେ ଆନ୍ଧ୍ରପ୍ରଦେଶକୁ ହରାଇ ଓଡିଶା ଚାମ୍ପିୟନ…

କ୍ରିକେଟକୁ ଅଲବିଦା କହିଲେ ନମନ ଓଝା, ଅବସର ଘୋଷଣା ବେଳେ ଛଳ ଛଳ ହୋଇଗଲା ଆଖି

ଇନ୍ଦୋର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରଣଜୀ ଟ୍ରଫିରେ ଉଇକେଟକିପର ଭାବେ ସର୍ବାଧିକ ସଫଳତା ହାସଲ କରିଥିବା ୩୭ ବର୍ଷୀୟ ନମନ ଏହା ଘୋଷଣା କରିବା ବେଳେ ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ସେ…

କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନୀ

ଚେନ୍ନାଇ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନୀ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଗୋଟିଏ ଟେଷ୍ଟରେ ଶତକ ଏବଂ ୫ ଉଇକେଟ ହାସଲରେ ଅଶ୍ୱିନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୩ଥର ଏହି ସଫଳତା ହାସଲ କରଛନ୍ତି । ଇଆନ ବୋଥାମ(୫ଥର) ପ୍ରଥମ ସ୍ଥାନରେ…

ଅଶ୍ୱୀନଙ୍କ ଚମତ୍କାର ଶତକ, ଇଂଲଣ୍ଡ ସମ୍ମୁଖରେ ୪୮୨ ରନର ବିଜୟ ଲକ୍ଷ୍ୟ,୫୩/୩

ଚେନ୍ନାଇ: ଏଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ରବିଚନ୍ଦ୍ରନ ଅଶ୍ୱୀନଙ୍କ ଚମତ୍କାର ଶତକ(୧୦୬) ଏବଂ ବିରାଟ କୋହଲି(୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂଲଣ୍ଡ…

ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ରେକର୍ଡ

ଚେନ୍ନାଇ: ଚଳିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାସଲ କରିଛନ୍ତି । ୨୯ଥର ୫ ଉଇକେଟ ସଫଳତା: ରବିଚନ୍ଦ୍ରନ…

ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତକୁ ୨୪୯ ରନର ଅଗ୍ରଣୀ, ଅଶ୍ୱିନଙ୍କୁ ୫ ଉଇକେଟ

ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୨୪୯ ରନର ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୨୯ ରନ ଜବାବରେ ଭ୍ରମଣକାରୀ ଦଳ ୧୩୪ ରନ କରି ଅଲଆଉଟ ହୋଇ ଯାଇଥିଲା । ରବିଚନ୍ଦ୍ରନ…

ଭାରତ ୩୨୯ ରନରେ ଅଲଆଉଟ, ଇଂଲଣ୍ଡ ୩୯/୪

ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିିତୀୟ କ୍ରିକେଟ ଟେଷ୍ଟର ଲଂଚ ବ୍ରେକ ସୁଦ୍ଧା ଟିମ୍ ଇଣ୍ଡିଆ ଭଲ ସ୍ଥିତିରେ ରହିଛି । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ୪ ଉଇକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବେନ ଷ୍ଟୋକ୍ସ ୧୧ ଓ ଓଲୀ ପୋପ୍ କୌଣସି…

ଘରୋଇ ମାଟିରେ ପ୍ରଥମ ଭାରତୀୟ ଭାବେ ୨୦୦ଛକା ମାରିଲେ ରୋହିତ

ଚେନ୍ନାଇ: ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ରୋହିତ ଶର୍ମା ରାଜୁତି କରିଛନ୍ତି । ରୋହିତ ୧୬୧ ରନର ଇନିଂସ ଖେଳି ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଭାରତ ମାଟିରେ ୨୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ସେ ଦିନିକିଆରେ ୧୧୫,…