Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ପ୍ରସ୍ତୁତି: ବ୍ୟାଟ କିଣିଲେ ରାଇନା, ପନ୍ତ

ମିରଟ:ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ତାରିଖ ସ୍ପଷ୍ଟ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି । ଫ୍ରାଚାଂଇଜ ଏବଂ ଖେଳାଳିମାନେ ମଧ୍ୟ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଦୁଇ ଧୂଆଁଧାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ସୁରେଶ ରାଇନା ଏଥିପାଇଁ ନୂଆ ବ୍ୟାଟ କିଣିଥିବା…

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଖେଳୁଛନ୍ତି ୱେଷ୍ଟଇଣ୍ଡିଜର ୧୪୦ କିଗ୍ରା ଓଜନ ବିଶିଷ୍ଟ ସ୍ପିନର

ମାଚେଂଷ୍ଟର:ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ଲକ୍ଷ୍ୟରେ ଥିବା ୱେଷ୍ଟଇଣ୍ଡିଜ ଚୂଡାନ୍ତ ଦଳରେ ଜଣେ ଦମଦାର ଖେଳାଳିଙ୍କୁ ସାମିଲ କରିଛନ୍ତି । ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍ପିନରଙ୍କ…

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି ।…

ୟୁଏଇରେ ଆୟୋଜିତ ହେବ ଆଇପିଏଲ !

ମୁମ୍ବାଇ:ଆଇସିସି ଟି୨୦ ବିଶ୍ୱକପ ୨୦୨୧କୁ ଘୁଂଚାଇଦେବା ଫଳରେ ଆଇପିଏଲ ସମ୍ଭାବନା ଆଶା ଉଜ୍ଜୀବୀତ ହୋଇଛି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ଖୁବ୍‌ଶୀଘ୍ର ଅନୁମତି ପାଇଁ ସରକାରଙ୍କ ସହ ବୋର୍ଡ କଥା ହେବ । ୧୦ ଦିନ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ ଏବଂ ଏହାପରେ…

ଆସନ୍ତୁ ଜାଣିବା ହରଭଜନ କାହିଁକି ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ କହିଲେ

ମୋହାଲୀ: ଭାରତର ଲୋକପ୍ରିୟ ସ୍ପିନର ହରଭଜନ ସିଂ ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ ପଂଜାବ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ପଂଜାବ ସରକାର ଏହି ପୁରସ୍କାର ପାଇଁ ହରଭଜନ ନାମ ପ୍ରତ୍ୟାହାର କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ପାଇଁ ଗତ ୩ ବର୍ଷର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟୁଟ ପରିବାର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ତାଙ୍କ କ୍ୟୁଟ ପରିବାରର ଏକ ଫଟୋ ଛାଡିଛନ୍ତି । ଯାହା କି ଏହି ପ୍ଲାଟଫର୍ମରେ ବେଶ୍ ପସନ୍ଦ କରାଯାଉଛି । ଏହି ଫଟୋରେ ପତ୍ନୀ ନତାଶ ଷ୍ଟାନକୋଭିଚଙ୍କ ସହ ସେମାନଙ୍କର ୩ଟି ପୋଷା କୁକୁର ଅଛନ୍ତି ।…

୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌

ଲଣ୍ଡନ:ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ଇଂଲଣ୍ଡ ଅପେକ୍ଷା ଏହି ସିରିଜ ଏବେ ୱେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପ୍ରଥମ ଟେଷ୍ଟ ୱେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚ ଜିତିଗଲେ ୩୨ ବର୍ଷ ପରେ ଇଂଲଣ୍ଡ…

ବାତିଲ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ!

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବାତିଲ ହୋଇପାରେ । ଏଥିନେଇ ଅଫିସିଆଲ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ବିସିସିଆଇ ଏହାକୁ ବାତିଲ କରିବା ନେଇ ଯୋଜନା କରୁଛି । ସେପ୍ଟେମ୍ବରରେ ଇଂଲଣ୍ଡ ଭାରତ ଗସ୍ତରେ ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ ଖେଳିଥାନ୍ତା । କରୋନା…

ବାଲା ଓ ବାଲା ଗୀତରେ ନାଚିଲେ ଡେଭିଡ ୱାର୍ଣ୍ଣରଙ୍କ ଝିଅ

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଓପନର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ନିକଟରେ ସେ ତାଙ୍କ ଦୁଇ ଝିଅ ଇଣ୍ଡି ରେ ଓ ଇଭି ମେ’ଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଟରେ ଛାଡିବା ପରେ ଏହା ଏବେ ଭାଇରାଲ ହୋଇଛି । ଅକ୍ଷୟ କୁମାରଙ୍କ ହାଉସଫୁଲ-୪ର ଲୋକପ୍ରିୟ…

ପୂର୍ବତନ କ୍ରିକେଟର ଚେତନ ଚୌହ୍ୱାନ କରୋନା ପଜିଟିଭ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଚେତନ ଚୌହ୍ୱାନ କରୋନା ପଜିଟିଭ ଥିବା ଜଣାପଡିଛି । ଆକାଶ ଚୋପ୍ରା ଓ ଆରପି ସିଂ ଟୁଇଟ କରି ଚୌହ୍ୱାନ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ତାଙ୍କୁ ଏହା ପରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପିଜିଆଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ…