Latest Odisha News

BREAKING NEWS

Browsing Category

କ୍ରିକେଟ

ବାପା ବନିଲେ ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା !

ଗୁଜରାଟ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବିଆନ୍ ଅଭିନେତ୍ରୀ ନତାଶାଙ୍କ ଔରସରୁ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଖୋଦ ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି । …

ଚର୍ଚ୍ଚାରେ ପାକିସ୍ତାନୀ କରୋନା ସେଲ୍‌ଫି !

ପାକିସ୍ତାନ: କ୍ରିକେଟର୍‌ଙ୍କ ସହ ସେଲ୍‌ଫି ନେବା ଓ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି କ୍ରେଡିଟ୍ ନେବାକୁ ବହୁତ ମଜା ମିଳେ । ହେଲେ ସେହି ମଜା ଯଦି ଆପଣଙ୍କ ପାଇଁ ସଜା ପାଲଟିଯାଏ, ତେବେ କ'ଣ କରିବେ ଆପଣ ? ଜଣେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ମହମ୍ମଦ ସାହାବ ଘୋରୀକୁ ସେଲ୍‌ଫି ନେବା…

ୱେଷ୍ଟଇଣ୍ଡିଜ ଆଶା ଅସମ୍ପୂର୍ଣ୍ଣ ରହିଲା, ଇଂଲଣ୍ଡ ୨-୧ରେ ସିରିଜ ବିଜୟୀ

ମାଂଚେଷ୍ଟର: ଦୀର୍ଘ ଦିନ ପରେ ଇଂଲଣ୍ଡ ମାଟିରେ ସିରିଜ ବିଜୟ ଆଶା ରଖିଥିବା ୱେଷ୍ଟଇଣ୍ଡିଜକୁ ଶେଷରେ ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ଅନ୍ତିମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୬୯ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୨-୧ରେ ଜିତି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୩୬୯ ରନ…

୫୦୦ ଉଇକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୫୦୦ ଉଇକେଟ ହାସଲକାରୀ ବୋଲରଙ୍କ ଏଲିଟ ଗ୍ରୁପରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟରେ ବିଶ୍ୱର ୭ମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ୩୪ ବର୍ଷୀୟ ଏହି ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ…

ଡୋପ ଟେଷ୍ଟରେ ଧରାପଡି ୨ ବର୍ଷ ବାସନ୍ଦ ହେଲେ ବାଂଲାଦେଶୀ ବୋଲର କାଜି ଇସଲାମ

ଢ଼ାକା: ବାଂଲାଦେଶର ଯୁବ ପେସ ବୋଲର କାଜି ଇସଲାମ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ବାଂଲାଦେଶ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି । ୨୦୧୮ରେ ଏହି ଟେଷ୍ଟ କରାଯାଇଥିଲା । ଜାତୀୟ କ୍ରିକେଟ ଲିଗ୍‌ରେ କରାଯାଇଥିବା ଡୋପ ଟେଷ୍ଟରେ ମଧ୍ୟ ତାଙ୍କ…

ଆଇପିଏଲ ପ୍ରସ୍ତୁତି: ବ୍ୟାଟ କିଣିଲେ ରାଇନା, ପନ୍ତ

ମିରଟ:ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ତାରିଖ ସ୍ପଷ୍ଟ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି । ଫ୍ରାଚାଂଇଜ ଏବଂ ଖେଳାଳିମାନେ ମଧ୍ୟ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଦୁଇ ଧୂଆଁଧାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ସୁରେଶ ରାଇନା ଏଥିପାଇଁ ନୂଆ ବ୍ୟାଟ କିଣିଥିବା…

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଖେଳୁଛନ୍ତି ୱେଷ୍ଟଇଣ୍ଡିଜର ୧୪୦ କିଗ୍ରା ଓଜନ ବିଶିଷ୍ଟ ସ୍ପିନର

ମାଚେଂଷ୍ଟର:ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ଲକ୍ଷ୍ୟରେ ଥିବା ୱେଷ୍ଟଇଣ୍ଡିଜ ଚୂଡାନ୍ତ ଦଳରେ ଜଣେ ଦମଦାର ଖେଳାଳିଙ୍କୁ ସାମିଲ କରିଛନ୍ତି । ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍ପିନରଙ୍କ…

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି ।…

ୟୁଏଇରେ ଆୟୋଜିତ ହେବ ଆଇପିଏଲ !

ମୁମ୍ବାଇ:ଆଇସିସି ଟି୨୦ ବିଶ୍ୱକପ ୨୦୨୧କୁ ଘୁଂଚାଇଦେବା ଫଳରେ ଆଇପିଏଲ ସମ୍ଭାବନା ଆଶା ଉଜ୍ଜୀବୀତ ହୋଇଛି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ଖୁବ୍‌ଶୀଘ୍ର ଅନୁମତି ପାଇଁ ସରକାରଙ୍କ ସହ ବୋର୍ଡ କଥା ହେବ । ୧୦ ଦିନ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ ଏବଂ ଏହାପରେ…

ଆସନ୍ତୁ ଜାଣିବା ହରଭଜନ କାହିଁକି ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ କହିଲେ

ମୋହାଲୀ: ଭାରତର ଲୋକପ୍ରିୟ ସ୍ପିନର ହରଭଜନ ସିଂ ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ ପଂଜାବ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ପଂଜାବ ସରକାର ଏହି ପୁରସ୍କାର ପାଇଁ ହରଭଜନ ନାମ ପ୍ରତ୍ୟାହାର କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ପାଇଁ ଗତ ୩ ବର୍ଷର…