Latest Odisha News

BREAKING NEWS

Browsing Category

କ୍ରିକେଟ

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪…

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ !

ସିଡ୍‌ନୀ: କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ୍ ରବଟର୍‌ସ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ କେବେ ସୁଧାର…

ଘରେ ବସି ଅଫିସ କାର୍ଯ୍ୟ କରିବେ ବିସିସିଆଇ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା’ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ବିସିସିଆଇ ତା’ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନୋଟିସ୍ ସୁଦ୍ଧା କ୍ରିକେଟର ସମସ୍ତ ଗତିବିଧିକୁ ପୂର୍ବରୁ ହିଁ…

ଆଇପିଏଲ ପ୍ରି-ଟୁର୍ଣ୍ଣାମେଂଟ କ୍ୟାମ୍ପ ବାତିଲ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି । ଟ୍ରେନିଂ କ୍ୟାମ୍ପ ପୁଣି କେବେଠାରୁ ହେବ ତାହା ପରେ ଖେଳାଳିମାନଙ୍କୁ ଜଣାଇ ଦିଆଯିବ । କରୋନା ଭାଇରସ୍ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫…

ମଞ୍ଜ୍ରେକରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇଲା ବିସିସିଆଇ

ନୂଆଦିଲ୍ଲୀ : ବିସିସିଆଇ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜ୍ରେକରଙ୍କୁ ଭାଷ୍ୟକାର(କମେଣ୍ଟ୍ରି) ପ୍ୟାନେଲରୁ ହଟାଇଦେଇଛି । ବିଶ୍ବର ବଡ଼ ଭାଷ୍ୟକାର ତାଲିକାରେ ଅନ୍ତର୍ଭୁକ୍ତ ଥିବା ମଞ୍ଜରେକର ଗତ ତିନିଟି ବିଶ୍ୱକପ୍‌ରେ କମେଣ୍ଟ୍ରି କରିଥିଲେ। ସୂଚନା ଅନୁସାରେ ତାଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା…

ଉନାଡକଟଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ପେସ୍ ବୋଲର ଜୟଦେବ ଉନାଡକଟ ରବିବାର ରିନ୍ନିଙ୍କ ବିଉଟିରେ ବୋଲ୍ଡ ହୋଇଛନ୍ତି । ସୌରାଷ୍ଟ୍ରକୁ ରଣଜୀ ଚାମ୍ପିୟନ୍ କରାଇଥିବା ପେସ୍ ବୋଲର ଉନାଦକଟଙ୍କ ରବିବାର ରିନ୍ନିଙ୍କ ସହ ନିର୍ବନ୍ଧ ସମ୍ପନ୍ନ କରିଛନ୍ତି । ସେ ସୋଶାଲ ମିଡିଆରେ ନିଜ ଭାବିପତ୍ନୀ ରିନ୍ନିଙ୍କ ସହ ଫଟୋ ଶେଆର…

ପ୍ରଶଂସକଙ୍କୁ ପସନ୍ଦ ଆସୁଛି ଧୋନୀଙ୍କ ନୂଆ ଲୁକ୍

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ଲୁକ୍ ଏବେ ଚର୍ଚ୍ଚାର କାରଣ ସାଜିଛି । ନିକଟରେ ଚେନ୍ନାଇ ସୁପର କିଙ୍ଗ୍‌ସର ଏକ ଭିଡିଓରେ ଧୋନୀ ଫ୍ରେଂଚ କଟ୍ ଦାଢ଼ିରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଦେଖା ଯାଉଥିଲେ । ତାଙ୍କର ଏହି ଷ୍ଟାଇଲ ଏବେ ସୋସିଆଲ…

ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ: ଗାଙ୍ଗୁଲି

ମୁମ୍ବାଇ: ଆଇପିଏଲ ୧୩ଶ ସଂସ୍କରଣ ହେବ କି ନାହିଁ ସେ ସମ୍ପର୍କରେ ଆଜି ପରୋକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି ।  ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, କିନ୍ତୁ ସୁରକ୍ଷାକୁ ଅଣଦେଖା କରିପାରିବୁ ନାହିଁ । ତେଣୁ ବର୍ତ୍ତମାନ ଆଇପିଏଲକୁ ସ୍ଥଗିତ କରାଯିବା…

ଶିଖା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କଲେ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍

ନୂଆଦିଲ୍ଲୀ:ମହିଳା ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱକପରେ ଶିଖା ୭ଟି ୱିକେଟର ସଫଳତା ପାଇଥିଲେ କିନ୍ତୁ ଫାଇନାଲରେ ନିରାଶ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ସ୍ଥଗିତ କଲା ଇଂଲଣ୍ଡ ବୋର୍ଡ

କଲମ୍ବୋ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ମାର୍ଚ୍ଚ ୧୯ ତାରିଖରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ସ୍ଥଗିତ କରିଦେଇଛି । ଇଂଲଣ୍ଡର ଖେଳାଳିମାନେ ଶ୍ରୀଲଙ୍କାରୁ ସ୍ୱଦେଶ ଫେରିଆସିବେ । ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ…