Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ଭାଷ୍ୟକାର ତାଲିକାରେ ସଞ୍ଜୟ ମଂଜ୍ରେରକରଙ୍କ ନାମ ନାହିଁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୦ ସଂସ୍କରଣ ପାଇଁ ଭାଷ୍ୟକାରଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସିନିୟର ଭାଷ୍ୟକାର ସଞ୍ଜୟ ମଂଜ୍ରେକରଙ୍କ ନାମ ନାହିଁ । ସେପ୍ଟେମ୍ବର ୧୯ରୁ ଆଇପିଏଲ ୟୁଏଇରେ ଆରମ୍ଭ ହେବ । ଦୁବାଇ ଓ ଆବୁଧାବିରେ ୨୧ ଲେଖାଏଁ ଏବଂ ଶାରଜାରେ ୧୪ ମ୍ୟାଚ ଖେଳାଯିବ ।…

ଚେନ୍ନାଇ ସୁପର କିଙ୍ଗସରେ ଚଡକ, ବାଦ୍ ପଡିଲେ ହରଭଜନ !

ଦୁବାଇ: ଧୋନୀଙ୍କ ସେନାରୁ ଶୁଣିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ସୁରେଶ ରାଇନାଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ ଖେଳାଳି ଆଇପିଏଲରୁ ବାଦ ପଡିଛନ୍ତି । ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍‌ରେ ଦେଖିବାକୁ ମିଳିବନି ଟର୍ବିନେଟର୍ ଓରଫ ହରଭଜନ ସିଂଙ୍କ ଯାଦୁଗରି ସ୍ପିନ୍ ବୋଲିଂ ।…

ଧନଶ୍ରୀ ଓ କ୍ରିକେଟର୍ ଚହଲଙ୍କ “ରଷୋଡେ” ନିଶା !

ଦୁବାଇ: ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ । କ୍ରିକେଟ୍ ପଡିଆ ହେଉ କି ସୋସିଆଲ୍ ମିଡିଆ । ସବୁବେଳେ ନିଜ ଫଲୋଅର୍ସଙ୍କୁ ଏଣ୍ଟରଟେନ୍ କରିବାରେ ସେ ବେଶ ଆଗୁଆ । ଖାସ କରି ଲକ୍‌ଡାଉନ୍ ସମୟରେ ଏହି ଲେଗ୍ ସ୍ପିନର୍ ନିଜ ପରିବାର ଲୋକଙ୍କ ସହ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଥିଲେ ।…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାର ସପକ୍ଷରେ ନ୍ୟାୟ ମାଗିଲେ କ୍ରିକେଟର ରାଇନା

ମୋହାଲୀ:ହଠାତ୍ ଆଇପିଏଲ ଛାଡି ଭାରତ ଫେରିଥିବା କ୍ରିକେଟର ସୁରେଶ ରାଇନା ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ରାଇନାଙ୍କ ପିଉସୀ ନାନୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ କେତେକ ଦୁବୃତ ଆକ୍ରମଣ କରିଥିଲେ । ଏଥିରେ ପିଉସା ଓ ତାଙ୍କର ଜଣେ ପୁଅ ମୃତ୍ୟୁବରଣ କରିଛନ୍ତି । ପିଉସୀଙ୍କ ଜୀବନ ମଧ୍ୟ…

ଦୁବାଇରେ ବିରୁଷ୍କାଙ୍କ ପ୍ରେଗନେନ୍ସି ସେଲିବ୍ରେସନ୍ !

ଦୁବାଇ: ସୋସିଆଲ ମିଡିଆରେ ଦୁଇରୁ ତିନି ହେବାକୁ ଯାଉଥିବା ଖବରକୁ ସେୟାର କରି ସମସ୍ତଙ୍କୁ ଚକିତ କରିଥିଲେ ବିରାଟ ଓ ଅନୁଷ୍କା । ଏହି ପୋଷ୍ଟ ପରେ ବଲିଉଡର ଅନେକ ତାରକାଙ୍କ ସମେତ ବହୁ କ୍ରିକେଟର୍ ବି ସେମାନଙ୍କୁ ବଧେଇ ଜଣାଇଥିଲେ । ତାଜା ସ୍ଥିତିରେ ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ ଦୁବାଇରେ…

ଡନ ବ୍ରାଡମ୍ୟାନଙ୍କ ୧୧୨ତମ ଜନ୍ମଦିବସ: ଏହି ଅବସରରେ ଆସନ୍ତୁ ଜାଣିବା ଡନଙ୍କ ଡଜନ ରେକର୍ଡ

ସିଡନୀ: ଅଷ୍ଟ୍ରେଲିଆ ମହାନ ଖେଳାଳି ଡନ ବ୍ରାଡମ୍ୟାନଙ୍କ ଆଜି ଜନ୍ମଦିନ । ୨୭ ଅଗଷ୍ଟ ୧୯୦୮ରେ ନ୍ୟୁ ସାଉଥ ୱେଲ୍ସରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟରେ ଡନଙ୍କ ପରିଚୟ ଦେବା ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ରେକର୍ଡର ପରିଭାଷା ବଦଳାଇ ଦେଇଥିବା ଡନଙ୍କ ସ୍ମରଣୀୟ ଡଜନ କୀର୍ତିମାନ ବିଷୟରେ ।…

ଫୋନ୍ କଲେ ଅଧା ରିଙ୍ଗରେ ରିସିଭ କରିବେ ଧୋନୀ !

ରାଂଚି: ବିଶ୍ୱର ଏକମାତ୍ର କ୍ରିକେଟ ଅଧିନାୟକ ଧୋନୀ । ଯିଏ ହାସଲ କରିଥିଲେ ସମସ୍ତ ଆଇସିସି ବିଶ୍ୱକପ୍ ଟ୍ରଫି । ବ୍ୟକ୍ତିଗତ ହେଉ କି କ୍ରିକେଟ୍ ପଡିଆ, ସବୁବେଳେ ଲୋ-ପ୍ରୋଫାଇଲରେ ରହିବାକୁ ସେ ପସନ୍ଦ କରନ୍ତି । ଅନେକ କ୍ରିକେଟର୍ ଖୋଦ ନିଜ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ହେଲେ…

ଆଇପିଏଲରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୟୁଏଇରେ ଆୟୋଜିତ ହେବ । ଏହି ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏଥିନେଇ ଭିପିଏସ ହେଲଥ କେୟାରଙ୍କୁ ନିଯୁକ୍ତ କରିବ । ସମସ୍ତ ଖେଳାଳି, ସପୋର୍ଟିଂ ଷ୍ଟାଫ, ବିସିସିଆଇ ଅଧିକାରୀ ଓ…

ଭାରତର ଜାତୀୟ ପତାକାକୁ ଅବମାନନା କଲେ ଆଣ୍ଡରସନ, କ୍ଷମା ମାଗିବାକୁ ଦାବୀ

ଲଣ୍ଡନ: ଇଂଲଣ୍ଡର ୩୮ ବର୍ଷୀୟ ପେସ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ତେବେ ଏହି କୀର୍ତିମାନ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଗ୍ରାଫିକ୍ସ ଜାରି କରାଯାଇଥିଲା । ଯେଉଁଥିରେ ବିଭିନ୍ନ ଦେଶର ପତାକା ଉପରେ ଆଣ୍ଡରସନ…

ସୁଶାନ୍ତଙ୍କ ସପକ୍ଷରେ ଆଗକୁ ଆସିଲେ କ୍ରିକେଟର୍ ରାଇନା !

ଦୁବାଇ: ମୃତ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଅପଲ୍ କଲେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର୍ । ଅନ୍ୟ କେହି ନୁହେଁ ବରଂ କ୍ରିକେଟର ସୁରେଶ ରାଇନା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । View this post on…